କେବଳ ଗୋଟିଏ ପତ୍ରହିଁ ବହୁତ ଅଟେ ଆପଣଙ୍କ ଡାଇବେଟିସକୁ ଠିକ କରିବା ପାଇଁ |

paapyaaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ମେଡିସିନ୍ ଖାଇବା ପରେ ବି ଆପଣ ମାନଙ୍କ ଡାଇବେଟିସ୍ କୋଣ୍ଟ୍ରୋଲ ହେଉ ନାହିଁ । ସବୁ ପ୍ରକାରର ଉପାୟ କରିବା ପରେ ବି ଆପଣ ମାନଙ୍କ ମଧୁମେୟ ଠିକ୍ ହେଉ ନାହିଁ । ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ପତ୍ର ବିଷୟ ରେ କହିବୁ ଯଦି ଆପଣ ମାନେ ଏହି ପତ୍ର ରୁ ରସ ବାହାର କରି ଖାଇବେ ତେବେ ଆପଣ ମାନଙ୍କ ଡାଇବେଟିସ୍ ସଂମ୍ପର୍ଣ୍ଣ ଭାବେ ସେଷ ହୋଇ ଯିବ ।

paapyya

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ଏମୃତ ଭଣ୍ଡା ର ପତ୍ର ଡାଇବେଟିସ୍ ପାଇଁ ରାମବାଣ ଉପଚାର ଅଟେ । ଅଧିକାଂଶ ଲୋକ ମାନେ ଜାଣନ୍ତି କି ଏହି ଥିରୁ ଡେଙ୍ଗୁ ଜ୍ୱର ଭଲ ହୁଏ । ହେଲେ ଏହା ଡାଇବେଟିସ୍ ପାଇଁ ବି ବହୁତ ଭଲ ଏହା ଶରୀର କୁ ଗଲା ପରେ ଇନସୁଲିନ ଉତ୍ପାଦନ ବଢେଇ ଦିଏ । ଯଦି ଆପଣ ମାନଙ୍କ ଶରୀର ରେ ଇନସୁଲିସ୍ ଉତ୍ପାଦନ ବଢି ଯାଏ । ତେବେ ଆପଣ ମାନଙ୍କ ସୁଗାର ଲେବୁଲ୍ କମ୍ ହେବ ।

ଦୁଇ ରେ ଏହା ଆମ ଶରୀର ରେ ପେନକ୍ରିୟଜ୍ ରେ ଯେଉଁ ସବୁ କୋଷିକା ରହି ଥାଏ । ଏହାକୁ କ୍ଷୟ ହେବାରୁ ରକ୍ଷା କରେ । ଏମାନଙ୍କୁ ସମୟ ପୂର୍ବରୁ ମରିବାରୁ ରକ୍ଷା କରେ । ଯଦି ଶରୀର ରେ ଏହି ପେନକ୍ରିୟଜ୍ ଉତ୍ପାଦନ କମ୍ ହୁଏ । ତେବେ ଇନସୁଲିନ୍ ର ପ୍ରସ୍ତୁତ ହୋଇ ପାରେ ନାହିଁ । ଜାହା ଫଳ ରେ ଆପଣ ମାନଙ୍କ ଶରୀର ରେ ସୁଗାର ର ଲେବୁଲ ବଢିବାରେ ଲାଗିଥାଏ । ଏବଂ ଏହି ଅମୃତ ଭଣ୍ଡା ର ପତ୍ର ଏହି ପେନକ୍ରିଆଜ କୁ ଅତି ଶୀଘ୍ର ମରିବାରୁ ବଞ୍ଚେଇ ଥାଏ ।

papyaa

ସେହି ପରି ତୃତୀୟ କାମ ଏହା କରି ଥାଏ କି ଶରୀର ରେ ଇନଫ୍ଲାମେସନ୍ କୁ କମ୍ କରି ଥାଏ । ଆମ ଶରୀର ରେ ଇନଫ୍ଲାମେସନ୍ ଆରମ୍ଭ ହେଲେ ହିଁ ଡାଇବେଟିସ୍ ହେବାକୁ ଲାଗେ ହେଲେ ଏମିତି କ୍ଷେତ୍ର ରେ ଏହି ସବୁ କୁ ସଂମ୍ପର୍ଣ୍ଣ ଭାବେ କୋଣ୍ଟ୍ରଲ କରି ଥାଏ ଏହି ଅମୃତ ଭଣ୍ଡା ର ପତ୍ର । ଏହାର ସେବନ ପାଇଁ ଆପଣ ମାନେ ଏହି ପତ୍ର କୁ ନେଇ ଭଲ ଭାବେ ଧୋଇ ଛୋଟ କରି କାଟି ନିଅନ୍ତୁ । ଏବଂ ପରେ ଗ୍ରାଇଣ୍ଡର ରେ ଏକ ଲିଟର ପାଣି ଦେଇ ଏହାକୁ ସଂମ୍ପର୍ଣ୍ଣ ଭାବେ ଗ୍ରାଇଣ୍ଡ କରନ୍ତୁ । ଏବେ ଆପଣ ମାନେ ଏହାକୁ ଗୋଟିଏ ପାତତ୍ର କୁ ଛାଣି ନେଇ ଏହାର ସେବନ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *