ନିଜ ଘରେ ଏହି କାରଣରୁ ପୁଜାର ଆୟୋଜନ କଲେ ହିରୋ ସବ୍ୟସଚୀ , ଦେଖନ୍ତୁ କାରଣ କଣ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ସବୁ ଖବର ବିଷୟ ରେ ତୁରନ୍ତ ଦେଇ ଥାଉ ତେବେ ଆପଣ ମାନଙ୍କୁ ଆମର କାର୍ଯ୍ୟ ଯଦି ଭଲ ଲାଗୁ ଥାଏ । ତେବେ ପ୍ରଥମେ ଆମକୁ ଉପରେ ଫୋଲ କରିବେ । ସେମିତି ରେ ଆମେ ଆଜି ଆପଣ ମାନଙ୍କ ପାଇଁ ଗୋଟିଏ ଭଲ ଖବର ନେଇ କରି ଆସିଛୁ । ନିଜ ଘରେ ପୂଜା ର ଆୟୋଜନ କରିଲେ ଓଲିଉଡ ର ସୁପର ଷ୍ଟାର ସବ୍ୟସଚୀ ମିଶ୍ର । ତେବେ ଏହି ପୂଜା କରିବାର ସଂମ୍ପର୍ଣ୍ଣ କାରଣ ବିଷୟରେ ଆପଣ ମାନଙ୍କୁ କହିବୁ ।

sabyyya

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଗତ 4 ତାରିଖ ଦିନ ଥିଲା ରାମ ମନ୍ଦିର ର ଭୂମି ପୂଜନ ତେବେ ଏହି ଭୂମି ପୂଜନ ରେ ଓଲିଉଡ ର ସୁପର ଷ୍ଟାର ସବ୍ୟସଚୀ ମିଶ୍ର ନିଜ ଘରେ ରାମ ଙ୍କର ପୂଜା କରିଛନ୍ତି । ଏବଂ କଳସ ମଧ୍ୟ ବସେଇଛନ୍ତି । ସେହି ପରି ବେଳେ ସବ୍ୟସଚୀ ଙ୍କ ସହିତ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଷନୀ ମଧ୍ୟ ନିଜ ଘରେ ପୂଜାର ଆୟୋଜନ କରି ଥିଲେ । ତେବେ ଆପଣ ମାନେ ଫୋଟ ରେ ଦେଖି ପାରୁ ଥିବେ ସେମାନେ କେମିତି ଭାବେ ମନ୍ଦିର ଆସି ପୂଜା କରି ଛନ୍ତି । ହେଲେ ସବ୍ୟସଚୀ ମିଶ୍ର ନିଜ ଘରେ ହିଁ କଳସ ବସେଇ ପୂଜା କରି ଥିବାର ଦେଖିବା ପାଇଁ ମିଳିଥିଲେ

 

View this post on Instagram

 

Jay Shri Ram 🙏 From my grand parent’s Home 🙏

A post shared by SABYASACHI MISHRA (@sabyasachi_actor) on

ତେବେ ଏହି ସବୁ ର ଫୋଟ ଏବେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯେଉଁ ଥିରେ ସବ୍ୟ ନିଜ ଘରେ ଘଟ ସାମ୍ନା ରେ ବସି ଠାକୁର ଙ୍କୁ ପାର୍ଥନା ମଧ୍ୟ କରୁଛନ୍ତି । ସେହି ପରି ଆପଣ ମାନେ ଏହି ବିଷୟ ରେ ଜାଣି ଥିବେ ମାନ୍ୟବର ପ୍ରଧାନ ମନ୍ତ୍ରୀ ବି ଅୟୋଦ୍ଧ୍ୟା ର ଭୂୂମି ପୂଜନ ରେ ଯୋଗଦାନ କରିଛନ୍ତି ଏବଂ ସେ ଭୂମି ପୂଜନ କରୁଛନ୍ତି । ଅଯୋଦ୍ଧ୍ୟା ର ଏହି ପୂଜା ଟି ଗତ 4 ତାରିଖ ଦିନ ରେ ଅନୁଷ୍ଟିତ ହୋଇ ଥିବା ବେଳେ ଏହା ବର୍ତମାନ ସମୟ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *