ହିରୋଇନ୍ ମାନଙ୍କ ପ୍ରକୃତ ବୟସ ଜାଣିଲେ ଆଚ୍ଚର୍ଯ୍ୟ ହେବେ

ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ଓଲିଉଡ ର ସବୁ ହିରୋଇନ୍ ମାନଙ୍କ ବର୍ତମାନ ସମୟ ର ବୟସ କେତେ ଏବଂ ସେମାନେ କେଉଁ ମହିସା ରେ ଜନ୍ମ ଗ୍ରହଣ କରି ଥିଲେ । ଏହା ସହିତ ସେମାନେ ଓଲିଉଡ ରେ କେଉଁ ମସିହା ରେ ପାଦ ଦେଇ ଥିଲେ ତଥା ସେମାନଙ୍କ ପ୍ରଥମ ଚଳଚିତ୍ର କଣ ଥିଲା ସେହି ସବୁ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା । ପ୍ରଥମେ ଆସୁଛନ୍ତି ଏଲିନା ସାମନ୍ତରାୟ ଯେକି ଓଲିଉଡ ର ରଫ୍ ଗାର୍ଲ ଭାବେ ପରିଚିତ ସେ କିଏ ହେବ ମୋ ହିରୋଇନ ରେ ପାର୍ଟିସିପେଟ କରି ଆଜି ଏହି ସ୍ଥାନ ରେ ପହଁଚିଛନ୍ତି । ଏବଂ ଏହା ପରେ ପରେ ସେ ଦର୍ଶକ ଙ୍କୁ ବହୁତ ହିଟ୍ ଫିଲ୍ମ ବି ଦେଇଛନ୍ତି । ତାଙ୍କର ର ବର୍ତମାନ ବୟସ ହେଲା 24 ବର୍ଷ । ଜନ୍ମ ତାରିଖ 19 ଜୁଲାଇ 1996 । ଭୂମିକା ଦାସ୍ ସେ ଜଣେ ଭଲ କ୍ଲାସିକାଲ ଡେନ୍ସର ଏବଂ ଭଲ ଅଭିନେତ୍ରୀ ମଧ୍ୟ ସେ ଚାଇଲ୍ଡ ଅଭିନେତ୍ରୀ ଭାବେ ରୁମ କୁ ଝୁମାନା ଫିଲ୍ମ ରେ କାର୍ଯ୍ୟ ଆରମ୍ଭ କରି ଥିଲେ । ଏବଂ ପରେ ଲିଡ୍ ରୋଲ ରେ ତୁ ମୋ ଲଭ ଷ୍ଟୋରୀ ରେ ଦେଖିବା ପାଇଁ ମିଳିଲେ ।bhoomika

ତେବେ ଏହା ପରେ ସେ ଏମିତି ବହୁତ ଫିଲ୍ମ ଓଲିଉଡ କୁ ଭେଟି ଦେଇ ସାରିଛନ୍ତି ତାଙ୍କର ବୟସ କେବଳ 18 ବର୍ଷ । ତିନି ରେ ସୀବାନୀ ସଂଙ୍ଗୀତା । ଏହି ହିରୋଇନ କୁ କିଏ ବା ନ ଜାଣେ । ତେବେ ସେ ଏବେ +2 ରେ ପଢୁଛନ୍ତି । ସେ ଚାଇଲ୍ଡି ଅଭିନେତ୍ରୀ ଭାବେ କାମ କରିଛନ୍ତି । ଏବଂ ଫିଲ୍ମ ସହିତ ସେ ଅନେକ ମେଗା ସିରିଏଲ ରେ ଅଭିନୟ କରିଛନ୍ତି । ବର୍ତମାନ ସମୟ ରେ ସେ ବଡ ପରଦା ରେ ହିରୋଇନ ଭାବେ କାମ କରୁଛନ୍ତି । ତାଙ୍କୁ ଲିଡ୍ ରୋଲ ଭାବେ ପ୍ରଥମ ଥର ପାଇଁ ସିଷ୍ଟର ଶ୍ରୀ ଦେବୀ ରେ ଦେଖିବା ପାଇଁ ମିଳି ଥିଲା । ତାଙ୍କର ବୟସ 18 ।sibani

ଏହା ପରେ ଅର୍ଚିତା ସାହୁ ସେ ଜଣେ ବହୁତ ଭଲ ଓଡ଼ିଶୀ ଜେନ୍ସର ସହିତ ବହୁତ ଅଭିନେତ୍ରୀ ସେ ବର୍ତମାନ ସମୟ ରେ 25 ରୁ ଅଧିକ ଫିଲ୍ମ ରେ କାମ କରି ସାରିଛନ୍ତି । ତାଙ୍କର ବର୍ତମନ ସମୟ 30 ବର୍ଷ । ସେଷ ରେ ରହିଛନ୍ତି ରିଆ ଦେ । ଓଲିଉଡ ର ଭଲ ଡେନ୍ସର ଏବଂ ଭଲ ଆକ୍ଟର ଭାବେ ପରିଚିତ ହୋଇ ଥିବା ଏହି ଅଭିନେତ୍ରୀ ତାଙ୍କର ପ୍ରଥମ ଫିଲ୍ମ ପ୍ରେମ ଅଢେଇ ଅକ୍ଷର ଥିଲା ତାଙ୍କର ବର୍ତମାନ ବୟସ ହେଲା 28 ବର୍ଷ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *