ନରେନ୍ଦ୍ର ମୋଦିଙ୍କ କାର କେତେ କୋଟିର ଜାଣି ଆଶ୍ଚର୍ଯ୍ୟ ହେବେ | ବାପରେ ଏତେ ଶକ୍ତିଶାଳୀ

car5

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମନଙ୍କୁ ନିଶ୍ଚିତ ଭାବେ ଇଚ୍ଛା ହେଉ ଥିବ କି ଆମ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଖରେ କେଟୋଟି କାର ରହିଛି ଏବଂ ସେହି କାର ର ନାମ କଣ ଏବଂ ସେହି ସବୁ କୁ କେତେ ଟଙ୍କା ରେ କିଣା ଜାଇଛି ସେହି ବିଷୟ ରେ ନିଶ୍ଚିତ ଭାବେ ଜାଣିବା ପାଇଁ ଇଚ୍ଛା ହେଉ ଥିବ ତେବେ ଆମେ ଆପଣ ମାନଙ୍କୁ ସେହି ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତଥା ସେହି କାର ରେ ଏମିତି କଣ ରହିଛି ଯେଉଁ ଥିରେ କି ପ୍ରଧାନ ମନ୍ତ୍ରୀ ନିଜେ ବସୁଛନ୍ତି ।

car

ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଆମ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଖରେ 3 ଗୋଟି କାର ରହିଛି । ଗୋଟିଏ ହେଲା BMW 7 ସିରିଜ୍ ଏବଂ ଆଉ ଗୋଟିଏ ରେଞ୍ ରୋବର । ଏବଂ ଆଉ ଗୋଟିଏ ହେଲା ଟୟଟା ବ୍ରାଣ୍ଡ କମ୍ପାନୀ ର । ଆଉ ଏହି ବ୍ରାଣ୍ଡ ର ମାର୍କେଟ୍ ରେ କେବେ ବି ମିଳେ ନାହିଁ । ଏହା କଷ୍ଟମ୍ ମେଡ୍ ଥାଏ । ତେବେ ତାଙ୍କର ପ୍ରଥମ କାର୍ ଆର୍ ଟୟଟା ଲେଣ୍ଡ କୃଜର୍ ବିଷୟ ରେ କହିବା ତେବେ ଏହାର ଦାମ୍ ହେଲା 3 କୋଟି ଟଙ୍କା ଏବଂ ଏହି ଥିରେ ଉପରେ ବା ତଳେ ପଟେ ବମ୍ ମାଡ ହେଲେ ବି କିଛି ହୋଇ ନ ଥାଏ ।

car2

ଏହା 200 କିଲୋମିଟର ଗତି ହାସଲ କରି ପାରିବ । ଏବଂ ଏହି କାର କୁ କେବଳ ଜାପାନ୍ ରେ ସ୍ପେସିଆଲି ତିଆରି କରା ଜାଇ ଥିଲା । ସେହି ପରି ତାଙ୍କର ଦ୍ୱତୀୟ କାର ଟି ହେଲା ଆର୍ମ ରେଞ୍ ରୋବର ଭେଗ୍ । ଏବଂ ଏହାର ଦାମ୍ ହେଲା 4 କୋଟି ଟଙ୍କା ଏହାକୁ ଇଂଲଣ୍ଡ ରେ ତିଆରି ହୋଇଛି ଏହା ସଂମ୍ପର୍ଣ୍ଣ ବୁଲେଟ୍ ଏବଂ ବାଲାଷ୍ଟିକ୍ ପ୍ରୁଫ୍ ରହିଛି ।

car3

ସେହି ପରି ତିିନି ରେ ରହିଛି BMW 7 ସିରିଜ୍ ଏହାର ମୂଲ୍ୟ ହେଲା 3 କୋଟି ଟଙ୍କା ଏବଂ ଏହି କାର ରେ ସ୍ପେସିଆଲ ସେନ୍ସର ଲାଗିଛି ଯେଉଁ ଥିରେ ଯେତେ ସବୁ ବମ୍ ଏବଂ ମିଶାଇଲ୍ କୁ ଡିଟେକ୍ଟ କରି ପାରିବ । ଏବଂ ଏହା ଏତେ ପାୱର ଫୁଲ୍ କୁ ମିଶାଇଲ୍ ମାଡ ରୁ ଏହା ବର୍ତି ଯିବ । ଏବଂ ଏହା 260 କିଲୋମିଟର ପ୍ରତି ଘଣ୍ଟା ଗତି ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *