ଆପଣ ମାନେ ଜାଣିଥିବେ IAS,IPS,IFS ଏମିତି କିଛି ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ପଚାରାଯାଏ। ପ୍ରଶ୍ନ ଟି ଶୁଣିବା ପେର ଆପଣ ତାହାକୁ ନକରତ୍ମାକ ଦିଗକୁ ଆଡକୁ ଅଗ୍ରସର ହେବେ ନାହିଁ କାରଣ ପ୍ରଶ୍ନର ଉତ୍ତର ବହୁତ ସରଳିଆ ଆପଣ ଖାଳି ଟିକେ ମାଇଣ୍ଡ ଖଟିଲେ ଏହାର ଉତ୍ତର ମଜାଳିଆ ହେବ ।
ଯେକୈଣସି ପ୍ରାଇଭେଟ୍ କାର୍ଯ୍ୟ ହେଉ କିମ୍ବା ଗଭରର୍ମେଣ୍ଟ କାର୍ଯ୍ୟ ହେଉ ସବୁ ସ୍ଥାନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଇଣ୍ଟରଭିୟୁ ମାଧ୍ୟମରେ ଆମ ମାନଙ୍କୁ ପଚରା ଯାଇଥାଏ। ଏହି ବିଷୟରେ ଆପଣ ମାନେ ତ ଭଲ ଭାବେ ଜାଣିଥିବେ।ଇଣ୍ଟରଭିୟୁ ସମୟରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ , ଯାହାର ଉତ୍ତର ଆମ ପାଖରେ ନଥାଏ। ସେମିତିରେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହାର ଉତ୍ତର ବହୁତ୍ କମ୍ ଲୋକ ମାନେ ଜାଣନ୍ତି। ଏହା ଆପଣ ମାନଙ୍କୁ କହିବାର ଅର୍ଥ ହେଉଛି କି ଏହି ଭଳି କିଛି ପ୍ରଶ୍ନ ଆଇଏସ୍ ଭଳି ବଡ଼ ବଡ଼ ପରୀକ୍ଷା ରେ ଆସିଥାଏ।
ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଗୁଡିକୁ
1) ଯଦି ଆପଣ ସକାଳୁ ଉଠିବା ପରେ ଆପଣଙ୍କୁ ଜଣାଯାଏ କି ଆପଣ ଗର୍ଭବତୀ ଅଛନ୍ତି ତେବେ ସର୍ବ ପ୍ରଥମେ କଣ କରିବେ ? ଉତ୍ତର : ଏହା ଶୁଣି ମୁଁ ଖୁସି ହୋଇଯିବି, ଓ ସବୁଠାରୁ ପ୍ରଥମେ ଏହି ଖୁସି ଖବର ମୋର ସ୍ୱାମୀଙ୍କୁ ଓ ପୁରା ପରିବାରକୁ ସେଲିବ୍ରେଟ୍ କରିବି ।
2) କଣ ଆପଣଙ୍କ ବାହାଘର ପୁର୍ବରୁ କାହା ସହ ଶୋଇପାରିବେ ? ଉତ୍ତର : ହଁ ମୋର ପରିବାରର ଯେ କୌଣସି ସଦସ୍ୟଙ୍କ ସହ ଶୋଇପାରିବି , କାରଣ ନିଜ ପରିବାର ସହ ଶୋଇବା କେଉଁ ଭୁଲ୍ କଥା ନୁହେଁ ।
3) ଶରୀରର କେଉଁ ଅଙ୍ଗ ଅଛି ଯାହା ଜନ୍ମ ପରେ ଆସେ ଓ ମୃତ୍ୟୁର ପୁର୍ବରୁ ଚାଲିଯାଏ ? ଉତ୍ତର : ଆମର ଦାନ୍ତ ଜନ୍ମ ପରେ ଆସିଥାଏ , ଓ ମୃତ୍ୟୁ ପୂର୍ବରୁ ଭାଙ୍ଗିଯାଏ ।
4) ଘସି ଘସି କରି ଠିଆ କରିଦେଲ , ଓ ଛେପ ପକାଇ ପଶେଇ ଦେଲ ? ଉତ୍ତର : ଛୁଞ୍ଚିରେ ସୁତା ।
ଏହିପରି ପ୍ରଶ୍ନ ଶୁଣିକରି କିଛି ଅଜବ ଭାବନା ଆସିବାକୁ ଲାଗେ , କିନ୍ତୁ ଏହି ପ୍ରଶ୍ନଗୁଡିକ ବହୁତ ଟ୍ରିକି ହୋଇଥାଏ , ଏହି ପ୍ରଶ୍ନଗୁଡିକ ଶୁଣିକରି ଓ ବୁଝିକରି ଉତ୍ତର ଦେବା ଉଚିତ୍ , କାରଣ ଏହି ପ୍ରଶ୍ନଗୁଡିକ ଦେଖିକରି ଆପଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଏବ୍ , ଲିଖିତ ପରୀକ୍ଷାରେ ପରିଶ୍ରମ କରି ପାସ୍ ହୋଇଗଲେ , ଏବେ ଟିକେ ମାଇଣ୍ତ ଖର୍ଚ୍ଚ କରି ଏହି ପ୍ରଶ୍ନଗୁଡିକ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ । ତେବେ ବନ୍ଧୁ ଗଣ ଏହି ଭଳି କିଛି ମଜାଦାର କଥା ସବୁଦିନେ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ