ମାଧୁରି ଦିକ୍ଷୀତ ବି କାମ କରିଛନ୍ତି ଏହି ଖରାପ ଫିଲ୍ମରେ – କରିଛନ୍ତି ଏହି ଫିଲ୍ମରେ କାମ

maadh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ରେ ଏଷ୍ଟାବ୍ଲିସ୍ ଅଭିନେତ୍ରୀ ଙ୍କ କଥା କହିବା ତେବେ ମାଧୁରୀ ଦିଖୀତ୍ ବି ତାଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେମିତି ରେ ଆମେ ସେମିତି ହିଁ କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯେଉଁ ମାନେ ବହୁତ ଗରିବ ପରିବାର ରୁ ବିଲଙ୍ଗ କରୁ ଥିବା ବେଳେ ସେମାନେ ବହୁତ ବର୍ଷ ଧରି ବଲିଉଡ ରେ କାମ ମଧ୍ୟ କରିଛନ୍ତି । ସେମିତି ମଧ୍ୟ ରୁ ମାଧୁରୀ ବି ଜଣେ ଏମିତି ରେ ମାଧୁରୀ ଆସିବା ପରେ ଶ୍ରୀଦେବୀ ଙ୍କ ଷ୍ଟାଟାପ୍ ଦୋହଲି ଜାଇ ଥିଲା । ଏବଂ ଜୁହୀ ଚାୱଲା ପାଇଁ ସବୁ ସମୟ ରେ କମ୍ପଟିସନ୍ ରେ ରହି ଥିଲେ । ହେଲେ ଆପଣ ମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବେ କି ମାଧୁରୀ କୁ ପ୍ରଥମ ଦିନ ରେ ବହୁତ ଇନିସେଟଟିଭ୍ ର ସାମ୍ନା କରିବାର ଦେଖିବା ପାଇଁ ମିଳିଛି ।

madhur

ସେହି ପରି ବେଳେ ସେହି ସମୟ ରେ ସେ ଗୋଟିଏ ବି ଗ୍ରେଡ୍ ଫିଲ୍ମ ର ଅଭିନେତ୍ରୀ ବି କରି ସାରିଛନ୍ତି । ସେମିତି ରେ ଆମେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ । ଏହି କଥା ସେହି ସମୟ ର ଯେଉଁ ସମୟ ରେ ମାଧୁରୀ ନୂଆ ନୂଆ ଫିଲ୍ମ କୁ ଆସି ଥିଲେ । ସେହି ସମୟ ରେ ପ୍ରଥମ ଫିଲ୍ମ ଅବୁଧ୍ ବହୁତ ଫ୍ଲପ୍ ହେଲା ଏବଂ ପରେ ସେ ଗୋଟିଏ ମିଡିଲ୍ କ୍ଲାସ୍ ଫେମିଲି ରୁ ବିଲଙ୍ଗ କରୁ ଥିବା ହେତୁ ସେ କୈଣସି ବି କାମ ପାଇ ନ ଥିଲେ ଏବଂ ପରେ ଗୋଟିଏ ଫିଲ୍ମ ର ଅଫର ଆସି ଥିଲା ହେଲେ ତାହା ଜଣା ନ ଥିଲା କି ସେହି ଫିଲ୍ମ ଟି ବି ଗ୍ରେଡ୍ ଫିଲ୍ମ ର ପ୍ରଡ୍ୟୁସର କରୁ ଥିଲେ ଏହି ଫିଲ୍ମ ର ନାମ ଥିଲା ମାନବ ହତ୍ୟା। ତାଙ୍କୁ ଏହି କଥା ବି ଜଣା ନ ଥିଲା କି ଏଠାରେ କୁହାଯାଏ ଗୋଟିଏ ଏବଂ କରାଯାଏ ଗୋଟିଏ ।

madhuurri

ସେମିତି ରେ ସେ ସେହି ସମୟ ରେ ଏହି ବିଷୟ ରେ ଜାଣି ପାରିଲେ ଯେଉଁ ସମୟ ରେ ତାଙ୍କୁ ଅନସେନ୍ସସୁଆଲ କାର୍ଯ୍ୟ ବା ସିନ୍ ଦେବା ପାଇଁ କହି ଥିଲେ ସେହି ସମୟ ରେ ସେ ଜାଣି ପାରି ଥିଲେ କି ଏଠାରେ କିଛିି ଖରାପ ରହିଛି । ଏବଂ ପରେ ସେ ସେହି ଫିଲ୍ମ ର ସୁଟିଂ କୁ ସେହି ଠାରୁ ହିଁ ମନା କରି ଦେଲେ । ଏବଂ ପରେ ପ୍ରଡ୍ୟୁସର ତାଙ୍କର ଫିଲ୍ମ ର ଟଙ୍କା ଦେଲେ ନାହିଁ ।

ଏବଂ ପରେ ମାଧୁରୀ ଏହି ଫିଲ୍ମ କୁ ଖରାପ ସ୍ୱପ୍ନ ଭାବି ଭୁଲି ଗଲେ । ଏବଂ ପରେ ସେ ସୁବାସ୍ ଗେରୀ ଙ୍କ ପାଇଁ ହିଁଁ ବଲିଉଡ ରେ ଗୋଟିିଏ ଗ୍ରାଣ୍ଡ ଏଣ୍ଟିି ମାରିଲେ ଏବଂ ପରେ ସେ ଏତେ ପରିମାଣରେ ସୁପର ହିଟ୍ ବି ହୋଇ ପାରିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *