ଜାଣନ୍ତୁ ଏ BINOD କିଏ ? ଯାହାର ଚର୍ଚା ଏବେ ଚାରି ଆଡେ ଚାଲିଛି – ଏ ହେଉଛି BINOD

BBBB

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ସବୁ ଆଡେ ମାନେ ସବୁ ସୋସିଆଲ ମିଡ଼ିଆ ରେ ଟ୍ରେଣ୍ଡ ରହିଛି Binod ଆପଣ ମାନେ ବି ଦେଖିବା ପାଇଁ ପାଇ ଥିଲେ ତେବେ ଏମିତି କଣ ରହିଛି ଏହି Binod ରେ ଏବଂ ଏହି ବ୍ୟକ୍ତି ଜଣଙ୍କ କିଏ Binod ତେବେ ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କଥା ହେବା ପାଇଁ ଚାହିଁବୁ । ତେବେ ବନ୍ଧୁଗଣ ଏହି Binod ର ନାମ ହେଲା Binod tharu ଏବଂ ସେ ଗୋଟିଏ ଇୟୁଟିୟୁବର ଅଟେ ।

BINODDD

ଏବଂ ଏହି ବନ୍ଦା କୈଣସି ବି ଲୋକ ମାନଙ୍କ ଭିଡ଼ିଓ ରେ କିଛି ବି କମେଣ୍ଟ କରୁ ନ ଥିଲା ବରଂ ସେ କେବଳ ନିଜର ନାମ ବା Binod କୁ ହିଁ ଲେଖି ଦେଉ ଥିଲା । ଏବଂ ପରେ ପରେ ଜଣେ ଇୟୁଟିୟୁବର ଯିଏ ସିଲ୍ଲି ପୟଣ୍ଟ ନାମରେ ପରିଚିତ ଅଟନ୍ତି । ତେବେ ସେ କହି ଥିଲେ ଏହି Binod ତାଙ୍କର ସବୁ ଭିଡ଼ିଓ ଉପରେ ଏମିତି ଲେଖିଛି ଏବଂ ଏହି Binod ଙ୍କ କମେଣ୍ଟ ବହୁତ ଇଣ୍ଟ୍ରେଷ୍ଟି ଲାଗୁଛି ବୋଲି ସେ କହିଥିଲେ। ଏବଂ ପରେ କଣ ହେଲା ନା ତାଙ୍କ ସେହି ଭିଡ଼ିଓ ବହୁତ ହିଁ ଭାଇରଲ ହୋଇ ଗଲା ଏବଂ ସେହିଥିରେ ଯେଉଁ Binod ବୋଲି ନାମ ଥିଲା ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଗଲା ଏବଂ ପରେ ଲୋକ ମାନେ ତାର ନାମର ମଜାକ୍ ବନେଇବା ଏବଂ ତାଙ୍କର ନାମର ମିମ୍ ତଥା କୈଣସି ବି ସ୍ଥାନ ରେ କମେଣ୍ଟ କରି ଆସି ଯିବା ଏମିତି କରୁ ଥିଲେ ।

BINODA

ଏବଂ ଏହା ପରେ ପରେ ଏହି ନାମଟି ସଂମ୍ପର୍ଣ୍ଣ ଭାବେ ଭାଇରଲ ହେବାର ଆରମ୍ଭ କରି ଦେଲା । ଏବଂ ଆଜିର ସମୟ ରେ ବି ଆପଣ ମାନଙ୍କୁ କୈଣସି ନା କୈଣସି ସ୍ଥାନ ରେ ଦେଖିବା ପାଇଁ ମିଳୁ ଥିବ । ସେମିତି ରେ ବର୍ତମାନ ସମୟ ରେ ଏହା ଅଧିକ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଜଣା ପଡିଗଲା କି ଏହା କେମିତି ଭାଇରଲ ହେଲା ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *