ବିବାହିତା ମହିଳାମାନେ ଏହିଦିନ ଧୁଅନ୍ତୁ ନାହିଁ ( ବାଳ ) – ଭୟଙ୍କର କଥା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମହିଳା ମାନେ କେବେ ବି ଏହି ଦିନ ମୁଣ୍ଡ ବାଳ କୁ ଧୁଅନ୍ତୁ ନାହିଁ । ଯଦି ମହିଳା ମାନେ ଏହି ଦିନ ମୁଣ୍ଡ ବାଳ କୁ ଧୋଇ ଥାନ୍ତି ତେବେ ପରିବାର ରେ ସଂଙ୍କଟ ଆସିବା ସହିତ । ସନ୍ତାନ ମାନଙ୍କ ଉପରେ ସେମାନଙ୍କର ଖରାପ ପ୍ରଭାବ ପଡେ । ଏହା ସହିତ ଆପଣ ମାନଙ୍କ ସ୍ୱାମୀ ଙ୍କୁ ମଧ୍ୟ ଅନେକ ସଂଙ୍କଚ ର ସାମ୍ନା କରିବା ପାଇଁ ପଡେ । ସେମିତି ରେ ଆଜିର ସମୟ ବି ଆମ ହିନ୍ଦୁ ଶାସ୍ତ୍ର ରେ କିଛି ମତ କୁ ବିଷେଶ ଭାବେ ମହତ୍ୱ ଦିଆ ଜାଇ ଥାଏ । ସେମିତି ବେଳେ ଏହି ପରି କରିବା ମହିଳା ମାନଙ୍କ ପାଇଁ ମୋଟେ ବି ଶୁଭ ନିୟ ହୋଇ ନ ଥାଏ । ତେବେ ଆଉ ଡେରୀ ନକରି ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ପ୍ରଥମ ବାର ଟି ହେଲା ବୁଧବାର ।

ଭୁଲ୍ ରେ ବି କୁଆଁରୀ କନ୍ୟା ମାନେ ମୁଣ୍ଡ ଧୋଇବା ଉଚିତ୍ ନୁହେଁ । ଏମିତି ହେଲେ ଶାସ୍ତ୍ର ଅନୁସାରେ ସେମାନଙ୍କ ଭାଈ ମାନଙ୍କ ଅନେକ ଛୋଟ ବଡ ସମସ୍ୟା ର ସାମ୍ନା କରିବା ପାଇଁ ପଡେ । ସେହିଥି ପାଇଁ କେବେ ବି କୁଆଁରୀ ଝିଅ ମାନେ ବୁଧବାର ଦିନ ମୁଣ୍ଡ ଦୋଇବା କଥା ନୁହେଁ । ସେହି ପରି ବନ୍ଧୁଗଣ ଗୁରୁବାର ଦିନ କୈଣସି ବି ବିବାହିତ ମହିଳା ମାନଙ୍କୁ ମୁଣ୍ଡ ର ବାଳ ଧୋଇବା ଅନୁଚିତ ହୋଇ ଥାଏ । ନଚେତ୍ ସେମାନଙ୍କ ସ୍ୱାମୀ ଙ୍କର ଆୟୁ କ୍ଷ୍ୟର୍ଣ୍ଣ ହେବାରେ ଲାଗି ଥାଏ । ଏବଂ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ବି ଦୂରେଇଇ ଜାଇ ଥାଏ । ଏହା ସହିତ ବନ୍ଧୁଗଣ ଗୁରୁବାର ଦିନ ନଖ କାଟିବା ବି ଭୁଲ ଅଟେ । ନଚେତ୍ ଟଙ୍କା ପଇସା ର ଅଭାବ ଦେଖିବା ପାଇଁ ମିଳେ । ସେହି ପରି ବନ୍ଧୁଗଣ ସୋମବାର ଦିନ ବି କେବେ ବି କୈଣସି ମହିଳା ମାନଙ୍କୁ ମୁଣ୍ଡ ଧୋଇବା କଥା ନୁହେଁ ।

କାରଣ ଏହାର ପ୍ରଭାବ ସେମାନଙ୍କ ସନ୍ତାନ ଉପରେ ପଡେ ତେବେ ସେମାନେ ବହୁତ ସବୁ ଅସୁବିଧା ର ସାମ୍ନା କରି ଥାନ୍ତି । ସେହିଥଇ ପାିଁ ବନ୍ଧୁଗଣ କେବେ ବି ସୋମବାର ଦିନ ଆପଣ ମାନେ ମୁଣ୍ଡ ର ବାଳ କୁ ଧୁଅନ୍ତୁ ନାହିଁ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପୀରି ଥିବେ କେଉଁ ବାର ରେ ମୁଣ୍ଡ ଧୋଇବା ଅନୁଚିତ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *