ବଡ ଖବର- ଗରିବ ଦଶମ ଶ୍ରେଣୀ ପିଲା ମାନଙ୍କୁ ମାଗଣା ମୋବାଇଲ ଫୋନ ଦେବେ ଓଡିଆ ଅଭିନେତା ସାବ୍ୟାସାଚି ମିଶ୍ର । ।

phone

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ଏକ ଖୁସୀ ଖବର ଓଲିଉଡ ର ସପର ଷ୍ଟାର ସବ୍ୟସଚୀ ମିଶ୍ର ଓଡ଼ିଶା ର ଗରିବ ମାନଙ୍କୁ ସ୍ମାର୍ଟ ପୋନ୍ ଜଗେଇ ଦେବେ । ୟେଉଁ ଗରିବ ପିଲା ମାନେ ସ୍ମାର୍ଟ ଫୋନ୍ ଅଭାବ ରୁ ପାଠ ପଢି ପାରୁ ନାହାଁନ୍ତି ସେମାନଙ୍କୁ ସେ ସ୍ମାର୍ଟ ଫୋନ୍ ଜଗେଇ ଦେବେ । ଯଦି ଆପଣ ମାନେ ସ୍ମାର୍ଟ ଫୋନ୍ ଅଭାବ ରୁ ପାଠ ପଢି ପାରୁ ନାହାଁନ୍ତି ତେବ ଆପଣ ମାନେ ସବ୍ୟସଚୀୀ ଙ୍କୁ କଣ୍ଟାକ୍ଟ କରି ପାରିବେ । ସେ ଆପଣ ମାନଙ୍କୁ ଏହି ସ୍ମାର୍ଟ ଫୋନ୍ ଯୋଗେଇ ଦେବେ । ସେମିତି ରେ ଗତ କାଲି ସବ୍ୟସଚୀ ଗୋଟିଏ ଇଣ୍ଟର୍ଭିୟୁ ରେ କହିଛନ୍ତି ଯେଉଁ ପିଲା ମାନେ ସ୍ମାର୍ଟ ଫୋନ୍ ଅଭା ରୁ ଅନ୍ ଲାଇନ୍ ରେ ପାଠ ପଢିବା ପାଇଁ ଇଚ୍ଛା କରୁ ନାହାଁନ୍ତି ସେ ସେମାନଙ୍କୁ ସ୍ମାର୍ଟ ଫୋନ୍ ୟୋଗେଇ ଦେବେ ।sabyasachi

ଜାହା ଫଳ ରେ ସେମାନେ ପାଠ ପଢି ପାରିିବେ । ସେହି ପରି ସେ ଏହି କଥା କହିଛନ୍ତି କି ସେ ଗୋଟିଏ ମୋବାଇଲ କମ୍ପାନୀ ସହିତ କଥା ହୋଇଛନ୍ତି । ସେହି ସ୍ମାର୍ଟ ଫୋନ୍ କମ୍ପାନୀ ମାନେ କମ୍ ଦାମ୍ ରେ ସ୍ମାର୍ଟ ଫୋନ ଯୋଗେଇ ଦେବେ । ଏହା ଫଳ ରେ ଯେଉଁ ଗରିବ ପିଲା ମାନେ ସ୍ମାର୍ଟ ଫୋନ୍ ଅଭାବ ରୁ ପାଠ ପଢି ପାରୁ ନାହାଁନ୍ତି ସେମାନଙ୍କୁ ସବ୍ୟସଚୀ ସ୍ମାର୍ଟ ଫୋନ୍ ଯୋଗେଇ ଦେବେ । ସେହି ପରି ଭାବେ ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ସବ୍ୟସଚୀ ମିଶ୍ର ଓଡ଼ିଆ ପ୍ରବାଶୀ ମାନଙ୍କୁ ଘର କୁ ଫେରି ଆଣିବାରେ ବହୁତ ପରିମାଣ ରେ ସାହାଯ୍ୟ କରି ଥିଲେ ।sabyasachi mishra

ସେ ପାଖା ପାଖି ପାଞ୍ଚ ଲକ୍ଷ ଲୋକ ମାନଙ୍କୁ ଓଡ଼ିଶା ଫେରେଇ ଆଣିଛନ୍ତି । ଏବେ ପୁଣି ଯେଉଁ ପିଲା ମାନେ ସ୍ମାର୍ଟ ଫୋନ୍ ଅଭାବ ରୁ ପାଠ ପଢି ପାରୁ ନାହାଁନ୍ତି ସେମାନଙ୍କୁ ପାଠ ପଢିବା ପାଇଁ ସ୍ମାର୍ଟ ଫୋନ୍ ଯୋଗେଇ ଦେବେ ବୋଲି କହିଛନ୍ତି । ତେବେ ଏହିଥି ପାଇଁ ସେ ବହୁତ ପରିମାଣ ରେ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *