ଏହି ୪ଟି ନାମର ଝିଅଙ୍କୁ ପ୍ରେମ କରିବେ ତ ◆ବର୍ବାଦ◆ ହୋଇଯିବେ ।

girls

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ସବୁ ପୁଅ ମାନେ ଏହି କଥା ଚାହାଁନ୍ତି କି ସେମାନଙ୍କର ବି ଗୋଟିଏ ଗାର୍ଳଫ୍ରେଣ୍ଡ ରହୁ ବୋଲି । ସେମାନେ ବି ନିଜର ସବୁ କଥା କୁ ସେମାନଙ୍କ ସହିତ ସେୟାର କରି ପାରନ୍ତୁ ବୋଲି । ହେଲେ ସେହି ପରି କ୍ଷେତ୍ର ରେ ଲାଇଫ୍ ରେ ଯଧି କୈଣସି ଭଉଲ ଟାଇଫ୍ ର ଝିଅ ଆସି ଜାଇ ଥାନ୍ତି ତେବେ ଲାଇଫ୍ ରେ ଗାର୍ଲ ଫ୍ରେଣ୍ଡ ନ ରହିବା ହିଁ ବେଟର ବୋଲି ସେମାନେ ଭାବନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଚାରୋଟି ନାମ ର ଝିଅ ମାନଙ୍କ ବିଷୟ ରେ କହିବୁ ଯେଉଁ ମାନଙ୍କୁ ଆପଣ ମାନେ ଯଦି ପ୍ରେମ କରିବେ ତେବେ ନିଶ୍ଚିତ ଭାବେ ବର୍ବାଦ୍ ହୋଇ ଯିବେ । ତେବେ ଆସନ୍ତୁ ଜାଣି ନେବା ପ୍ରଥମେ ହେଲା C ନାମର ଝିଅ ଯେଉଁ ଝିଅ ମାନଙ୍କ ନାମ ଏହି C ଅକ୍ଷ ରୁ ଆରମ୍ଭ ହୋଇ ଥାଏ ସେମାନେ ଟିକିଏ ଚିଡା ଟାଇଫ୍ ର ହୋଇ ଥାନ୍ତି ।girls

ମାନେ ଟିକିଏ ଟିକିଏ କଥା ରେ ସେମାନେ ରାଗ କରି ବସନ୍ତି । ଆଉ ଏମାନେ ରାଗିଲେ ଏମାନଙ୍କ ରାଗ ସ୍ୱର୍ଗ କୁ ପହଁଚି ଯାଏ । ଏମାନେ କେବେ ବି ନିଜ ଲାଇଫ୍ ରେ ଆର୍ଡଜଷ୍ଟ କରିବା ଜାଣନ୍ତି ନାହିଁ । ଏମାନେ ସବୁ ବେଳେ ନିଜର ଭଉଲ କୁ ଦେଖନ୍ତି ନାହିଁ । ଏମାନଙ୍କୁ ପ୍ରେମ କଲେ ପସ୍ତେଇବେ । ଦୁଇ ରେ L ନାମ ର ଝିଅ ମାନେ ଏମାନଙ୍କୁ ରାଗ ବବହୁତ ଶୀଘ୍ର ଆସେ । ଏବଂ ଏହା ସହିତ ଏମାନେ ଝଗଡା କରିବାରେ ବହୁତ ମାହୀର ବି ହୋଇ ଥାନ୍ତି । ରାଗ ଆସିବା ପରେ ସେମାନେ ସାମ୍ନା ବାଲା କୁ ଓଲଟା ସିଧା ବି କିଛି ବି କହି ଦେଇ ଥାନ୍ତି ।girls

ସବୁ ସମୟ ରେ ଏମାନେ ଚିଡଚିଡା ପଣ କୁ ନେଇ ବସି ଥାନ୍ତି । ସେହି ପରି 3 ରେ ହେଲା P ନାମର ଝିଅ ଏମାନେ ଟିକିଏ ଜିଦି ସ୍ୱଭାବ ର ହୋଇ ଥାନ୍ତି । ଏମାନେ ରାଗିବା ପରେ ଏମାନଙ୍କୁ ମନେଇବା ବହୁତ କଷ୍ଟ ହୋଇ ଥାଏ । ଏମାନଙ୍କ ଜିଦି କାମ ଯୋଗୁଁ ଏମାନେ ରାଗିବା କାନ୍ଧିବା ଏବଂ ପାଟି କରି ଥାନ୍ତି । ସେହି ପରି ସେଷରେ ରହିଛି T ନାମର ଝିଅ ଏମାନେ ସବୁ ସମୟ ରେ ଚିପ୍କୁ ଟାଇଫ୍ ର ହୋଇ ଥାନ୍ତି । ଜାହା ପ୍ରତି ଏମାନେ ମନ ଲଗେଇ ଦେଇ ଥାନ୍ତି ତାର ପିଛା ଏମାନେ ମୋଟେ୍ ବି ଛାଡନ୍ତି ନାହିଁ । ଏମାନେ ଟିକିଏ ଟଙ୍କା ଳୋଭି ହୋଇ ଥାନ୍ତି । ଏମାନଙ୍କର ପ୍ରତି ମାସ ରେ ବୟଫ୍ରେଣ୍ଡ ଚେଞ୍ଚ୍ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *