ମୃତ ବ୍ୟକ୍ତି ବା ପୂର୍ବ ପୁରୁଷଙ୍କ ଫଟୋକୁ କିପରି ରଖିଲେ ଧନ ବୃଦ୍ଧି ହୋଇଥାଏ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ମୃତ ବ୍ୟକ୍ତି ବା ପୂର୍ବ ପୁରୁଷଙ୍କ ଫଟୋ କେଉଠାରେ ଓ କେମିତି ରଖିବା ଉତିତ୍ । କିପରି ରଖିଲେ ଆମକୁ ଧନ ପ୍ରାପ୍ତି ହୁଏ ଆଉ କିପରି ରଖିଲେ ଆମର ଧନ ହାନି ହୁଏ ଏହିଁ ବିସୟରେ ଆଜି ଆମେ ଆଲଚନା କରିବା । ପୃବ ପୁରୁଷଙ୍କ ଫଟୋ ଘରେ ରଖିଲେ ତାଙ୍କର ଆଶ୍ରୀବାଦ ପ୍ରାପ୍ତ ହେଇଥାଏ ସେମାନଙ୍କ ଶୁଭ ଦୃଷ୍ଟି ଆମ ଉପରେ ରହିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ମୃତ ବ୍ୟକ୍ତିଙ୍କ ଫଟୋ କେଉ ଦୀଗରେ ରଖିଲେ ଶୁଭ ହୋଇଥାଏ କେଉ ଦୀଗରେ ରଖିଲେ ଅଶୁଭ ହୋଇଥାଏ ଜାଣନ୍ତୁ । ପ୍ରଥମତ ସର୍ମ୍ପକିୟ ମୃତ ବ୍ୟକ୍ତିର ଫଟୋ କେବେବି ପୃବ ଦୀଗ ଉତ୍ତର ଦୀଗ କିମ୍ବା ଉତ୍ତର ପୃବ ଐଶାନ୍ୟ କଣରେ କେବେବି ରଖନ୍ତୁ ନାହିଁ କାରଣ ଏହିଁ ଦୀଗ ଭଗବାନଙ୍କ ଫଟୋ ରଖିବା ଦୀଗ ।death

ଏହିଁ ଦୀତରେ ଭଗବାନ ବାସ କରନ୍ତି ତେଣୁ ଏହି ଦୀଗରେ ମୃତ ବ୍ୟକ୍ତି ବା ପୂର୍ବ ପୁରୁଷଙ୍କ ଫଟୋ ରଖିବା ଅନୁଚିତ୍ । ଦକ୍ଷଣ ଦୀଗରେ ଯେଉ ରୁମ ଥିବ ସେହି ରୁମ ଥିବ ଆପଣ ଏହିଁ ଫଟୋ ରଖି ପାରିବେ । ଯଦି ଅଧିକ ରୁମ ନାହିଁ ତେବେ ସେହିଁ ରୁମର ଦକ୍ଷଣ ଦୀଗରେ ଆପଣ ମୃତ ବ୍ୟକ୍ତିର ବା ପୃବ ପୁରୁଷଙ୍କ ଫଟୋ ରଖି ପାରିବେ । ଯଦି ଦକ୍ଷଣ ଦୀଗରେ କିଛି ଅସୁବିଧା ଥାଏ ତେବେ ଆପଣ ପଶ୍ଚିମ ଦୀଗ ବା ଦକ୍ଷଣ ପଶ୍ଚିମ କଣରେ ଆପଣ ଏହାକୁ ରଖି ପାରିବେ । ଦକ୍ଷଣ ଦୀଗରେ ପୃବ ପୁରୁଷଙ୍କ ପଟୋ ରଖିଲେ ସେମାନଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ ଓ ସେମାନଙ୍କ ଆଶ୍ରୀବାଦ ଦ୍ୱାରା ଆମର ଉୃନତି ହୋଇଥାଏ ଏବଂ ଆମକୁ ଧନ ସମ୍ପଦ ପ୍ରାପ୍ତ ହୋଇଥାଏ ।photo

ଦିତୀୟ କଥା ହେଉଛି ମୃତ ବ୍ୟକ୍ତିଙ୍କ ଫଟୋ କେବେବି ଠାକୁର ଘରେ ଠାକୁର ଥିବା ସ୍ଥାନରେ ରଖନ୍ତୁ ନାହିଁ । ଏହା ବ୍ୟତିତ ଚନ୍ଦନ ବା ତିଳକ ମୃତ ବ୍ୟକ୍ତର ପଟୋରେ ଲଗାଉଛନ୍ତି ଦେବତାଙ୍କ କାର୍ଯ୍ୟରେ ଲଗାନ୍ତୁ ନାହିଁ ବା ଯାହା ଦେବତାଙ୍କ କାର୍ଯ୍ୟରେ ଲାଗେ ତାକୁ ପୃବ ପୁରୁଷଙ୍କ ପଟୋରେ ଲଗାନ୍ତୁ ନାହିଁ । ଏହା କରିବା ଦ୍ୱାରା ଘରର ବହୁତ କ୍ଷତି ହୋଇଥାଏ ଘରର ଧନ ସମ୍ପତି ହାନି ହୋଇଥାଏ ଏବଂ ଘରେ କଳହ ଶୃଷ୍ଟି ହୋଇଥାଏ ତେମୁ ଏହିଂ ସବୁ କଥାର ଦୃଷ୍ଟି ଦିଅନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *