ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛିି କାମ ବିଷୟ ରେ କହିବୁ ଜାହାକୁ କେବେ ବି କରିବା କଥା ନୁହେଁ । ନଚେତ୍ ଭଗବାନ ବଜରଙ୍ଗବଲୀ ଆପଣ ମାନଙ୍କର ପାଖ ବି ମାଡିବେ ନାହିଁ । ଏବଂ ସେହି ମନୁଶ୍ୟ ଉପରେ ସେ ରିଷ୍ଟ ହୋଇ ଥାନ୍ତି । ଏହାର ପ୍ରଭାବ ଆମ ମାନଙ୍କ ଏବଂ ଆମ ମାନଙ୍କ ପରିବାର ଉପରେ ହିଁ ଦେଖିିବା ପାଇଁ ମିଳେ । ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ସେହି କଥା ବିଷୟ ରେ ।
ତେବେ ପ୍ରଥମେ ରହିଛି ବନ୍ଧୁଗଣ ଏହି କଥା କୁ ସବୁ ବେଳେ ମନେ ରଖିବେ କି ମଙ୍ଗଳବାର ଦିନ ଧନ କାହାକୁ ବି ଉଧାର ଦିଅନ୍ତୁ ନାହିଁ । କିମ୍ବା ଆପଣ ମାନେ କାହା ଠାରୁ ବି ଧନ ଉଧାର ନିଅନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଧନ ଉଧାର ଦେବା ଏବଂ ନେବା ସଠିକ୍ ହୋଇ ନ ଥାଏ । କାରଣ ଏମିତି କରିଲେ ଆପଣ ମାନଙ୍କ ଆର୍ଥିକ ସଂଙ୍କଟ ଦେଖିବା ପାଇଁ ମିଳେ । ଏହି ଦିନ ରେ ଆପଣ ମାନେ ପଇସା ନେବା ଏବଂ ଦେବା ଠାରୁ ସଂମ୍ପର୍ଣ୍ଣ ଭାବେ ନିବୃତ ରୁହନ୍ତୁ ।
ସେହି ପରି ଭାବେ ପ୍ରତ୍ୟେକ ମଙ୍ଗବାର ଦିନ ଆପଣ ମାନେ ସାତ୍ୱୀକ ରୁହନ୍ତୁ । ଏବଂ ଏହି ଦିନ ରେ ଆପଣ ମାନେ ପିଆଜ ରସୁଣ ଏବଂ ଆମିଷ ଠାରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରହିବା ଆବଶ୍ୟକ ଅଟେ । ଯଦି ଆପଣ ମାନେ ଏହି ଦିନ ରେ ସଂମ୍ପର୍ଣ୍ଣ ଭାବେ ସାତ୍ୱୀକ ରହି ଥାନ୍ତି ତେବେ ଆପଣ ମାନଙ୍କ ଉପରେ ଭଗବାନ ହନୁମାନ ଙ୍କ କୃପା ସବୁ ସମୟ ରେ ଲାଗି ରହିବ । ଏବଂ କୈଣସି ବି କାମ କୁ ପୂରଣ କରିବାରେ କୈଣସି ବି ବାଧା ଆସି ନ ଥାଏ ।
ସେହି ପରି ଆପଣ ମାନେ ଚାହିଁଲେ ମଙ୍ଗଳବାର ଦିନ ଆପଣ ମାନେ ରାମ ମନ୍ଦିର କୁ ଜାଆନ୍ତୁ । ଯଦି ଆପଣ ମାନଙ୍କ ମନସ୍କାମନା ବହୁତ ଦିନ ରୁ ଅଧୁରା ହୋଇ ରହିଛି ତେବେ ଆପଣ ମାନେ ସେଠାରେ ନିଜର ଡାହାଣ ହାତ ର ଆଙ୍ଗୁଳୀ ରେ ହନୁମାନ ଙ୍କ ସିନ୍ଦୁର ଆଣି ମାତା ସୀତା ଙ୍କ ଚରଣ ରେ ଲଗେଇ ଦିଅନ୍ତୁ । ଏମିତି କରିଲେ ଆପଣ ମାନଙ୍କ ସବୁ ମନସ୍କାମନା ନିଶ୍ଚିତ ଭାବେ ପୂରଣ ହୋଇ ଯିବ । ସେହି ପରି ବନ୍ଧୁଗଣ ଏହି କଥା ର ସବୁ ବେଳେ ମନେ ବା ଧ୍ୟନ ରଖିବା କଥା କି ମଙ୍ଗଳବାର ଦିନ ଆପଣ ମାନେ କେବେ ଖୈର ହୁଅନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।