ଜାଣନ୍ତୁ ପୁରୁଷ ମାନେ କାହିଁକି ହସ୍ତମୈଥୁନ ଶୀକାର ହେଇଥାନ୍ତି |

ppaap

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ସାଧାରଣ ଭାବେ ଯୁବ ପୀଢି ନିଜର ସଂମ୍ଭୋଗ କ୍ରିଆ ବିଷୟ ରେ ସମସ୍ତ ଙ୍କ ସାମ୍ନା କହି ନ ଥାନ୍ତି । ଏହାକୁ ସେମାନେ ପ୍ରକାଶ କରିବା ରେ ଲଜ୍ୟ ଅନୁଭବ କରନ୍ତି । ଜାହା ଫଳ ରେ ସେମାନେ ଜାଣନ୍ତ ରେ ହେଉ ବା ଅଜାଣନ୍ତ ରେ ସେମାନେ ହସ୍ତମୈଥୁନ ପରି ଅଭ୍ୟାସ କୁ ଆପଣେଇ ନେଇ ଥାନ୍ତି । ଏବଂ ସେମାନେ ପରେ ପରେ ଏହାର ଆଡିକ୍ସନ ହେବାରେ ଲାଗନ୍ତି । ତେବେ ଏହାକୁ ସେମାନେ ପରେ ପରେ ଅତ୍ୟାଧିକ ଭାବେ କରି ଥାନ୍ତି ଆମେ ଆଜି ଜାଣିବା କଣ ପାଇଁ ଗୋଟିଏ ମଣିଷ ହସ୍ତମୈଥୁନ କରି ଥାନ୍ତି ।

akitvit

ଜଣେ ବ୍ୟକ୍ତି ଯଦି ଏକା ରହିବା ବା ନିସଂଙ୍ଗ ଅନୁଭବ କରୁ ଥିଲେ। ମାନଶୀକ ଶାନ୍ତି ପାଇବା ପାଇଁ ସେମାନେ ଏହାର ସାହାଯ୍ୟ ନିଅନ୍ତି । ସେହି ପରି ଅତ୍ୟାଧିକ ଅଶିଳ୍ଲ ଏବଂ ନଗ୍ନ ଫିଲ୍ମ ଦେଖିବା ବି ଏହାର ମୂଖ୍ୟ କାରଣ ହୋଇ ଥାଏ ।

ହସ୍ତମୈଥୁନ ର ଉପାକାର । ଏହି ହସ୍ତମୈଥୁନ ଦ୍ୱାରା ମାନଶୀକ ଚିନ୍ତା ଧାରା ସଠିକ୍ ରହେ ଏବଂ ଶାନ୍ତି ରହେ । ନିଦ୍ରାହୀନ ମାନଙ୍କୁ ଗମ୍ଭୀର ନିଦ ହୋଇ ଥାଏ । ଏହି ହସ୍ତମୈଥୁନ ଦ୍ୱାରା ଗୁପ୍ତାଅଙ୍ଗ ର ଏକ ପ୍ରାକରର ବ୍ୟାାମ୍ ହୋଇ ଥାଏ । ଜାହା ଦ୍ୱରା ଲିଙ୍ଗ ରେ ରକ୍ତ ସଂଞ୍ଚାଳନ ସଠିିକ୍ ରହି ଥାଏ । ଯଦି ବ୍ୟକ୍ତି ସପ୍ତାାହ ରେ ଦୁଇ ଥର ହସ୍ତମୈଥୁନ କରେ ଏହା ଶରୀର ଉପରେ ପ୍ରଭାବ ପକେଇ ନ ଥାଏ ।

loves

ହସ୍ତମୈଥୁନ ଅପକାରୀତା । ଯଦି ଆପଣ ମାନେ ସପ୍ତାହ ରେ ଛଅ ରୁ ସାତ ଥର ହସ୍ତମୈଥୁନ କରନ୍ତି । ତେବେ ସେମାନ ଙ୍କ ପାଖରେ ବହୁତ ଗୁଡିଏ ଅସୁବିଧା ଯେମିତି ଚିଡଚିଡା ପଣ , ସିଥିଳତା , ଟେନସନ୍ , ଦୁର୍ବଳତା , ଏବଂ ନଂପୁସକ ବି ଏହାର କାରଣ ହୋଇ ଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରିଲେ କି ହସ୍ତମୈଥୁନ କରିଲେ କଣ ହୋଇ ଥାଏ , ତେଣୁ ଦେଖି ଚାହିଁ କରିବେ। ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *