ତେଲୁଗୁ ସିନେମାରେ ଅଭିନୟ କରିବେ ଓଡ଼ିଆ ଅଭିନେତ୍ରୀ ତମନ୍ନା ||

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆଜି କହିବୁ ତମନ୍ନା ବସୟରେ । ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ତେଲୁଗୁ ସିନେମାରେ ଅଭିନୟ କରିବେ । ନୂଆ ଏକ୍ଟରେ ତମନ୍ନା ବ୍ୟାସ ଖୁବ୍ ଶିଘ୍ର ଏକ ତେଲୁଗୁ ଫିଲ୍ମୀରେ ଦେଖିବାକୁ ମିଳିବେ । ତେବେ ନିକଟରେ ଏକ ଫିଲ୍ମୀର ଶୁଭ ମୃହତ ସେସ ହୋଇଛି । ଏହି ଫିଲ୍ମୀର ନାମ ରହିଛି ହେଶୁଭମୂଲ କାଲୁରୁନିକୁ । ଫିଲ୍ମୀର ମେଲ୍ ଏଡେ ଭାବେ ଦେଖିବାକୁ ମିଳିବେ ବିଜୟ ରାଜା । ବିଜୟ ରାଜା କ୍ଷାତି ନାମ କଳାକାର ସିବାଜି ରାଜାଙ୍କ ପୁଅ ।taman

ରାମସ୍ ରାଥର ଏହିଁ ଫିଲ୍ମୀରେ ର୍ନିଦେସନା ଦେଉଛନ୍ତି । ଜୟ ଦୃଗା ମଲ୍ଟି ମିଡିଆ ବେନରରେ ନ୍ରିମାଣ ଦୀନ ଏହିଁ ଛବିର ସୁଟିଂ ଖୁବୁ ଶିଘ୍ର ଆରମ୍ଭ ହେବାକୁ ଯାଉଛି । ସଚନା ଯଗ୍ୟ ତମନ୍ନା ଏହା ପୃବରୁ ବହୁତ ଗୋଡାଏ ଓଡିଆ ଫିଲ୍ମୀ କରିଛନ୍ତି । ସେ ଗୁଡିକ ହେଲା ନିଝୁମ୍ ରାତିର ସାଥୀ , ବାଲ୍କମେଲ , ପ୍ରେମ୍ କମାର , ପ୍ରେମ ତର ନଟି ନଟି , ଗୋଲ ମାଲ ଲଭ ଆଦି ଚଳଚିତ୍ର ସହ ଚମ୍ବକ ଉଏବେ ସିରିଜ୍ ଅଭିନୟ କରିଛନ୍ତି । ଓ ଅଲିଉଡ୍ ଭଳି ତେଲୁଗୁ ଫିଲ୍ମୀ ମଧ୍ୟ ଜୁର୍ ନାଆ କରିବାକୁ ଲକ୍ଷ ରଖିଛନ୍ତି ତାମନ୍ନା ।tamanna

ତେବେ ତେଲୁଗୁ ଫିଲ୍ମୀରେ ତମନ୍ନାଙ୍କ ପ୍ରଦାପ୍ରଣ ଓ ତାଙ୍କ ସେଠାକାର ଦ୍ରଶକ କେତେ ଗ୍ରହଣ କରୁଚନ୍ତି ଦେଖିବାକୁ ବାକି ରହିଲା । ତେବେ ଅଲିଉଡ୍ ଏକର୍ଟେସ ତମନ୍ନାଙ୍କ ଆପଣ ମାନେ କେତେ ମାତ୍ରାରେ ଭଲ ପାଉଥିଲେ ତେବେ ଆପଣ ମାନେ ଆମକୁ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *