ଚୀନକୁ ଚେତାବନୀ ଦେଲେ ମୋଦି | ଲାଲକୀଲାରୁ ମୋଦିଙ୍କ ରଣ ହୁଙ୍କାର ।

modi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 74 ତମ ସ୍ୱାଧୀନତା ଦିବସ ଅବରସରେ ଲାଲକୀଲାରୁ ମୋଦିଙ୍କ ରଣ ହୁଙ୍କାର । LOC ରୁ ନେଇ LAC ଯାଏ ଯିଏ ବି ଆମକୁ ଆଖି ଦେଖେଇଛି ଆମେ ତାକୁ ଉଚିତ ଜବାବ ଦେଇଛୁ । ଆମର ବୀର ଯବାନ କଣ କରିପାରନ୍ତି ଏହା ସାରା ଦୁନିଆ ଦେଖିଛି । ତେବେ ପ୍ରଧାନମନ୍ତ୍ରୀ ଲଲକୀଲାରୁ କହିଛନ୍ତି କି ଏତେ ସଙ୍କଟ ପରେ ମଧ୍ୟ ସୀମାରେ ଦେଶର ସମର୍ଥ୍ୟକୁ ଚେତାବନୀ ଦେବାକୁ ନିଚ ପ୍ରୟାସ କରାଯାଉଛି କିନ୍ତି LOCରୁ ନେଇ LAC ଯାଏ ଦେଶର ସାର୍ଭଭମତ ଉପରେ ଯିଏ କି ଆଖି ଉଠେଇଛି ଦେଶର ସେନାରେ ଆମର ବିର5 ଯବାନ ମନେ ସେହି ଭାଷାରେ ତାକୁ କଡା ଜବାବ ଦେଇଛନ୍ତି ଭାରତର ସାର୍ଭଭମୟତର ରକ୍ଷା ପାଇଁ ପୁରା ଦେଶ ଏବେ ଜୋସ ରେ ଅଛି। ସଂକଳ୍ପ ରେ ପ୍ରେରିତ ରହିଛି ଏବଂ ସାମର୍ଥ୍ୟ ଉପରେ ଅତୁଟ ଶ୍ରଦ୍ଧା ଦ୍ୱାରା ଆଗକୁ ବଢୁଛି । ଏହି ସଂକଳ୍ପ ପାଇଁ ଆମର ବୀର ଯବାନ କଣ କରିପାରିବେ ଦେଶ କଣ କରିପରେ ଏହା ଲାଧାଗ୍ରାଟେ ଦୁନିଆ ଦେଖି ନେଇଛି ।modi

ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି ମାତୃଭୂମି ପାଇଁ ବଳିଦାନ ଦେଇଥିବା ସେହିସବୁ ବୀର ଯବାନ ମାନଙ୍କୁ ଆଦରତ ପୂର୍ବକ ପ୍ରଣାମ କରୁଛି। ଆତଙ୍କ ବାଦୀ ହୋଉ ବା ସାମ୍ରାଜ୍ୟ ବାଦୀ । ଭାରତ ଆଜି ଏହାକୁ ଦୃଢ଼ ଭାବେ ମୁକାବିଲା କରୁଛି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ଭାରତର ଯେତିକି ଚେଷ୍ଟା ଶାନ୍ତି ଓ ସେତିକି ପ୍ରତି ବନ୍ଧତା ନିଜ ସୁରକ୍ଷା ପାଇଁ । ନିଜର ସେନାକୁ ମହଜୁଦ କରିବା ପାଇଁ କହିଛନ୍ତି ଭାରତ ଏବେ ପ୍ରତି ରକ୍ଷା ଉପରେ ଆତ୍ମା ନିବିରତ ପାଇଁ ପୁରା କ୍ଷମତା ରେ ଲାଗିପଡିଛି । ଦେଶର ସୁରକ୍ଷା ରେ ଆମର ବୋଡ଼ର୍ର ଓକୋଷ୍ଟଲ ଇଂସ୍କଟକ୍ଚର ର ମଧ୍ୟ ବହୁତ ବଡ଼ ବିଭୂମିକା ରହିଛି । ତେବେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ହୀମାଳାୟ ର ଶ୍ରୀସ ରେ ହଉ ବା ହିଂନ ମହାସାଗର ଦୀପ ।mudi

ଆଜି ଦେଶର ରୋଡ଼,ଇଣ୍ଟରନେଟ କୋନେକଟିଂ ର ଅଦ୍ଭୁତ ଦୃତ ଭାବେ ବିସ୍ତାର ହୋଇ ଚାଲିଛି । ଆଜି ଭାରତ ଅସାଧାରଣ ଉପରେ ଅସମ୍ଭବ କୁ ସମ୍ଭବ କରିଛି ଏହି ଇଚ୍ଛା ଶକ୍ତି ସହ ପ୍ରତେକ ଭରତୀୟଙ୍କୁ ବଢିବାକୁ ହେବ ।ବର୍ଷ 2022 ଆମ ସ୍ୱାଧୀନତା ର 75 ତମ ଆସିଯାଇଛି ସେମାନେ କହିଛନ୍ତି ଆମର ପୋଲିସ ଆମର ପ୍ରଶେଷ ଆମଅର ପ୍ରଡକ୍ଟ ସବୁ କିଛି ସର୍ବ ଶ୍ରେଷ୍ଠ ହେବ ଉଚିତ ତେବେ ଯାଇ ଆମ ଭାରତର ଶ୍ରେଷ୍ଠ ପରିକଳ୍ପନାକୁ ସାକାର କରିବା ବୋଲି ମୋଦୀ କହିଇଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *