LIC ଗ୍ରହାକଙ୍କ ପାଇଁ ବଡ ଖବର । ଏବେହିଁ ହେଖନ୍ତୁ ନହଲେ ପରେ ପସ୍ତେଇବେ ।

lic

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯଦି LIC ସ୍କିମ ନେଇଛନ୍ତି କିମ୍ବା କୌଣସି LIC ର Premium ଭରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଗୋଟିଏ ଗୁରୁତ୍ୱପୃର୍ଣ ଖବର ରହିଛି ଯାହାକୁ ଜାଣିବା ଆପଣ ନିହାତି ଦରକର ଯଦି ଆପଣ ନଜାଣୁଛନ୍ତୁ ହୁଏତ ଆପଣ ବହୁତ ବଡ଼ online frod ର ଶିକାର ହୋଇପାରନ୍ତି। ଆପଣ ମାନେ ଭବିଷ୍ୟତ କଥା ଭାବି LIC ର କୌଣସି ସୁବିଧା ନୀଇଛନ୍ତି ଏଥିପାଇଁ ଆପଣଙ୍କୁ ବହୁତ ପ୍ରକାର ମାସକୁ ମାସକୁ ଏପରି ବର୍ଷ କୁ ବର୍ଷ ପ୍ରଦାନ କରିଥାନ୍ତି ଏହା ସହିତ LIC ର ଯେଉଁ ମାନେ LIC ର agents ଅଛନ୍ତି ସେମାନେ ସବୁ ଆପଣମାନଙ୍କୁ ପଲିସି ବିଷୟରେ ଜାଣନ୍ତି ଏବଂ ଆପଣ ଇଚ୍ଛା କଲେ ଆପଣ ସେ ପଲିସିର ।lic

ଫାଇଦା ଉଠାଇପାରିବେ। କିନ୍ତୁ ଆପଣମାନେ ଜାଣିଥିବେ ଲୋକ ଡାଉନ ସ୍ୱତେ ଏବେ online ର frod ଜମନା ଚାଲି ଆସିଛି ଯୋଉଥି ପାଇଁ କି LIC ରେ ବି frod ହବାରେ ଲାଗିଛି । ଏହି ସବୁ ପାଇଁ LIC କମ୍ପାନୀରୁ ସତର୍କ ସୂଚନା ଜାରି ହେଇଛିକି ଯାହାଦ୍ୱାରା ସେମାନେ ଯାଇକି କହିଛନ୍ତି ଯେମିତିକି ଅଲଗା ନମ୍ବର ରୁ ଫୋନ ଆସୁଛି ଏବଂ ସେମାନେ କହୁଛନ୍ତି ଆମେ LIC କକମ୍ପାନୀରୁ କହୁଛୁ ଏବଂ ଆପଣଙ୍କୁ ପଲିସି ନମ୍ବର ମାଗୁଛନ୍ତି ତାହେଲେ ଆପଣ ଜମାବି ଦିଅନ୍ତୁନି କାହିଁକିନା ଆପଣ ଯଦି ଥରେ ସେମନଙ୍କୁ ନମ୍ବର କହୁଛନ୍ତି ସେମାନେ ଯାଇକିନା ଆପଣଙ୍କର LIC ଖତା କୁ ଟ୍ରାନ୍ସଫର କରିନେଉଛନ୍ତି ଯାହାଦ୍ୱାରା ଆପଣଙ୍କର ଟଙ୍କା ବି ଗଲା ଏବଂ ଆପଣଙ୍କ ଖତା ବି ଚାଲିଗଲା ।lic

ଏହିପରି ଆପଣଙ୍କୁ ବହୁତ ପ୍ରକରର ଲୋଭ ଦେଖେଇ ଲୁଟି ନେଇଯାଉଛନ୍ତି ଯଦି ଆପଣଙ୍କୁ ଏମିତି କିଛି ଫୋନ ଆସୁଛି ତାହେଲେ ଆପଣ ତାକୁ ignar କରନ୍ତୁ ନଚେତ LIC ରେ ଆପଣଙ୍କୁ ଗୋଟିଏ ଇମେଲ ଆଇଡି ଦିଆ ହାଇଥିବ ସେଥିରେ ଯାଇକି ଆପଣ କଂପ୍ଲେନେ ଦେଇ ପାରିବେ। ଜାହାଦ୍ୱାରା ତାଙ୍କ ପ୍ରତି କିଛି କଠୋର ପଦକ୍ଷେପ ନିଆଯାଇପାରିବ LIC ରେ ଏମିତି ଫୋନ କରନ୍ତି ନାହିଁ ବୋଲି ସୂଚନା ଦିଆଯାଇଛି । ତେଣୁ ଆପଣ ମାନେ ଏମିତି frod Call ଠାରୁ ବଞ୍ଚି ରୁହନ୍ତୁ ତାହେଲେ ଆପଣ କିଛି ସମସ୍ୟାର ସମ୍ମୁଖୀନ ହେବେନି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *