ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯତିଶ୍ର ଶାସ୍ତ୍ର ମତରେ ନାରୀମାନଙ୍କ ବାମ ଅଙ୍ଗରେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଯାଇଁ ବା ତିଳ ଚିହ୍ନ ଥିଲେ ସ୍ୱଭାଗ୍ୟ ଜନକ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଜାଣିବା ପୁରୁଷ ମାନଙ୍କର କେଉ ଅଙ୍ଗରେ କଳାଯାଇଁ ବା ତିଳ ଚିହ୍ନ ଥିଲେ ପୁରୁଷ ଧନି ଏବଂ ଅଶ୍ରଯ୍ୟ ଶାଳି ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ସର୍ମ୍ପୁନ ବିସୟ ବସ୍ତୁ । କୋଣସି ପୁରୁଷ ବାହୁରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ଶକ୍ତି ଶାଳି ବା କ୍ଷମତା ଶାଳି ହୋଇଥାନ୍ତି । କୋଣସି ପୁରୁଷ ପାପୁଲିରେ ତିଳ ଚିହ୍ନ ଥିଲେ ଉତ୍ତମ ହୋଇଥାନ୍ତି । ଏବଂ ପାପୁଲିର ପଛପଟେ ଥିଲେ ମଧ୍ୟ ସେହି ତିଳ ଚିହ୍ନ ଅତ୍ୟନ୍ତ ଶୁବ ହୋଇଥାଏ । ଏବଂ ସେହି ପୁଲୁସକୁ ସେ ଧନି କରାଇ ଥାଏ ।
ଯେଉ ପୁରୁଷ ଗଳାରେ ତିଳ ଚିହ୍ନ ଥାଏ ସେହି ପୁରୁଷ ଆରମ ଦାୟକ ଜୀବନ ଅତି ବାହିତ କରିଥାେ । କହୁଣି ଉପରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ ବିଦ୍ୱାନ୍ ହୋଇଥାନ୍ତି । ଏବଂ କ୍ଷମତା ଶିଳ ହୋଇଥାନ୍ତି । ଲଲାଟ ମଝିରେ ତିଳ ଚିହ୍ନ ଥିଲେ ଏବଂ ଭାଗ୍ୟଶାଳି ମଧ୍ୟ ହୋଇତାନ୍ତି । ମଥାର ଡାହାଣରେ ଥିଲେ ପୁରୁଷ ଶକ୍ତିଶାଳି ଏବଂ କ୍ଷମତା ଶାଳି ହୋଇଥାନ୍ତି । ଆଖିର ପତାରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ନିଜର ଜୀବନ ସାଥିକୁ ବହୁତ ଭଲ ପାଇଁତାନ୍ତି ଏବଂ ଆଦର ଯନ୍ତ କରିଥାନ୍ତି । ଯେଉ ମଣିଷର ଗାଲରେ ତିଳ ଚିହ୍ନ ଥାଏ ସେହି ପୁରୁଷ ଅତ୍ୟନ୍ତ ଧନଶାଳି ହୋଇଥାନ୍ତି ବା ସେହି ତିଳଚିହ୍ନ ଧନବାନ କରାଇ ଥାଏ ।
ଓଠରେ ତିଳଚିହ୍ନ ଥିଲେ କିମ୍ବା ଓଠର ଉପରେ ତିଳଚିହ୍ନ ଥିଲେ ସେହି ପୁରୁଷ ବହୁତ ସଚୁଟ୍ ହୋଇତାନ୍ତି ଏବଂ ଜୀବନରେ ବହୁତ ଅଗ୍ରବତୀ କରିଥାନ୍ତି । ନାକ ଉପରେ ତିଳଚିହ୍ନ ଥିଲେ ସେହି ପୁରୁଷ ବହୁତ ପ୍ରଭାବ ଶାଳି ହୋଇଥାନ୍ତି ଏବଂ ବହୁତ ସୁଖ ମଧ୍ୟ ପ୍ରାପ୍ତି କରିଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।