ଏମାନେ ହେଲେ ଦେଶ ର ସେହି ମହିଳା ଖେଳାଳି ଯେଉଁ ମାନଙ୍କୁ ଦେଖିବେ ତ ଆଖି ବନ୍ଦ ହେବ ନାହିଁ ।

three-sports

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ବଲିଉଡର ଅଭିନେତ୍ରୀ ମାନଙ୍କୁ ତ ଆପଣ ମାନେ ବହୁତ ପରିମାଣ ରେ ଦେଖି ଥିବେ । କାରଣ ସେମାନେ ସମୟ ସମୟ ରେ ବହୁତ ଚର୍ଚ୍ଚା ରେ ବି ରହି ଥାନ୍ତି । ଏବଂ ଆପଣ ମାନେ ସେମାନଙ୍କ ସୁନ୍ଦରତା ବିଷୟରେ ବହୁତ ସାରା ଗୋସିପ୍ ବି ଦେଖି ଥିବେ ହେଲେ କଣ ଆପଣ ମାନେ ଭାରତୀୟ ମହିଳା ଖେଳାଳି ମାନଙ୍କ ଗୋସିପ୍ କୁ କେବେ ବି ଦେଖିଛନ୍ତି ସେମାନଙ୍କ ସୁନ୍ଦରତା କୁ କେବେ ଆପଣ ମାନେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି।

pv-sindhu

ତେବେ ଆମେ ଆପଣ ମାନଙ୍କୁ ସେହି ସବୁ ସୁନ୍ଦର ଖେଳାଳି ମାନଙ୍କ ବିଷୟରେ ଆପଣ ମାନଙ୍କୁ କହିବୁ । ଏହି ମଧ୍ୟ ରୁ ପ୍ରଥମେ ରହିଛନ୍ତି ପିବି ସିଦ୍ଧୁ । ପଦ୍ମଶ୍ରୀ ପୁରସ୍କାର ରେ ସମ୍ମାନିତ ହୋଇ ଥିବା ଭାରତୀୟ ରେ ମହିଳା କ୍ରିକେଟର କ୍ରେକଟ ରେ ଚର୍ଚ୍ଚା ରେ ରହି ଥିବା ବେଳେ ନିଜର ସୁନ୍ଦରତା କୁ ବି ନେଇ ସେ ସବୁ ସମୟ ରେ ଚର୍ଚ୍ଚା ରେ ରହି ଥାନ୍ତି । ଏବଂ ସେ ଦେଖିବା ପାଇଁ କୈଣସି ହିରୋଇନ୍ ଠାରୁ କମ୍ ନୁହଁନ୍ତି ।

shana

ସେହି ପରି ଦୁଇ ରେ ରହିଛନ୍ତି ସାନିଆ ତେହବାୱଲ। ଆପଣ ମାନଙ୍କୁ ଜଣେଇ ଦେବୁ କି ପଦ୍ମ ଭୂଷଣ ରେ ସମ୍ମାନିତ ହୋଇ ଥିବା ପ୍ରଥମ ବେଡମେମିଟନ୍ ଖେଳାଳି ଯିଏ କି ଏହି କ୍ଷେତ୍ର ରେ ଦେଶ ର ନାମ ଉପର କୁ ଉଠେଇଛନ୍ତି । ସେହି ପରି କ୍ଷେତ୍ର ରେ ସାନିଆ ତେହବାୱଲ ଜଣେ ସଂମ୍ପର୍ଣ୍ଣ ହିରୋଇନ୍ ପରି ହିଁ ଲାଗନ୍ତି ।

snia-mirja

ଏହା ପରେ ରହିଛନ୍ତି ସାନିଆ ମିର୍ଜା ଭାରତ ର ଫେମସ୍ ଟେନିସ୍ ଖେଳାଳି ଅଟନ୍ତି ଆପଣ ମାନଙ୍କୁ କହି ଦଦେବୁ କି ସାନିଆ ଟେନିସ୍ ରେ ଯେତେ ପାରଙ୍ଗମ ସେହି ପରି ଭାବେ ସେ ସୁନ୍ଦରତା ରେ ବି ବହୁକ ପାରଙ୍ଗମ ଅଟନ୍ତି ।

ସେହି ପରି ଭାବେ ଏହି କ୍ଷେତ୍ର ରେ ମିତାଲୀ ରାଜ୍ ଙ୍କ ନାମ ବି ରହିଛି । ସେମମିତି ରେ ମିତାଲୀ ରାଜ୍ ଭାରତୀୟ କ୍ରିକେଟ ଖେଳାଳି ଅଟନ୍ତି । ଏବଂ ସେ ବି ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥିବା ବେଳେ ଲୋକ ମାନେ ତାଙ୍କର କେବଳ ସୁନ୍ଦରତା ପାଇଁ ପ୍ରସଂଶା ବି କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *