ବାୟୁ ଓ ଅଜୀର୍ଣ୍ଣ ଭଳି ସମସ୍ୟା ୫ ମିନିଟରେ ଭଲ ହୋଇଯିବ ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାୟୁ ଦୋଷ ହେବା ଦ୍ୱାରା ଚର୍ମ , ଓଠ କାନ , ଗଣ୍ଠୀ ର ସୁସ୍କତା ଆଭ୍ୟନ୍ତରଣିୟ ସୁସ୍କତା ଫୁଲିବା ବା ଗ୍ୟାସ୍, କଷ୍ଟକାଠିନ୍ୟ ଓଜନ ହ୍ରାସ ମନ ରେ ଅସ୍ଥିରତା , ମୁଣ୍ଡ ବୁଲେଇବା , ଭିତ୍ତି ହୀନ ଅନୁଭବ କରିବା ଥଣ୍ଡା ଖରାପ ରକ୍ତ ସଞ୍ଚାଳନ , ମାଂସ ପେଶୀ ରେ ଦୁର୍ବଳତା ଆଜ୍ମା ବା ଅସ୍ତମା ସମସ୍ୟା ଅନୁଭବ ହୋଇ ଥାଏ । ସେହି ପରି ଅଜିନ୍ନ ହେବା ବି ଗୋଟିଏ ସାଧାରଣ ସମସ୍ୟା ଅଟେ । ଜାହା ଅନେକ ଲୋକ ମାନଙ୍କୁ ପ୍ରଭାବିତ କରେ । ହେଲେ ଅଧିକାଂଶ କ୍ଷେତ୍ର ଏହା ସାଧାରଣ ଏବଂ ବେଳେ ବେଳେ କଷ୍ଟ ଅନୁଭବ ହୋଇ ଥାଏ । ସେମିତି ରେ ବନ୍ଧୁଗଣ ଏହି ଠାରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ଉପଚାର ବିଷୟ ରେ କବିବୁ ଜାହା ଆପଣ ମାନଙ୍କ ଏହି ସମସ୍ୟା କୁ ସଂମ୍ପର୍ଣ୍ଣ ଭାବେ ଦୂର କରି ଦେବ ।juani

ତେବେ ବନ୍ଧୁଗଣ ଏହି ଚୁର୍ଣ୍ଣ କୁ ବନେଇବା ପାଇଁ ଆପଣ ମାନଙ୍କୁ ପ୍ରଥମେ 3 ଚାମଚ ଜୁଆଣୀ ଜରୁରୀ ଅଟେ । ଏବଂ ଏହା ପରେ ଆପଣ ମାନଙ୍କୁ ଜରୁରୀ ଅଟେ ଗୋଲ ମିରିଚ । ଏଠାରେ 20 ରୁ 30 ଟି ଗୋଲମରିଚ ହେଲେ ବି ଚଳଳିବ । ସେହି ପରି ଭାବେ ଏହା ପରେ ଜାହା ସାମଗ୍ରୀ ଦରକାର ହେବ ସୁଖିଲା ଅଦା ବା ସୁଣ୍ଠୀ । ସେହି ପରି ଆପଣ ମାନଙ୍କୁ ଆବଶ୍ୟକ ହେବ ପିମ୍ପଳୀ । ଏହା 3 ରୁ 4 ଟି ନେବେ । ସେହି ପରି ଆପଣ ମାନଙ୍କୁ 50 ଗ୍ରାମ୍ କଳାଲୁଣ ର ଆବଶ୍ୟକତା ରହିଛି । ଏବେ ଆପଣ ମାନେ ଏହି ସବୁ ସାମଗ୍ରୀ କୁ ସମ ପରିମାଣ ରେ ନେଇ କରୁ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ।salt

ତେବେ ଆପଣ ମାନଙ୍କ ଚୂର୍ଣ୍ଣ ସଂମ୍ପର୍ଣଅମ ଭାବେ ପ୍ରସ୍ତୁତ ଅଟେ ଏହାକୁ ସେବନ କରିବା ପାଇଁ ଆପଣ ମାନଙ୍କୁ ଏକ ଗ୍ଲାସ୍ ଉସମ ପାଣି ଆବଶ୍ୟକତା ରହିଛି । ଖାଇ ସାରିବା ର 1 ଘଣ୍ଟା ପରେ ଆପଣ ମାନେ ଏହି ଚୂର୍ଣ୍ଣ ର ଏକ ଚାମଚ ପାଣି ରେ ସେବନ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ଦେଖିବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଗ୍ୟାସ୍ ଜନିତ ସମସ୍ୟା ଆପଣ ମାନଙ୍କର ସଂମ୍ପର୍ଣ୍ଣ ଭାବେ ଦୂର ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *