ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝଅଙ୍କର ଏହିଁ ଜିନିଷକୁ ଭୁଲୁରେ ବି କେବେବି ଦେଖନ୍ତୁ ନାହିଁ ନଚେତ୍ ନିଜ ଜୀବନ ହରାଇ ପାରନ୍ତି । ତେବେ ଆଜି ଆମେ ଜାଣିବା ପୁଅ ମାନେ ଝଅ ମାନଙ୍କର କେଉ ଜିନିଷ ଦେଖିବା ତାଙ୍କ ପାଇଁ କେତେ ବିପଦ ଆଣିଥାଏ । ଏବଂ ପୁଅ ମାନଙ୍କର ଘରେ କେତେ ସଙ୍କଟ ଆସିଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଚାଣକ୍ୟ ଜଣେ ବିଦ୍ୟୁନ ଏବଂ ଗ୍ୟାନି ବ୍ୟକ୍ତି ଥିଲେ । ଚାଣକ୍ୟଙ୍କର ବଚନ ନିତି ଜୀବନରେ ଅନେକ ପରିବ୍ରତନ ଆଣିଥାଏ । ଆତିହାସର ଏହିଁ ମୋହାନ ଗ୍ୟାନି ଚାଣକ୍ୟଙ୍କ ଦ୍ୱାରା ଉପସ୍ଥତ ହୋଇଥିବା ଚାଣକ୍ୟ ନିତି ଶାସ୍ତ୍ର କଳିଯୋଗର ଘଟୁ ଥିବା ପ୍ରତେକ କର୍ଯ୍ୟର ମୂଳ ସୁତ୍ର ପୃବରୁ ବିସ୍ତାର ଭାବେ ଉଲେଖ କରାଯାଇଁ ଅଛି ।
ଚାଣକ୍ୟଙ୍କ ଏହିଁ ଗ୍ରନ୍ଥରେ ରାଜନିତି ନ୍ୟତିକ ଜାବନରେ ଅନେକ ଆଲଚନା କରିଛନ୍ତି ଯାହାର ସଠିକ୍ ବ୍ୟବହାର ଦୈନିକ ଜୀବନରେ ସଫଳତା ଆମିଥାଏ । ସେହି ଗ୍ରନ୍ଥ ଅନୁସାରେ ଏବଂ ସମୁଦ୍ର ଶାସ୍ତ୍ର ଯାହାକି ମହିଳାଙ୍କ ଶରୀରର ପ୍ରତେକ ଅଙ୍ଗ ବିସିଳ ସଣ କରି ଭବିଶ୍ୱତ କହିଥାଏ ଏହି ଦୁଇଟି ଗ୍ରନ୍ଥରେ ଉଲେଖ ରହିଅଛି ଯେ ପୁଅ ମାନେ ଝଅ ମାନଙ୍କର ଏହି ଜିନିଷ ଦେଖିବା ଦ୍ୱାରା ସେମାନଙ୍କର କେବେବି ମୃତ୍ୟୁ ହୋଇଁପାରେ । ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ବିସୟରେ । ପ୍ରଥମରେ ଶାସ୍ତ୍ର ଅନୁସାରେ ଯେଉ ବ୍ୟକ୍ତି ଗୋଟିଏ ମାଁ ଶିଶୁକୁ ନିଜ ବକ୍ଷ ସ୍ଥଳରୁ ଖିର ଦେଉଥିବାର ବା ସ୍ଥନିୟ ପାନ କରୁଥିବାର ଦେଖି ମନରେ ଖରାପ ଚିନ୍ତା ଧାରା ଆଣିଥାନ୍ତି ସେହି ପୁରୁଷ ମୋହାନ ପାପି ହୋଇଥାନ୍ତି ।
ଦିତୀୟରେ କେବେବି କୋଣସି ମହିଳାଙ୍କର ସ୍ନାନ ସମୟରେ ପୁରୁଷ ଲୁୂଚି ଦେଖିବା ଉଚିତ୍ ନୁହେ ଶାସ୍ତ୍ର ଅନୁସାରେ ଏପରି କରିବା ଦ୍ୱାରା ଜୀବନରେ ଘର ପାପ ହୋଇଥାଏ । ତୃତୀୟରେ କେବେବି କୋଣସି ବ୍ୟକ୍ତି ମହିଳାଙ୍କୁ ମୁତ୍ର ତ୍ୟାଗ କରୁଥିବାର ଦେଖିବା ଷାସ୍ତ୍ର ଅନୁସାରେ ବିପଦକୁ ନିଜ ଆଡକୁ ଟାଣି ଆଣିବା ସହିତ ସମାନ ହୋଇଥାଏ । ଏହିଁ ପାପର ଭାଗିଦାର ବ୍ୟକ୍ତିର ମୃତ୍ୟୁ ବହୁତ କଷ୍ଟ ଦାୟକ ହୋଇଥାଏ । ବନ୍ଧୁଗଣ ଏହିଁ 3ଟି ଜିନିଷ ଦ୍ୱାରା ପୁରୁଷ ନିଜର ମୃତ୍ୟୁ ନିଜେ ହିଁ ଡାକି ଆଣନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।