ଓଡ଼ିଆ ହିରୋ ମାନଙ୍କ ମଧ୍ୟରୁ ସବୁଠୁ ଧନୀ କିଏ ? କାହାର କେତେ ସମ୍ପତ୍ତି

odia-he

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଓଡ଼ିଶାର ସବୁଠୁ ଧନୀ ଅଭିନେତା ଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଏଠାରେ ଆମେ ମୂଖ୍ୟତଃ ଭାବେ ଚାରୋଟି ଅଭିନେତା ଙ୍କ ବିଷୟ ରେ କଥା ହେବା । ଯେଉଁ ମାନେ ବର୍ତମାନ ସମୟରେ ଆମ ଓଲିଉଡ ରେ ରାଜ କରୁଛନ୍ତି , ତେବେ ଆମେ କହି ରଖୁଛୁ ଏହି ତଥ୍ୟ ଇଣ୍ଟରନେଟରୁ ସଂଗୃହିତ

sabyasachi mishra

ପ୍ରଥମେ ରହିଛନ୍ତି ସବ୍ୟସଚୀ ମିଶ୍ର ସେ 2007 ମସିହା ରେ ପାଦ ଦେଇ ଥିଲେ ପ୍ରଥମ ଫିଲ୍ମ ହିଁ ହିଟ୍ ହୋଇ ଥିଲା ଏବଂ ତାହା ଥିଲା ପାଗଳ ପ୍ରେମୀ । ଏବଂ ତାହା ସୁପର ହିଟ୍ ଥିଲା ବର୍ତମାନ ଯାଏ ସେ 36 ଟି ଓଡ଼ିଆ ଫିଲ୍ମ କରିଛନ୍ତି । ଏବଂ ସେ ଗୋଟିଏ ଫିଲ୍ମ କରିବା ପାଇଁ 7 ରୁ 8 ଲକ୍ଷ ଟଙ୍କା ନେଇ ଥାନ୍ତି , ତେବେ ପାଖା ପାଖି ସେ 2 ରୁ 3 କୋଟି ସମତ୍ତିର ମାଲିକ , ଏହି ସମୟରେ ନିଜର ମହତ୍ତ୍ୱ କାମ ପାଇଁ ସବ୍ୟସଚୀ ଫେମୋସ ।

arindomm

ଏହା ପରେ ରହିଛନ୍ତି ଅରିନ୍ଦମ୍ ରୟ । ସେ 2006 ମସିହା ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ଥିଲେ । ତାଙ୍କର ପ୍ରଥମ ଫିଲ୍ମ ପ୍ରେମ ଋତୁ ଆସିଲାରେ । ଜାହାକୁ ସୁପର ହିଟ୍ ହୋଇ ଥିଲା । ସେ ଗୋଟିଏ ଫିଲ୍ମ ପାଇଁ 10 ରୁ 12 ଲକ୍ଷ ଟଙ୍କା ନେଇ ଥାନ୍ତି , ନିକଟରେ ସେ ଜଣେ ବିଧାୟକଙ୍କ ଭଉଣୀଙ୍କୁ ବିବାହ କରିଥିଲେ , ତାଙ୍କର ଆନିମାନୀକ ସମତ୍ତି ପାଖା ପାଖି 3 ରୁ 4 କୋଟି ହେବ ।

bab

ଏହା ପରେ ରହିଛନ୍ତି ବାବୁ ସାନ ମହାନ୍ତି ସେ 2009 ରେ ଫିଲ୍ମ ରେ ପାଦ ଦେଇ ଥିଲେ ତାଙ୍କର ପ୍ରଥମ ଫିଲ୍ମ ରୋମିଓ ଦା ଲଭର ବୟ ଏବଂ ପରେ ପରେ ସେ ଯେତେ ବି ଫିଲ୍ମ କରିଛନ୍ତି ସବୁ କିଛି ସୁପର ହିଟ୍ ହୋଇଛି । ଏବଂ ସେ ନିଜ ଜିବନ କାଳ ମଧ୍ୟ ରେ 40 ଟି ଓଡ଼ିଆ ଫିଲ୍ମ କରିଛନ୍ତି । ସେ ଗୋଟିଏ ଫିଲ୍ମ ପାଇଁ 16 ରୁ 20 ଲକ୍ଷ ଟଙ୍କା ନେଇ ଥାନ୍ତି , ତେବେ ତାଙ୍କର ହାରା ହାରି ସମତ୍ତି ସେହି 2 ରୁ 3 କୋଟି ହେବ ।

anubh

ଏବଂ ସେଷ ରେ ରହିଛନ୍ତି ଅନୁଭବ ମହାନ୍ତି । ସେ ଫିଲ୍ମ ରେ ପାଦ ଦେଇ ଥିଲେ 2004 ରେ ତାଙ୍କର ପ୍ରଥମ ଫିଲ୍ମ ଆଇଲଭ ୟୁ ଥିଲା । ଏବଂ ଅନୁଭବ ମହାନ୍ତି ଓଡ଼ିଶା ରେ ସବୁଠୁ ଧନୀ ଅଭିନେତା ସେ ଗୋଟିଏ ଫିଲ୍ମ ପାଇଁ 25 ରୁ 30 ଲକ୍ଷ ଟଙ୍କା ନେଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *