ଆପଣ ମାନେ ଜାଣିଥିବେ IAS,IPS,IFS ଏମିତି କିଛି ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ପଚାରାଯାଏ। ପ୍ରଶ୍ନ ଟି ଶୁଣିବା ପେର ଆପଣ ତାହାକୁ ନକରତ୍ମାକ ଦିଗକୁ ଆଡକୁ ଅଗ୍ରସର ହେବେ ନାହିଁ କାରଣ ପ୍ରଶ୍ନର ଉତ୍ତର ବହୁତ ସରଳିଆ ଆପଣ ଖାଳି ଟିକେ ମାଇଣ୍ଡ ଖଟିଲେ ଏହାର ଉତ୍ତର ମଜାଳିଆ ହେବ ।
ଯେକୈଣସି ପ୍ରାଇଭେଟ୍ କାର୍ଯ୍ୟ ହେଉ କିମ୍ବା ଗଭରର୍ମେଣ୍ଟ କାର୍ଯ୍ୟ ହେଉ ସବୁ ସ୍ଥାନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଇଣ୍ଟରଭିୟୁ ମାଧ୍ୟମରେ ଆମ ମାନଙ୍କୁ ପଚରା ଯାଇଥାଏ। ଏହି ବିଷୟରେ ଆପଣ ମାନେ ତ ଭଲ ଭାବେ ଜାଣିଥିବେ।ଇଣ୍ଟରଭିୟୁ ସମୟରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ , ଯାହାର ଉତ୍ତର ଆମ ପାଖରେ ନଥାଏ। ସେମିତିରେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହାର ଉତ୍ତର ବହୁତ୍ କମ୍ ଲୋକ ମାନେ ଜାଣନ୍ତି। ଏହା ଆପଣ ମାନଙ୍କୁ କହିବାର ଅର୍ଥ ହେଉଛି କି ଏହି ଭଳି କିଛି ପ୍ରଶ୍ନ ଆଇଏସ୍ ଭଳି ବଡ଼ ବଡ଼ ପରୀକ୍ଷା ରେ ଆସିଥାଏ।
ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଗୁଡିକୁ
ପ୍ରଶ୍ନ: ଆମର ପ୍ରଶ୍ନ ଟି ହେଉଛି, ଆମ ଶରୀରିର ରେ ଏମିତି କେଉଁ ଅଙ୍ଗ ରହିଛି ଜାହା ନିଆଁ ରେ ଜଳେଇବା ପରେ ବି ତାହା ଜଳି ନ ଥାଏ। ଏହାର ଅର୍ଥ ହେଉଛି କି ଆମ ଶରୀରରେ ଥିବା ଅଙ୍ଗ ମାନଙ୍କ ମଧ୍ୟରୁ କେମିତି କେଉଁ ଅଙ୍ଗ ଟି ଯାହା ଜଳାଇବା ପରେ ବି ଭଷ୍ମ ହୁଏ ନାହିଁ ? ଏହାର ଉତ୍ତର ଆସନ୍ତୁ ଜାଣିବା।
ଉତ୍ତର : ଏହାର ଉତ୍ତର ଦେବା ପୂର୍ବରୁ ଆମେ ଆପଣ ମାନଙ୍କୁ ଜଣାଇବୁ ଚାହୁଁଛୁ ଯେ ଏହି ପ୍ରଶ୍ନ ର ଉତ୍ତର ଆପଣ ମାନଙ୍କୁ ଭଲ ଭାବେ ଜଣା ଥିବ। ତଥାପି ଆମେ ଆପଣ ମାନଙ୍କୁ ଜଣାଇବୁ ଯେ ଏହାର ଉତ୍ତର ଆମ ଶରୀରରେ ଥିବା ନାହି। ଆମ ଶରୀରରେ ଥିବା ନାହି ନିଆଁ ରେ ଜଳି ପାରେ ନାହିଁ।
ପ୍ରଶ୍ନ – ବିଶ୍ଵର ସବୁଠାରୁ ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହାର କେଉଁ ଦେଶର ରହିଛି? ଉତ୍ତର -(USA) ଆମେରିକା
ପ୍ରଶ୍ନ – ଗୋଟିଏ ଝିଅ ସାଲ୍ଵାର ତଳେ କଣ ପିନ୍ଧି ଥାଏ ? ଉତ୍ତର- ହିଲ୍ ବା ଜୋତା
ପ୍ରଶ୍ନ – ଭାରତର ପିଙ୍କ୍ ସିଟି କାହାକୁ କୁହାଯାଏ? ଉତ୍ତର -ଜୟପୁର କୁ ଭାରତର ପିଙ୍କ୍ ସିଟି କୁହାଯାଏ।
ପ୍ରଶ୍ନ ୫- କେଉଁ ଜିନିଷ ଅଛି ଯାହା ପୁଅମାନଙ୍କର ଲମ୍ବା ଓ ଝିଅ ମାନଙ୍କର ଗୋଲ ହୋଇଥାଏ ? ଉତ୍ତର- ମଥାର ତିଳକ, ଯାହା ପୁଅ ମାନଙ୍କର ଲମ୍ବା ହୋଇଥାଏ ଓ ଝିଅ ମାନଙ୍କର ଗୋଲ୍ ହୋଇଥାଏ।ଏହି ଉତ୍ତର ଦେଲା ପରେ ଯୁବତୀ ଜଣଙ୍କ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆପଣ ପ୍ରଶ୍ନ ର ସକାରାତ୍ମକ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ଏହି ଭଳି ମଜାଦାର ପ୍ରଶ୍ନ ପଢିବା ପାଇଁ ଲାଇକ ଅଫସନରେ କ୍ଲିକ କରିନ୍ତୁ