ଚରିତ୍ରହୀନ ମହିଳା ମାନଙ୍କ ଏହି ୬ଟି ଲକ୍ଷଣ ଜାଣିବା ନିହାତି ଦରକାର ।

woman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଚରିତ୍ର ହୀନ ନାରୀ ମାନଙ୍କ ପାଖରେ କେଉଁ ସବୁ ଗୁଣ ରହି ଥାଏ । ମାଆ ର ମମତା ର ମୃତି ହୋଇ ଥାନ୍ତି ମହିଳା ମାନେ । କିନ୍ତୁ ସବୁ ମହିଳା ମାନେ ସମାନ ହୋଇ ନ ଥାନ୍ତି । ତେବେ ସେମାନଙ୍କ ମନ କୁ ଜାଣିବା ସବୁ ବେଳେ କଷ୍ଟ ହୋଇ ଥାଏ । ହେଲେ ଆପଣ ମାନେ ପ୍ରତ୍ୟେକ ମହିଳା ମାନଙ୍କ ବ୍ୟବହାର ଏବଂ ସ୍ୱଭାବ ଦେଖି ଜାଣି ପାରିବେ ସେମାନେ କେଉଂ ପ୍ରକାର ର ହୋଇ ଥିବେ ବୋଲି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଚରିତ୍ର ହୀନ ନାରୀ ମାନଙ୍କର କିଛି ଲକ୍ଷଣ ବିଷୟ ରେ ଆପଣ ମାନଙ୍କୁ କହିବୁ । ସ୍ତ୍ରୀ ଜାତୀ ଏକ ସୁନ୍ଦର ଅନୁଭବ ଅଟେ । ଏମାନଙ୍କୁ ଦଖି କେହି ବି ମୋହୀତ ହୋଇ ଜାଇ ଥାନ୍ତି । ଆଚାର୍ଯ୍ୟ ଚାଣଖ୍ୟ ଙ୍କ ଅନୁସାରେ ବେଦ ରେ ଏମାନଙ୍କୁ ଦେବୀ ବୋଲି କୁହା ଯାଏ । ହେଲେ ଏମାନଙ୍କ ମଧ୍ୟ ରେ ଖରାପ ପ୍ରକୃିତ ର କିଛି ମହିଳା ମାନେ ରହିଛନ୍ତି ସେମାନଙ୍କ ସ୍ୱଭାବ ବିଷୟ ରେ କହିବୁ ।woman

ପ୍ରଥମେ କିଛି ମହିଳା ମାନେ ଥାନ୍ତି ରାଗି ଏବଂ ଚିଡ ଚିଡା ହୋଇ ଥାନ୍ତି । ଏହି ପରି ମହିଳା ଙ୍କ ଉପରେ କେବେ ଭସରା କରନ୍ତୁ ନାହିଁ । ଏମାନେ କିଛି କରିବା ପାଇଁ ପ୍ରସ୍ତୁତ ରହି ଥାନ୍ତି । ସେହି ପରି ଦୁଇ ରେ ଆପଣ ମାନେ ଦେଖି ଥିବେ କିଛି ମହିଳା ଙ୍କ ପାଦ ର ପଛ ଅଂଶ ମୋଟା ହୋଇ ଥାଏ । ଏପରି ମହିଳା ଆପଣଙ୍କ ପାଇଁ ଏବଂ ଆପଣଙ୍କ ଘର ପାଇଁ ଶୁଭ ହୋଇ ନ ଥାନ୍ତି । ସେହି ପରି କୈଣସି ମହିଳା ଙ୍କ ବୁଢା ଆଙ୍ଗୁଠୀ ର ପାଖ ଆଙ୍ଗୁଠୀ ବହୁତ ବଡ ରହିଛି । ତେବେ ସେମାନେ ବହୁତ ପରିବର୍ତନ ଶୀଳ ତେବେ ସେହି ପରି ନାରୀ ଙ୍କୁ କେବେ ବି ବିଶ୍ୱାସ କରନ୍ତୁ ନାହିଁ । ସେହି ପରି ଯେଉଁ ମହିଳଆ ଙ୍କ ପେଟ ର ଆକାର ଲମ୍ବା ହୋଇ ଥଆଏ ।women

ସେମାନେ ବି ଚରିତ୍ର ହୀନ ରେ ଜାଇ ଥାନ୍ତି । ସେହି ପରି ଯେଉଁ ମହିଳା ମାନଙ୍କ ଦାନ୍ତ ଲମ୍ବା ଏବଂ ମୋଟା ହୋଇ ଥାନ୍ତି । ସେମାନେ ଯେଉଁ ଘରେ ରହି ଥାନ୍ତି ସେମାନଙ୍କ ସ୍ୱାମୀ ଦାରିଦ୍ର ର ସୀମା ରେଖା ରେ ରହିଥାନ୍ତି । ସେହି ଘର କେବେ ବି ଉନ୍ନତି କରି ପାରେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *