ସୌଭାଗ୍ୟ ଶାଳୀ ମହିଳାଙ୍କ ଶରୀରରେ ଥାଏ ଏହି 7 ଟି ଚିହ୍ନ , ନିଶ୍ଚୟ ପଢନ୍ତୁ

saubhagya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ସଂଙ୍କେତ ବିଷୟ ରେ କହିବୁ ଜାହା ଦ୍ୱାରା ଆପଣ ମାନଙ୍କୁ ସୈଭାଗ୍ୟ ଶାଳୀ ମହିଳା ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପରିବେ । ଆମ ହିନ୍ଧୁ ଧର୍ମରେ ମହିଳା ମାନଙ୍କୁ ଘର ର ଲକ୍ଷ୍ମୀ ବୋଲି ମନା ଯାଏ । ଯଦି ଗୋଟିଏ ହିନ୍ଧୁ ପରିବାର ରେ ଶିଶୁ କନ୍ୟା ର ଜନ୍ମ ହୋଇ ଥାଏ । ତେବେ ସେହି ଘର କୁ ମାତା ଲକ୍ଷ୍ମୀ ଙ୍କର ପ୍ରବେଶ ହୋଇଛି ବୋଲି ଜାଣି ନେବେ । ହେଲେ ଏମିତି ରେ କିଛି ମହିଳା ମାନେ ଏମିତି ବି ରହି ଥାନ୍ତି ଯେଉଁ ମାନେ ଅଶୁଭ ଏବଂ ଶୈଭାଗ୍ୟ ଶାଳୀ ହୋଇ ନ ଥାନ୍ତି । ହେଲେ ଏମିତି ବି କିଛି ମହିଳା ମାନେ ରହି ଥାନ୍ତି ଯେଉଁ ମାନେ ଶୈଭାଘ୍ୟ ଶାଳୀ ଏବଂ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି ।

divya

ସେହି ପରି ଶାସ୍ତ୍ର ରେ ଏମିତି କୁହା ଜାଇଛି କି ମହିଳା ମାନଙ୍କର କୈଣସି ବି ଅଙ୍ଗ ବଡ ହୋଇ ଥିଲେ ସେମାନେ ନିଜ ପରିବାର ପାଇଁ ଶୈଭାଗ୍ୟ ଶାଳୀ ହୋଇ ଥାନ୍ତି । ସେମିତି ରେ ମହିଳା ମାନଙ୍କର ବଡ ନଖ ତ ଆପଣ ମାନେ ଦେଖି ଥିବେ ହେଲେ ଗୋଲାପୀ ରଙ୍ଗ ର ନଖ ଆପଣ ମାନେ ଯେଉଁ ମହିଳା ମାନଙ୍କର ଦେଖିବା ପାଇ ଥାନ୍ତି ସେମାନେ ଭାଗ୍ୟଶାଳୀ ହୋଇ ଥାନ୍ତି । ସେହି ପରି ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ମଧ୍ୟମ ଆଙ୍ଗୁଳୀ ଆବଶ୍ୟକ ଠାରୁ ଲମ୍ବା ହୋଇ ଥାଏ। ସେହି ମାନେ ଦୁୁର୍ଭାଘ୍ୟ ଶାଳୀ ମହିଳା ହୋଇ ଥାନ୍ତି।

girrl

ଏହି ମହଳା ମାନଙ୍କୁ ବିବାହ କରିବା ପୂର୍ବ ରୁ ଭାବି ଚିନ୍ତି କରିବା ଦରକାର । ସେହି ପରି ଦୁଇ ରେ ବାମ ଗାଲ ରେ ତୀଳ ଚିହ୍ନ ବା କଳା ଜାଇ ଥିବା ମହିଳା । ଏହି ପରି ମହିଳା ମାନେ ବହୁତ ପରିବାର ର ଧ୍ୟନ ରଖି ଥାନ୍ତି । ଏମାନେ ଖାଦ୍ୟ ପ୍ରେମୀ ହୋଇ ଥାନ୍ତି । ସେହି ପରି ଲମ୍ବା ନାକ ରହି ଥିବା ମହିଳା ମାନେ କିଛି ବି ପରିସ୍ଥିତି କୁ ସାମ୍ନା କରି ସେମାନେ ନିଜ ପରିବାର କୁ ଆଗ ବଞ୍ଚାଇ ଥାନ୍ତି । ଏମାନଙ୍କୁ ପଇସା ଖର୍ଚ୍ଚ କରିବାର ବହୁତ ସୈକ୍ ରହି ଥାଏ । କିନ୍ତୁ ଏମାନେ କେବେ ବି ବେକାର୍ କାର୍ଯ୍ୟ ରେ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ । ଏମାନେ ଯେଉଁ ଠାରେ ବି ଟଙ୍କା ଖର୍ଚ୍ଚ କରନ୍ତି ସେହି ଠାରେ ସେମାନଙ୍କୁ ପ୍ରଚୁର ଲାଭ ମିଳେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *