ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ର ସରକାର ଙ୍କ ବଡ ଘୋଷଣା 44 ଲକ୍ଷ ଶ୍ରମୀକ ଙ୍କୁ ଏବେ ପ୍ରତି ମାସ ରେ ମିଳିବ 3 ହଜାର ଟଙ୍କା । ତେବେ ଏହି ଅର୍ଥ ରାଶି ଶ୍ରମୀକ ଙ୍କୁ ପେନସନ ଆକାର ରେ ଦିଆ ଯିବ । କେନ୍ଦ୍ର ସରକାର ଅସଙ୍ଗଠିତ କ୍ଷେତ୍ର ପାଇଁ ତିନୋଟି ପେନସନ ୟୋଜନା ନିକଟ ରେ ଆରମ୍ଭ କରି ଥିଲେ । ଯେଉଁ ଥିରେ କ଼ୃଷକ ବ୍ୟବସାୟୀ ଏବଂ ଶ୍ରମୀକ ଙ୍କୁ ଯୋଗ କରା ଜାଇଛି । ତେବେ ଅଣସଙ୍ଗଠିତ କ୍ଷେତ୍ର ରେ କାର୍ଯ୍ୟ କରୁ ଥିବା ଶ୍ରମୀକ ମାନଙ୍କ ପାଇଁ PM ମୋନ ଯୋଗୀ ମାନ ଧନ ଯୋଜନା ର ସୁଭାରମ୍ଭ କରା ଜାଇଛି । କେନ୍ଦ୍ର ସରକାର ଙ୍କ ଏହି ଯୋଜନା ରେ ସାମିଲ ହୋଇ ଥିବା ହିତାଧିକାରୀ ଙ୍କୁ 60 ବର୍ଷ ବୟସ ପୁରିବା କ୍ଷେଣଇ ମାସ କୁ 3 ହଜାର ଟଙ୍କା ଦିଆ ଯିବ । ଠିକ୍ ସେହି ପରି ଭାବେ ଏହି ସମୟ ରେ ଦୁର୍ଭାଗ୍ୟ ବଶତ ତାଙ୍କତ ମୃତ୍ୟୁ ହୋଇ ଯାଏ ।
ତେବେ ତାଙ୍କ ପରିବାର ଲୋକ ଙ୍କୁ ବି ପେନସନ୍ ମିଳିବ । ହେଲେ ସଙ୍ଗଠିକ କ୍ଷେତ୍ର ରେ କାମ କରୁ ଥିବା ବ୍ୟକ୍ତି ବା କର୍ମି ଯେଉଁ ମାନେ ବି EPFO ନେସନାଲ ପେନସନ ସ୍କିମ୍ ବା ରାଜ୍ୟ କର୍ମ ଚାରୀ ବିମା ନିଗମ ତଥା ଆୟକର ଆଦି ଭରୁ ଥିବେ ତେବେ ସେହି ମାନେ ଏହି ଯୋଜନା ର ଲାଭ ଉଠେଇ ପାରିବେ ନାହିଁ । କେବଳ 15 ହଜାର ଟଙ୍କା କୁ କମ୍ ବେତନ ପାଉ ଥିବା ବ୍ୟକ୍ତି ହିଁ କେନ୍ଦ୍ର ସରକାର ଙ୍କ ଏହି ଯୋଜନା ର ଲାଭ ଉଠେଇ ପାରିବ । ସେହି ପରି ଏହି ୟୋଜନା ରେ ସାଧାରଣ ଦୋକାନୀ .ଡ୍ରାଇଭର , ପ୍ଲମ୍ବର , ଦରଜୀ , ମେଡ୍ , ମିଡେ ମିଲ୍ଲ ୱାର୍କର ରିକ୍ସା ଚାଳକ , ଘର ନିର୍ମାଣ କରୁ ଥିବା ବ୍ୟକ୍ତି , ଯୋଗାଡିଆ , ଅଳିଆ ଗୋଟାଳୀ , ବିଡି ତିଆରି ବାଲା , ଦିନ ମଜୁରିଆ , ମୋଚୀ ଏବଂ ଧୋବା ଆଦି ଲୋକ ମାନେ ଏହି ସ୍କିମ୍ ର ଲାଭ ଉଠେଇ ପାରିବେ ।
ସେହି ପରି ଏଠାରେ ଆପଣ ମାନଙ୍କୁ କିସ୍ତି ବୟସ ହିସାବ ରେ ହିଁ ଯୋଗଦାନ ରାଶି ର ଫରକ୍ ରହିବ । ଯଦି କେହି 18 ବର୍ଷ ରୁ ହିଁ ଏହି ସ୍କିମ୍ ରେ ହାତ ଦିଅନ୍ତି ତେବେ ସେମାନଙ୍କୁ ମାସିକ 55 ଟଙ୍କା ଦେବାକୁ ପଡିବ । ସେହି ପରି 29 ବର୍ଷ ର ଲୋକ ମାନଙ୍କୁ ମାସିକ 100 ଟଙ୍କା 40 ବର୍ଷ ର ବ୍ୟକ୍ତି ଙ୍କୁ 200 ଟଙ୍କା ପ୍ରତି ମାସ ଦେବାକୁ ପଡିବ । ତେବେ 18 ରୁ 40 ବର୍ଷ ବୟସ ର ରହି ଥିବା ଲୋକ ମାନେ ଏହି ମାନ ଧ ଯୋଜନା ର ଲାଭ ଉଠେଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।