ସରକାରଙ୍କ ଠୁ ମିଳିବ ମାସକୁ 3000 ଟଙ୍କା , ଜାଣନ୍ତୁ କେମିତି କରିବେ ଆବେଦନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 44 ଲକ୍ଷ ଶ୍ରମୀକ ଏବଂ କର୍ମଚାରୀ ମାନଙ୍କୁ ମିଳିବ ପ୍ରତି ମାସ 3 ହଜାର ଲେଖାଏ ପେନସନ୍ ଦେବେ କେନ୍ଦ୍ର ସରକାର । କେଉଁଠୀ ଏବଂ କିପରି କରିବେ ଆବେଦନ କେନ୍ଦ୍ର ସରକାର ଙ୍କ ବଡ ଘୋଷଣା ଅନୁସାରେ ପ୍ରତିମାସ ରେ ମୋଦି ତିନି ହଜାର ଟଙ୍କା ଦେବେ । ତେବେ କେନ୍ଦ୍ର ସରକାର ଙ୍କ ଏହି ଘୋଷଣା ରେ 44 ଲକ୍ଷ ଶ୍ରମୀକ ଏବଂ କର୍ମଚାରୀ ମାନେ ଉପକୃତ ହୋଇ ପରିବେ । ଏବଂ ସେମାନଙ୍କୁ ପ୍ରତି ମାସ ମିଳିବ 3 ହଜାର ଟଙ୍କା ।

modi

ଏହି ଅର୍ଥ ରାଶି ସେମାନଙ୍କୁ ପେନସନ ଆକାର ରେ ମିଳିବ । ଏହା ଅସଂଙ୍ଗଠିତ କ୍ଷେତ୍ର ପାଇଁ ଆରମ୍ଭ କରା ଜାଇ ଥିବା ଯୋଜନା ଅଟେ । ଏହି ଥିରେ କୃଷକ ଏବଂ ବ୍ୟବସାୟ ଙ୍କୁ ସାମିଲ୍ କରା ଜାଇ ଥିଲା । ତେବେ ଏହି ଥିରେ ଅଣସଂଙ୍ଗଠିତ କ୍ଷେତ୍ର ରେ କାମ କରୁ ଥିବା ଶ୍ରମିକ ତଥା କର୍ମଚାରୀ ମାନେ PM ଶ୍ରମ ଯୋଗୀ ମାନ ଧନ ଯୋଜନା ରେ ଅନ୍ତଭୂକ୍ତ କରା ଜାଇଛି । କେନ୍ଦ୍ର ସରକାର ଙ୍କ ଏହି ଯୋଜନା ରେ ସାମିଲ୍ ହୋଇ ଥିବା ହିତାଧିକାରୀ ଙ୍କୁ । 60ବର୍ଷ ପୁରିବା କ୍ଷେଣି ମାସିକ 3 ହଜାର ଲେଖାଏଁ ସେମାନଙ୍କୁ ମିଳିବ ।

ଏହି ୟୋଜନା ରେ ସାଧାରଣ ଦୋକାନୀ .ଡ୍ରାଇଭର , ପ୍ଲମ୍ବର , ଦରଜୀ , ମେଡ୍ , ମିଡେ ମିଲ୍ଲ ୱାର୍କର ରିକ୍ସା ଚାଳକ , ଘର ନିର୍ମାଣ କରୁ ଥିବା ବ୍ୟକ୍ତି , ଯୋଗାଡିଆ , ଅଳିଆ ଗୋଟାଳୀ , ବିଡି ତିଆରି ବାଲା , ଦିନ ମଜୁରିଆ , ମୋଚୀ ଏବଂ ଧୋବା ଆଦି ଲୋକ ମାନେ ଏହି ସ୍କିମ୍ ର ଲାଭ ଉଠେଇ ପାରିବେ । ସେହି ପରି ଏଠାରେ ଆପଣ ମାନଙ୍କୁ କିସ୍ତି ବୟସ ହିସାବ ରେ ହିଁ ଯୋଗଦାନ ରାଶି ର ଫରକ୍ ରହିବ ।

money

ଯଦି କେହି 18 ବର୍ଷ ରୁ ହିଁ ଏହି ସ୍କିମ୍ ରେ ହାତ ଦିଅନ୍ତି ତେବେ ସେମାନଙ୍କୁ ମାସିକ 55 ଟଙ୍କା ଦେବାକୁ ପଡିବ । ସେହି ପରି 29 ବର୍ଷ ର ଲୋକ ମାନଙ୍କୁ ମାସିକ 100 ଟଙ୍କା 40 ବର୍ଷ ର ବ୍ୟକ୍ତି ଙ୍କୁ 200 ଟଙ୍କା ପ୍ରତି ମାସ ଦେବାକୁ ପଡିବ । ତେବେ 18 ରୁ 40 ବର୍ଷ ବୟସ ର ରହି ଥିବା ଲୋକ ମାନେ ଏହି ମାନ ଧନ ଯୋଜନା ର ଲାଭ ଉଠେଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *