ପୁରୁଷ ମାନଙ୍କର କେଉଁ ଜାଗାରେ ବାଳ ଥିଲେ ଅଶୁଭ ହୋଇଥାଏ |

BALA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣଙ୍କ ମନରେ ପ୍ରଶ୍ନ ଉଠେକି ଯେ ଯଦି କୋଣସି ବ୍ୟକ୍ତିର କାନରେ ବାଳ ଉଠେ ତେବେ ଏହା ଶୁଭ ଅଟେ ନା ଅଶୁଭ ଅଟେ । ଅନେକ ଲୋକ ଏହାକୁ ଶୁଭ ବୋଲି ମାନିଥାନ୍ତି ଏବଂ ଅନକେ ଲୋକ ଏହାକୁ ଶୁଭ ବୋଲି ମାନିଥାନ୍ତି । ତେବେ ଆଜି ଆପଣଙ୍କୁ କହିବୁ ଯେ କାନରେ ବାଳ ଥିଲେ ବା କାନ ଭିତରେ ବାଳ ଥିଲେ ଏହା ଶୁଭ ନା ଅଶୁଭ ହୋଇଥାଏ ।

HAIR

ଏମିତିରେ ଆପଣ ମାନେ ଅନେକ ଲୋକ ପାଖରୁ ଶୁଣିଥିବେ ଯେ ଯେଉଁ ଲୋକର କାନରେ ବାଳ ଥାଏ ସେ କଞ୍ଜୁସ ହୋଇଥାଏ । ତେବେ ଆମେ ଏହିଠାରେ କହିରଖୁଛୁ ଯେ ଏହିଁ ସବୁ ଭୁଲ୍ ଧାରଣା ମିଥ୍ୟା ଅଟେ । ତେବେ ଜାଣି ରଖନ୍ତୁ ଯେ ଏମିତି କାନର ବାଳ ସମସ୍ତଙ୍କ କାନରେ ଦେଖିବାକୁ ମିଳି ନଥାଏ । କିନ୍କୁ ବିଶିଷ୍ଟ ଦୃଲଭ ପ୍ରକାର ଲୋକଙ୍କ କାନରେ ଦେଖିବାକୁୂ ମିଳିଥାଏ । ତେବେ ଆପଣ ଜାଣି ରଖନ୍ତୁ ଯେ କାନରେ ବାଳ ହେବା ସର୍ମ୍ପୁନ ଶୁଭ ଏବଂ ଗରୁତପୃ୍ନ ଅଟେ ।

ତେବେ ଆସନ୍ତୁ ଜାଣିବା ଯେ କେମିତି ଏବଂ କାହିଁକି । ତେବେ ବନ୍ଧୁଗଣ ଯେଉ  ଲୋକଙ୍କ କନରେ ବାହାରେ ଉଠିଥାଏ ସେମାନେ ବହୁତ ଅଧିକ ଶୁଭ ହୋଇଥାନ୍ତି । ଏବଂ ଯେଉ ମାନଙ୍କର କାନର ଭିତରେ ବାଳ ଉଠିଥାଏ ସେମାନେ ମଧ୍ୟ ଅଳ୍ପ ଶୁଭ ହୋଇଥାନ୍ତି । ଯେଉ ଲୋକ ମାନଙ୍କର କାନରେ ବାଳ ଥାଏ ସେମାନେ ନିଜର ଭାବନା କୁ ରଖିପାରନ୍ତି ନାହିଁ । ଏବଂ ସେମାନେ ଭଲ ବକ୍ତା ହେବା ସହିତ ମଧ୍ୟ ଯାହା ମନରେ ଭାବନ୍ତି ଠିକ୍ ସହିଭଳି ଭାବରେ ପ୍ରକାସ କରିପାରନ୍ତି ନାହିଁ ।

HAIRRR

ଏହା ସହିତ ଏହି ଲୋକମାନଙ୍କ ଉପରେ ରିଧି ସିଧିଙ୍କରକୃପା ରହିଥାଏ ଏବଂ ଗଣପତି ମୋହାରାଜାଙ୍କର କୃପା ବର୍ଷି ଥାଏ । ତେବେ ଏଭଳି ଲୋକମାନଙ୍କୁ ଭଗବାନ ଗଣେଷଙ୍କୁ ଓଁ ଗଣେଷାୟ ନମହଂ ଏହି ମନ୍ତ୍ରକୁ କହି ଦୁବ ଅରପଣ କରିବା ଦରକାର ଏବଂ ପ୍ରତି ଦୀନ ସକାଳା ଉଠି ନିଜର ଦୁଇ କାନକୁ ଦୁଇ ହାତରେ ଛୁଇଁବା ଦରକାର । ତେବେ ଏହି କାନରେ ବାଳ ଥିବା ଲୋକମାନେ ବହତ ପରିଶ୍ରମୀ ବହୁତ ଶୁଭ ମଧ୍ୟ ହୋଇଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *