ମନାବ୍ ପ୍ରେମି ଆଦିତ୍ୟ ଦାସଙ୍କ ସମ୍ପତି ଓ ପରିବାର ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

aditya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମୃଚ୍ୟୁ ଯେତେ ବେଳେ ଆସେ ଧିରେ ଧିରେ ଆସେ ତାହାକୁ କେହି ବି ଜାଣି ପାରନ୍ତି ନାହିଁ । ଏହା ଥିଲା ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କର ସେଷ ପୋଷ୍ଟ । ସେହି ମାନବ ପ୍ରେମୀ ଆଦିତ୍ୟ ଦାସ୍ ଆଜି ଆମ ଗହଣ ରେ ନାହାଁନ୍ତି । ଆଜି ଆମେ ଏହି ଠାରେ ଆପଣ ମାନଙ୍କୁ ସେହି ଆଦିତ୍ୟ ଙ୍କର ଘର ଗାଡି ସଂମ୍ପତୀ ତାଙ୍କର ପର୍ସିନାଲ ଲାଇଫ୍ ଏବଂ ତାଙ୍କ ବିଷୟ ରେ କିଥି ଅଜଣା କଥା ଆପଣ ମାନଙ୍କୁ ଜଣେଇବୁ । ତେବେ ବନ୍ଧୁଗଣ ସମାଜ ସେବୀ ଆଦିତ୍ୟ ଦାସ୍ ଯେକି ନିଜ ସ୍ପିଚ୍ ରେ ଲକ୍ଷ ଲକ୍ଷ ଲୋକ ମାନଙ୍କୁ ବଞ୍ଚିବାର ଆଶା ଦେଖାଉ ଥିଲେ । ସେ 1993 ମସିହା ମାର୍ଚ୍ଚ 5 ତାରିଖ ରେ ଜନ୍ମ ଗ୍ରହଣ କରି ଥିଲେ । କିନ୍ତୁ ମାତ୍ର 27 ବର୍ଷ ବୟସ ରେ ତାଙ୍କର ରହସ୍ୟ ମୟ ମୃୃତ୍ୟୁ ହୋଇଛି । 2020 ମସିହା ଜୁନ୍ ମାସରେ ଆଦିତ୍ୟ ବିଦ୍ୟାଶ୍ରୀ ଙ୍କୁ ବିବାହ କରି ଥିଲେ ।aditya

ସେ ଭୁବନେଶ୍ୱର ର ସୁନ୍ଦର ପଟ ନାମକ ସ୍ଥାନ ରେ ଗୋଟିଏ ବୃଦ୍ଧାଶ୍ରମ ଚଳାଉ ଥିଲେ । ସେହି ପରି ଭାବେ ସେ ପିପୁଲ 4 ସେବା ସଂଙ୍ଗଠନ ରେ ଯୋଗ ଦେଇ ସମାଜ ସେବା ବି କରୁ ଥିଲେ । କିନ୍ତୁ ଆଜି ଆଉ ସେ ଆମ ଗହଣ ରେ ନାହାଁନ୍ତି । ତାଙ୍କର କହିବା ମୁତାବକ ତାଙ୍କର ନାମ ପୂର୍ବ ରୁ ମାନବ ପ୍ରେମୀ କୁ ଯୋଡିବାର ଅର୍ଥ ସେ କେବଳ ପୃଥିବୀ ପୃଷ୍ଟ କୁ ଆସିଛନ୍ତି ଲୋକ ମାନଙ୍କର ସେବା କରିବା ପାଇଁ । ଏବଂ ସେମାନଙ୍କୁ ଭଲ ପାଇବା ଦେବା ପାଇଁ । ତାଙ୍କର ପରିବାର କହିଲେ ଆଦିତ୍ୟ ଙ୍କର ବାପା ଏବଂ ମାଆ ଏବଂ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ରହି ଥିଲେ । ଆଦିତ୍ୟ 2004 ମସିହା ରେ ସପ୍ତମ ଶ୍ରେଣୀ ରେ ପାଠ ପଢୁ ଥିଲେ । ତାଙ୍କର ପିଲା ବେଳୁ ମେଜିକ୍ ସିଖିବା ପ୍ରତି ବହୁତ ଇଚ୍ଛା ରହି ଥିଲା । ସେ ସମସ୍ତ କୁ ଛୋଚ ଛୋଟ ଜାଦୁ ବି ଦେଖାଉ ଥିଲେ ।aditya das

ଏବଂ ପରବର୍ତି ସମୟରେ ସେ ଗାଁ ଠୁ ଦୂର କୁ ଆସି ଭୁବନେଶ୍ୱର ରେ ନିଜର ପରିବାର ସହିତ ରହୁ ଥିଲେ । ତେବେ ଆଦିତ୍ୟ ଙ୍କ ଘର ର କଥା କେହିଲେ ତାଙ୍କ ଘର ର ମୂଲ୍ୟ 15 ଲକ୍ଷ ଟଙ୍କା ରହିଛି । ଏବଂ ତାଙ୍କର ହ୍ୟୁଣ୍ଡାଇ ର କାର୍ ରହିଛି । ତେବେ ଦର୍ଶକ ବନ୍ଧୁ ଏହା କେବଳ ଦୁଇ ମିନିଟ୍ ମଧ୍ୟ ରେ ଆପଣ ମାନଙ୍କୁ ଆଦିତ୍ୟ ଙ୍କ ବିଷୟ ରେ କହିବା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *