ଓଡିଶା ପାଇଁ ଗର୍ବର ବିସୟ , ମହାକାଶକୁ ଯିବେ ଏହି ଓଡିଆ ପୁଅ

gaga

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ର ପ୍ରଥମ ମହାକାଶ ମିଶନ ଗଗ୍ନାୟନ ମିଶନ ଏବଂ ଏହାକୁ ନେଇ ଋଷିଆ ରେ ପ୍ରାଥମିକ ପର୍ଯାୟ ର ଟ୍ରେନିଂ ନେଇଛନ୍ତି । ୱଇଙ୍ଗ୍ କୋମାଣ୍ଡର ନିଖିଲ ରଥ । ଋଷିଆ ର ମହାକାଶ ଚାରୀ ଟେନିଂ ସେଣ୍ଟର ରେ ତାଙ୍କର ପ୍ରଥମ ତାଲିମ୍ ସେଷ ହୋଇଛି । ଏହି ଗଗ୍ନାୟନ ମିଶନ ପାଇଁ ଇଶ୍ରୋ ପକ୍ଷ ରୁ ପ୍ରଥମେ ସେପ୍ଟେମ୍ବର 2019 ରେ 255 ଜଣିଆ ତାଲିକା ପ୍ରସ୍ତୁତ ହୋଇ ଥିଲା ହେଲେ ତାହା ସେହି ସମୟ ରେ ସ୍ଥଗିତ ରହି ଥିବା ବେଳେ ବର୍ତମାନ ସମୟ ରେ ପୁଣି ଥରେ ପୁଣି ଥରେ ବଛା ଯିବାର ରହିଛି ।

gagganyan

ତେବେ ସେହି ଚୁଡାନ୍ତ ତାଲିକା ରେ ଉଇଁଙ୍ଗ୍ କୋମାଣ୍ଡର ନିଖିଲ୍ ଙ୍କୁ ବି ବଛା ଜାଇ ଥିବା ବେଳେ ଏବଂ ତାଙ୍କ ସହିତ ଏହି ମିଶନ ଗଗ୍ନାୟନ ରେ ଚାରି ଜଣ ସ୍ଥାନ ପାଇଛନ୍ତି । ବାୟୁ ସେନା ର ଉଇଁଙ୍ଗ୍ କୋମାଣ୍ଡର ନିଖିଲ୍ ଙ୍କ ଘର ବଲାଙ୍ଗୀର୍ ରେ 2003 ମସିହା ରେ ଭାରତୀୟ ବାୟୁ ସେନା ରେ ଯୋଗ ଦାନ କରି ଥିଲେ ।

ସେହି ପରି ଅନ୍ତ ରିକ୍ଷ ମିଶନ ଯିବା ରେ ସେ ହେଲେ ପ୍ରଥମ ଓଡ଼ିଆ ପାଇଲଟ୍ । ଆସନ୍ତା ବର୍ଷ ପ୍ରଥମ ତ୍ରୋୟମାସିକ ସୁଧା ଏହି ମହାକାଶ ଚାରୀ ଙ୍କ ସମସ୍ତ ଟ୍ରେନିଂ ସେଷ ହେବ । ସେହି ପରି ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଆସନ୍ତା 2022 ରେ ଗଗ୍ନାୟନ ମିଶନ ପାଇଁ ଇଶ୍ରୋ ର ପ୍ରସ୍ତୁତି ରହିଛି ।

gagganyann

7 ଦିନିଆ ମିଶନ ରେ ଏହି ଚାରି ଜଣ ମହାକାଶ କାରୀ ଯିବେ ପୂର୍ବ ରୁ ଆମେରିକା , ଋଷିଆ ଏବଂ ଚୀନ୍ , ଅନ୍ତରିକ୍ଷ କୁ ମହାକାଶ ଚାରୀ ଙ୍କୁ ପଠେଇ ସାରି ଥିବା ବେଳେ ଏହି କ୍ଷେତ୍ର ରେ ଭାରତ ର ମିଶନ ସଫଳ ହେଲେ । ଏହା ବିଶ୍ୱସ ଚତୁର୍ଥ ରାଷ୍ଟ୍ର ର ମାନ୍ୟତା ପାଇବ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *