ଓଡ଼ିଆ ଅଭିନେତ୍ରୀ ମାନଙ୍କ ସ୍ୱାମୀ ବୟସ କେତେ ଜାଣି ଆଶ୍ଚର୍ଯ୍ୟ ହେବେ | ଝିଲିକଙ୍କ ସ୍ୱାମୀଙ୍କ ବୟସ ଏତେ ଅଧିକ

odia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ ଓଡ଼ିଆ ଅଭିନେତ୍ରୀ ମାନେ ଯେଉଁ ମାନେ ବାହା ହୋଇ ସାରିଲେଣୀ ସେମାନଙ୍କ ସ୍ୱାମୀ ମାନଙ୍କ ବୟସ ଏବଂ ତାଙ୍କର ବୟସ ସେମାନେ କେବେ ବାହା ହୋଇ ଥିଲେ । ଏବଂ ତାଙ୍କର ସ୍ୱାମୀ ମାନେ କଣ କରୁଛନ୍ତି । ସେହି ସବୁ ବିଷୟ ରେ ଆମେ ଏହି ଠାରେ କହିବା ପାଇଁ ଚାହିଁବୁ ।

ପ୍ରଥମେ ରହିଛନ୍ତି ରଚନା ବାନାର୍ଜି ଯିଏ କି ପ୍ରବାଲ ବୋସ ଙ୍କୁ ବିବାହ କରି ଥିଲେ 2007 ମସିହା ରେ ଏବଂ ତା ପୂର୍ବ ରୁ କିଛି ମିଡ଼ିଆ ସୂୂତ୍ର ରୁ କୁହା ଯାଏ କି ସେ 2004 ମସିହା ରେ ସିଦ୍ଧାନ୍ତ ଙ୍କୁ ବିବାହ କରି ଥିଲେ , ହେଲେ ଏହାର କୌଣସି ପ୍ରମାଣ ଆମ ପାଖେ ନାହିଁ । ବର୍ତମାନ ସମୟ ରେ ତାଙ୍କ ସ୍ୱାମୀ ପ୍ରବାଲ ବୋସ ଙ୍କ ବୟସ 50 ଏବଂ ରଚନା ଙ୍କ ବୟସ 45 ବର୍ଷ

rachana

ଦୁଇ ରେ ରହିଛନ୍ତି ବର୍ଷା ପ୍ରିୟ ଦର୍ଶନୀ 2014 ମସିହା ରେ ଅନୁଭବ ମହାନ୍ତି ଙ୍କୁ ବିବାହ କରି ଥିଲେ । ବର୍ତମାନ ସମୟରେ ବର୍ଷା ଙ୍କ ବୟସ ହେଲା 36 ଏବଂ ଅନୁଭବ ଙ୍କ ବୟସ ହେଲା 38 ବର୍ଷ । ଏହା ପରେ ରହିଛନ୍ତି ବାବୁସାନ ମହାନ୍ତି । ତାଙ୍କ ବୟସ ହେଲା 31 ବର୍ଷ ଏବଂ ତାଙ୍କ ସ୍ତ୍ରୀ ତୃପ୍ତି ସତପଥି ଙ୍କ ବୟସ ହେଲା 30 ବର୍ଷ ସେମାନେ 2014 ରେ କୋର୍ଟ ମ୍ୟରେଜ୍ କରି ନେଇ ଥିଲେ ।

anubhav

ଏହା ପରେ ରହିଛନ୍ତି ଅରବିନ୍ଦମ୍ ରୟ ତାଙ୍କ ସ୍ତ୍ରୀ ନାମ ହେଲା ଅନୁପା ଦାସ୍ 2016 ରେ ସେ ବିବାହ କରି ଥିଲେ । ଏବଂ ଅନୁପା ଦାସ୍ ହେଲେ ଶକ୍ତି ମନ୍ତ୍ରୀ ପ୍ରଣବ୍ ପ୍ରକାଶ ଦାସ୍ ଙ୍କ ଭଉଣୀ ଏବଂ ବର୍ତମାନ ସମୟରେ ଅରବିନ୍ଦମ୍ ରୟ ଙ୍କ ବୟସ ହେଲା 36 ବର୍ଷ ଏବଂ ତାଙ୍କ ସ୍ତ୍ରୀ ଙ୍କ ବୟସ 31 ବର୍ଷ ।

arindomm

ଯଦି ଆମେ ବଙ୍ଗାଳୀ ଝିଅ ତଥା ଓଡିଶାର ବୋହୁ ଝିଲିକଙ୍କର କଥା କହିବା , ତେବେ ଝିଲିକ ଏହି ବର୍ଷ ବିଧାୟକ ପ୍ରତି ରଞ୍ଜନ ଘଡାଇକୁ ବିବାହ କରିଥିଲେ , ତେବେ ଝିଲିକଙ୍କର ବୟସ 26 ହୋଇଥିବା ବେଳେ ପ୍ରତି ରଞ୍ଜନଙ୍କ ବୟସ ପାଖା ପାଖି 35 ରୁ 40 ବର୍ଷ ହେବ , ତେବେ ଝିଲିକ ଓଡିଆ ବୋହୁ ରୁପେ ନିଜକୁ ଗର୍ବ କରିଥାନ୍ତି ,

jhillikk

ଏବଂ ସେଷ ରେ ଆସନ୍ତୁ ଜାଣିବା ସିଦ୍ଧାନ୍ତ ମହାପାତ୍ର ଙ୍କ ବୟସ ବିଷୟରେ ଏବଂ ତାଙ୍କ ସ୍ତ୍ରୀ ଙ୍କ ବିଷୟରେ ତେବେ କାଙ୍କ ସ୍ତ୍ରୀ ଙ୍କ ନାମ ହେଲା ମାମା ମିଶ୍ର 2004 ମସିହା ରେ ସେ ମାମା ମିଶ୍ର ଙ୍କୁ ବିବାହ କରି ଥିଲେ । ଏବଂ ବର୍ତମାନ ସମୟରେ ସିଦ୍ଧାନ୍ତ ବୟସ ହେଲା 54 ବର୍ଷ ଏବଂ ସ୍ତ୍ରୀ ଙ୍କ ବୟସ ହେଲା 46 ବର୍ଷ ବୟସ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *