ଯେବେ ମହେଶ ଭଟ୍ଟଙ୍କ କଳା କାରନାମା କ୍ୟାମେରାରେ ହେଲା କୟଦ , ଛି ଶେସରେ ନିଜ ଝିଅ ସହ ବି

maah

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ର ଭଟ୍ଟ ଫେମିଲୀ ସବୁ ସମୟ ରେ କିଛି ନା କିଛି ବଷୟ କୁ ନେଇ ଚର୍ଚ୍ଚା ରେ ରହି ଥାନ୍ତି । ଏବଂ ସେହି ପରି ବେଳେ ମହେସ ଭଟ୍ଟ ବି ଏମିତି ଦିନ ରେ କୈଣସି ନା କୈଣସି ଅଭିନେତ୍ରୀ ଙ୍କ ସହିତ ଫୋଟ ଉଠେଇ କରି ବି ଭାଇରଲ ହୋଇ ଥାନ୍ତି । ତେବେ ତାହା କୈଣସି ବିବାଦ କୁ ନେଇ ହେଉ ବା ଆଫାୟାର କୁ ନେଇ ହେଉ ବା ବା ଆହୁରୀ ବି ବହୁତ ବଡ ବଡ କୋଣ୍ଟୋଭର୍ସି କୁ ନେଇ ହେଉ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମମିତି ହିଁ ଭଟ୍ଟ ପରିବାର ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟା ମେହସ୍ ଭଟ୍ଟ ଙ୍କ ବିଷୟ ରେ ହିଁ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ବିଷୟ ରେ କହିବୁ ।

mahesh

ଆପଣ ମାନଙ୍କୁ କହି ଦେବୁ କୁ ମହେସ ଭଟ୍ଟ ଜଣେ ଆସିକ୍ ମିଜାଜ୍ ର ମଣିଷ ଅଟନ୍ତି । ସେହିଥି ପାଇଁ ମହେସ୍ ଭଟ୍ଟ ସବୁ ଜେନେରେସନ ର ଅଭିନେତ୍ରୀ ଙ୍କୁ ଡେଟ୍ କରିଛନ୍ତି । ଏବଂ ସବୁ ସମୟ ରେ ତାଙ୍କର ସେହି ସବୁ ଅଭିନେତ୍ରୀ ଙ୍କ ସହିତ ଫୋଟ ଏବଂ ଭିଡ଼ିଓ ଭାଇରଲ ହୋଇ ଥାଏ । ସେ ପର୍ବିନ୍ ବାବି ହେଉନ୍ତୁ ବା ଜିଆ ଖାନ୍ ବା ରିଆ ଚକ୍ରବର୍ତି ହେଉନ୍ତୁ । ଆମେ ଆଜି ଆପଣ ମାନଙ୍କୁ ମହେସ ଭଟ୍ଟ ଙ୍କ କେଳଙ୍କାରୀ ବିଷୟ ରେ କହିବୁ ।

ମହେସ ଭଟ୍ଟ ଙ୍କ ବାପା ଏବଂ ମାଆ ସାରା ଜିବନ ବିବାହ କରି ନ ଥିଲେ । ଏବଂ ବାପା ହିନ୍ଧୁ ଏବଂ ମାଆ ମୁସଲିମ୍ ଥିଲେ । ଏମିତି ରେ ତାଙ୍କୁ ଏହି ସବୁ ରେ କିଛି ବି ଫରକ୍ ପଡେ ନାହିଁ । ସେମିତି ରେ ମହେସ ଭଟ୍ଟ କଲେଜ୍ ଦିନ ରେ ଲେରେନ୍ ଡ୍ରାୟଲ୍ ଙ୍କ ପ୍ରେମ ରେ ପଡି ଥିଲେ । ଏବଂ ପରେ ସେ ବିବାହ ବି କରି ଥିଲେ । ଏବଂ ପରେ ତାଙ୍କର ନାମ ପରିବର୍ତନ କରି ସେ କିରନ ରଖି ଦେଇ ଥିଲେ ଏବଂ ସେମାନଙ୍କ ପୁଅ ଝିଅ ରହିଛନ୍ତି ପୁଜା ଏବଂ ରାହୁଲ ।

maheshh

ହେଲେ ପରେ ସେ ବିବାହିତ ରହି ବି ପର୍ବିନ୍ ବାବି କୁ ଡେଟ୍ କରୁ ଥିଲେ ସେହିଥି ପାଇଁ ସେମାନଙ୍କ ସଂମ୍ପର୍କ ଭାଙ୍ଗି ଗଲା । ଏବଂ ପରେ ପରେ କିଛି ସମୟ ରେ ମହେସ ଭଟ୍ଟ କହି ଥିଲେ କି ପର୍ବିନ୍ ବାବି ଡିଫରେସନ୍ ର ଶୀକାର ହୋଇଛନ୍ତି ଏବଂ ତାଙ୍କର ମୃତ୍ୟୁ ବି ହୋଇ ଜାଇ ଥିଲା । ହେଲେ ସେ ତାଙ୍କ ସେହି କଳା କୁ ଛାଡିଲେ ନାହିଁ । ବରଂ ସେ ସୋନୀ ରାଜଦାନ୍ ଙ୍କୁ ବିବାହ କରିଲେ। ଏବଂ ପରେ ସେମାନଙ୍କ ଦୁଇଟି ଝିଅ ଆଲିଆ ଏବଂ ସାହୀନ୍ ଭଟ୍ଟ ବି ହେଲେ । ଏବଂ ଆଜିର ଦିନରେ ସେ କିଛି ନା କିଛି କୋଣ୍ଟ୍ରୋଭର୍ସି କୁ ନେଇ ଚର୍ଚା ରେ ରହି ଥାନ୍ତି ।

ଏବେକା ସମୟରେ ରେହା ଚକର୍ବର୍ତୀଙ୍କ ସହ ଅନୌତିକ ସମ୍ପର୍କ ପାଇଁ ସେ ଏବେ ଖୁବ ଚର୍ଚାର ବିସୟ ପାଲଟିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *