ସୁଶାନ୍ତଙ୍କ ଗାର୍ଲଫ୍ରେନ୍ଡ ରିଆ ଚକ୍ରବର୍ତୀଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ ।

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଆମେ ଆଜି ଚର୍ଚ୍ଚା କରିବା ସୁସାନ୍ତ ସିହଂ ରାଜ ପୁତ୍ ଙ୍କ ଗାର୍ଳ ଫ୍ରେଣ୍ଡ ରିଆ ଚକ୍ର ବର୍ତି ଙ୍କ ବିଷୟ ରେ ସେମିତି ରେ ବର୍ତମାନ ସମୟ ରେ ସାରା ଭାରତ ରେ କେବଳ ତାଙ୍କକର ବିଷୟ ରେ ଚର୍ଚ୍ଚା ହେଉଛି । ସେମିତି ରେ ଆମେ ଆପଣ ମାନଙ୍କୁ ଏଠାରେ କହିବୁ କି ସୁସାନ୍ତ ସିହଂ ଙ୍କ ସହିତ ତାଙ୍କର ପ୍ରେମମ ସଂମ୍ପର୍କ କେମିତି ଆରମ୍ଭ ହୋଇ ଥିଲା । ତାଙ୍କର ଲାଇଫ୍ ଷ୍ଚାଇଲ୍ ଏବଂ ତାଙ୍କର ମୋର୍ଟ ସଂମ୍ପତୀ କେତେ ଘର ଗାଡି ଏବଂ ସେ କେମିତି ଭାବେ ବଲିଉଡ ରେ ଏଣ୍ଟୀ କରି ଥିଲେ ସେହି ସବୁ ବିଷୟ ରେ ଏଠାରେ ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କିି ରିଆ ତକ୍ରବର୍ତ୍ତି ଙ୍କ ଜନ୍ମ ହୋଇ ଥିଲା ବେଙ୍ଗାଲୋର ର ଗୋଟିଏ ବେଙ୍ଗାଲୀ ପରିବାର ରେ ତାଙ୍କର ବାପା ଜଣେ ଆର୍ମି ଅଫିସର ରହି ଥିଲେ । ଏବଂ ପରେ ସେ 2013 ମସିହା ରେ ବଲିଉଡ ଫିଲ୍ମ ରେ ପାଦ ଦେଇ ଥିଲେ ।rhea

ତାଙ୍କର ପ୍ରଥମ ଫିଲ୍ମ ଥିଲା ମେରେ ଡାଡ୍ କି ମାରୁତି । ହେଲେ ଆଜି ଯାଏ ତାଙ୍କର ଗୋଟିଏ ବି ଫିଲ୍ମ ସୁପର ହିଟ୍ ହୋଇ ନାହିଁ । ସେ ଆହୁରୀ ବି ଫିଲ୍ମ କରିଛନ୍ତି । ହାଫ୍ ଗାର୍ଲ ଫ୍ରେଣ୍ଡ , ଜେଲେବୀ , ସୋନାଲୀ କେବୁଲ । ହେଲେ ତାଙ୍କର କୈଣସି ବି ଫଇଲ୍ମ କୁ ବଲିଉଡ ରେ ସଫଳତା ମିଳି ନାହିଁ । ଏବଂ 2019 ମସିହା ର ଆରମ୍ଭ ରେ ତାଙ୍କର ସୁସାନ୍ତ ସିହଂଙ୍କ ସହିତ ଗୋଟିଏ ପାର୍ଟି ରେ ଦେଖା ହୋଇ ଥିଲା । ଏବଂ ପର ଠାରୁ ସେ ସୁସାନ୍ତ ସିହଂ ଙ୍କ ସହିତ ଏକ ବର୍ଷ ଯାଏ ଡେଟିଂ କରିଛନ୍ତି । ଏବଂ ତାଙ୍କ ସହିତ ମୁମ୍ବାଇ ରେ ଗୋଟିଏ ଫ୍ଲାଟ୍ ରେ ସେ ରହି ଆସୁ ଥିଲେ । ହେଲେ ସୁସାନ୍ତ ଙ୍କ ମୃତ୍ୟୁ ର ଏକ ସପ୍ତାହ ପୂର୍ବ ରୁ ସେ ବ୍ରେକପ୍ କରି ଦେଇ ଥିଲେ । ଏବଂ ବର୍ତମାନ ସମୟ ରେ ତାଙ୍କ ବିପକ୍ଷ ରେ 10 ଟି କେସ୍ ରୁଜୁ ହୋଇଛି ।rhea

ଏବଂ ଏମିତି ବି କୁହା ଯାଉଛି କି ସୁସାନ୍ତ ସିହଂ ଙ୍କ ପାଖା ପାଖି 15 କୋଟି ଟଙ୍କା ସେ ଗାୟେବ୍ କରି ଦେଇଛନ୍ତି । ବର୍ତମାନ ସମୟ ରେ ତାଙ୍କୁ 28 ବର୍ଷ ବୟସ ହୋଇ ଥିବା ବେଳେ ତାଙ୍କର ମୁମ୍ବାଇ ପର୍ସସିନଲ ଏକ ଫ୍ଲାଟ୍ ରହିଛି । ଏବଂ ତାଙ୍କ ପାଖରେ ଗୋଟିଏ ଲଗ୍ଜୋରୀ କାର ବି ରହିଛି । ସେ ଗୋଟିଏ ଫିଲ୍ମ କରିବା ପାଇଁ 2 କୋଟି ଟଙ୍କା ନେଇ ଥାନ୍ତି । ଏବଂ ତାଙ୍କର ବର୍ତମାନ ସମୟ ର ମୋର୍ଟ ସଂମ୍ପତୀ ହେଲା 16 କୋଟି ଟଙ୍କା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *