ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା ପ୍ରଭୁ ଗଣେଶ ଜାଣନ୍ତୁ ଏହି ମହତ୍ୱପୂର୍ଣ୍ଣ କଥା !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଭାଦ୍ରବ ମାସ ର ଶୁକ୍ଲ ପକ୍ଷ ଏବଂ ଚୁତୁର୍ଥି ତିଥି କୁ ଗଣେଷ ଚତୁର୍ଥି ଭାବେ ପୂଜା କରା ଜାଇ ଥାଏ । ଚଳିତ ବର୍ଷ ଅଗଷ୍ଟ 22 ରେ ସନିବାର ଦିନ ଏହି ଗଣେଷ ଚତୁର୍ଥି ପଡିବା ପାଇଁ ଯାଉଛି । ଯେକୈଣସି ଶୁଭ କାର୍ଯ୍ୟ ର ଆରମ୍ଭ ହେବା ପୂର୍ବ ରୁ ପ୍ରଭୂ ଗଣେଷ ଙ୍କ ପୂଜା କରା ଜାଇ ଥାଏ । ଯେମିତି କି ଘରେ ଏବଂ ବ୍ୟବସାୟ ସ୍ଥଳ ରେ ଗଣେଷ ଙ୍କୁ ପୂଜା କରା ଯାଏ । ଭଗବାନ ଗଣେଷ ଙ୍କୁ ମଙ୍ଗଳ କାରୀ ଏବଂ ବିଘ୍ନ ହତ୍ତା ବୋଲି କୁହା ଯାଏ । କାରଣ ତାଙ୍କର ପ୍ରତ୍ୟେକ ଅଙ୍ଗ ଜିବନ ରେ ସଠିଖ୍ ରାସ୍ତା ଦେଖେଇ ଥାଏ। ଭଗବାନ ଗଣେଷ ଙ୍କ ସୁଣ୍ଢ ସବୁ ବେଳେ ଝୁଲିବା ପରି ପ୍ରତିତ ହୋଇ ଥାଏ ମାନେ ସେ ସବୁ ବେଳେ ସକ୍ରିୟ ହେବାରେ ବାର୍ତା ଦେଇ ଥାନ୍ତି । ସେହି ପରି ଭଗବାନ ଗଣେଷ ଙ୍କ ଆଖି ସବୁ ବେଳେ ଛୋଟ ହୋଇ ଥାଏ ।ganesh

ବୈଜ୍ଞ୍ୟାନିକ ମାନଙ୍କ ମତ ରେ ଯେଉଁ ମାନଙ୍କ ଆଖି ଛୋଟ ହୋଇ ଥାଏ ସେମାନେ ଚିନ୍ତନ ଶୀଳ ଏବଂ ଗମ୍ଭୀର ହୋଇ ଥାନ୍ତି । ଏହା ପରେ ରହିଛି ଲମ୍ବା କାନ ସବୁ ବେଳେ ଭଗବାନ ଗଣେଷ ଙ୍କ କାନ ବଡ ହୋଇ ଥାଏ । କାରଣ ଏହି ପରି ବଡ କାନ ରହି ଥିବା ବ୍ୟକ୍ତି ଭାଗ୍ୟଶାଳୀ ଏବଂ ଦିର୍ଘାୟୁ ହୋଇ ଥାନ୍ତି । ଏମାନେ ସବୁ ବେଳେ ସବୁ କଥା କୁ ଧ୍ୟାନ ର ସହିତ ସୁଣନ୍ତି । ସେହି ପରି ବଡ ମସ୍ତକ ରହିବା ତେବେ ବୈଜ୍ଞ୍ୟାନିକ ମାନଙ୍କ ମତ ରେ ବଡ ମସ୍ତକ ରହି ଥିବା ଲୋକ ମାନଙ୍କ ବୁଦ୍ଧି ପ୍ରଖର ଏମାନେ ସବୁ ବେଳେ ସଭା ପତି ହେବାର କ୍ଷେମତା ରହି ଥାଏ ।ganasha

ତେବେ ନିଜର ଚିନ୍ତା ଧାରା ଉଚ୍ଛ ରଖିବା ଉଚିତ୍ । ସେହି ପରି ବଡ ପଟେ ଭଗବାନ ଗଣେଷ ଙ୍କ ପେଟ ଅଧିକ ବଡ ହୋଇ ଥାଏ । ସେ ସବୁ ବେଳେ ଭଲ ଖରାପ୍ ଦ୍ରବ୍ୟ କୁ ଗ୍ରହଣ କରନ୍ତି । ମାନେ ଯେକୈଣସି ନିର୍ଣ୍ଣୟ ନେବା ବେଳେ ବୁଝି ସୁଝି ନେବା ଉଚିତ୍। ସେହି ପରି ଏକ ଦନ୍ତ ତେବେ ଏହି ଭାଙ୍ଗି ଜାଇ ଥିବା ତାଙ୍କର ଦାନ୍ତ ରୁ ବାର୍ତା ମିଳେ କି ଆମକୁ ସବୁ ବେଳେ ସବୁ ଜିନିଷ ର ସଦୋପଯୋଗ କରିବା ଉଚିତ୍ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *