ହସ୍ତ ମୌଥୁନ ( ହଲେଇବା ) , ଭଲ ନା ଖରାପ ଜାଣନ୍ତୁ ଏହି ପୋଷ୍ଟରୁ

hand-job

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ହସ୍ତମୈଥୁନ ବିଷୟ ରେ ସମସ୍ତ ଙ୍କ ପାଇଁ ଏହା ବହୁତ ଆବଶ୍ୟକ ହୋଇ ଥାଏ । ମନୁଶ୍ୟ ଜିବନ ରେ ଖାଇବା ଶୋଇବା ଯେମିତି ଆବଶ୍ୟକ ହୋଇ ଥାଏ ସେହି ପରି ଭାବେ ଏହା ବି ଜିବନ ରେ ବହୁତ ଆବଶ୍ୟକତା ରହି ଥାଏ । ଏହି ଜିନିଷ ଆପଣ ମାନେ କରୁଛନ୍ତି ମାନେ ଆପଣଙ୍କର ଯୈନ ଚର୍ଯ୍ୟ ରହିଛି । ଏହି ଦୁନିଆଁ ରେ ଏମିତି କେହି ବି ନାହାଁନ୍ତି ଯେଉଁ ମାନଙ୍କର ଏହି ପ୍ରତି ଇଚ୍ଛା ରହେ ନାହିଁ । ହେଲେ ସମସ୍ତେ ଏହି ବିଷୟ ରେ ପ୍ରକାଶ କରନ୍ତି ନାହିଁ ।

womans

ବର୍ତମାନ ସମୟ ରେ ବିଜ୍ଞ୍ୟାନ ବି ଏହା କରିବା ପାଇଁ କହୁଛି । ଏହା କରିବା ଦ୍ୱାରା ଆପଣ ମାନଙ୍କ ମାନଶୀକ ଏବଂ ଶାରୀରିକ ସ୍ଥର ରେ ଫିଟ୍ ରହିବେ । ହେଲେ ଏହାର ସାଇଡିଫିକେଟ୍ ବି ବହୁତ ଗମ୍ଭୀର ରହିଛି । ତେବେ ଏହି ସବୁ ବିଷୟ ରେ ଆଜି ଆଲୋଚନା କରିବା । ତେବେ ବନ୍ଧୁଗଣ ଏହାକୁ ଅଧିକ ଥର କରିବା ଭଲ ନୁହେଁ । ସବୁ ଜିନିଷ ର ଏକ ନିର୍ଦିଷ୍ଟ ଅନୁପାତ ରହି ଥାଏ । ଜାହା ଅନୁସାରେ ଏହାକୁ କରା ଜାଇ ଥାଏ । ସେମିତି ରେ ଯେତେ ବେଳେ ଆମ ର କୈଶର ଅବସ୍ଥା ଆଶି ଥାଏ ତେବେ ସେହି ସମୟ ଠାରୁ ଆମର ବିର୍ଜ୍ୟ ପ୍ରସ୍ତୁତ ହେବା ଆରମ୍ଭ ହୋଇ ଥାଏ । ଆଉ ଯଦି ଆପଣ ମାନେ ସେହି ଦିନ ଠାରୁ ଏମିତି ହିଁ ଏହାକୁ ବାହାର କରିବାରେ ହିଁ ଲାଗି ପଡିବେ ତେବେ ଆପଣ ମାନଙ୍କ ବୈବାହିକ ଜିବନ ସଂମ୍ପର୍ଣ୍ଣ ଭାବେ ନଷ୍ଟ ହୋଇ ଯିବ ।

ସେହି ସମୟରେ ଶାରୀରିକ ଏବଂ ମାନଶୀକ ବୃଦ୍ଧି ହୋଇ ଥାଏ ତେଣୁ ଏମିତି କରିବା ଦ୍ୱାରା ଏହି ସବୁ ର ବିକାଶ ହୋଇ ପାରେ ନାହିଁ । ସେମିତି ରେ ଆପଣ ମାନ ଯଦି ଏହି ବିର୍ଯ୍ୟ କୁ ଏବେ ଯାଏ ଏମିତି ବାହାର କରି ଆସିଛନ୍ତି ଏବଂ ଏବେ ଏହି ବିଷୟରେ ଭାବୁଛନ୍ତି ତେବେ ଆପଣ ମାନେ କୈଣସି ଆୟୁର୍ବେଦ ର ଜାର୍ତର ଙ୍କ ପାଖରେ ପରାମର୍ଶ ନିଅନ୍ତୁ ।

girls

ହେଲେ ବିଜ୍ଞ୍ୟାନ ଅନୁସାରେ ଏହା କରିବା ବହୁତ ଭଳ ଅଟେ । ହେଲେ ଅତ୍ୟାଧିକ ଥର କରିବା କେବେ ବି ଭଲ ହୋଇ ନ ଥାଏ । ସେମିତି ରେ ଆପଣ ମାନେ ବିବାହ ପୂର୍ବ ରୁ ଏହି କାମ କୁ ବାରମ୍ବାର କରୁଛନ୍ତି ତେବେ କୈଣସି ବି ଅସୁବିଧା ନାହିଁ ଆପଣ ମାନେ ଏବେ ବି ଏହାକୁ ସଞମ ର ସହିତ କୋଣ୍ଟ୍ରୋଲ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *