ଗୋଟେ ଫିଲ୍ମ କରିବା ପାଇଁ କେତେ ଟଙ୍କା ନିଅନ୍ତି ଅନୁଭବ ମହାନ୍ତି

habu-bhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଅନୁଭବ ମହାନ୍ତି ଓଲିଉଡ ର ଜଣେ ସୁପର ଷ୍ଟାର ଏବଂ ବାଦସାହ ଏବଂ ବଡ ଅଭିନେତା ଭାବେ ପରି ଗଣିତ ହୋଇ ଥାନ୍ତି । ତେବେ ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ କେତେ ଟଙ୍କା ନେଇ ଥାନ୍ତି । ତା ସହିତ ତାଙ୍କର ଫିଲ୍ମ କରିବା କେରିଅର କୁ ନେଇ ବହୁତ କିଛି ଅଜଣା ତଥ୍ୟ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ।

anubhav

ଆପଣ ମାନେ ଜାଣି ଥିବେ ଅନୁଭବ ମହାନ୍ତି 2004 ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ଆଇଲଭ୍ ୟୁ । ଏବଂ ସେ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ 55 ଟି ଫିଲ୍ମ କରି ସାରିଛନ୍ତି । ତାଙ୍କର ପାଖା ପାଖି ସବୁ ଫିଲ୍ମ ଗୁଡାକ କୈଣସି ନା କୈଣସି ଫିଲ୍ମ ର କପି ହୋଇ ଥାଏ । ଏବଂ ତାହାକୁ ରିମେକ୍ କରା ଜାଇ ଥାଏ । ହେଲେ ଏହି ଫିଲ୍ମ ଗୁଡିକ ତାଙ୍କର ସବୁ ସମୟ ରେ ସୁପର ହିଟ୍ ହୋଇ ଥାଏ ଆପଣ ମାନେ ବି ତାଙ୍କର ଫିଲ୍ମ ଦେଖି ଥିବେ ।

anubhav

ବାଳୁଙ୍ଗା ଟୋକା , ମେଣ୍ଟାଲ , ଗପ ହେଲେ ବି ସତ , ଅଭୟ , ବିଯୁବାବୁ , ପ୍ରେମ୍ କୁମାର ଏହି ସବୁ ଫିଲ୍ମ ଏହି ଫିଲ୍ମ ଗୁଡାକ ରିମେକ୍ ହୋଇ ଥିଲେ ବି ଏହା ଓଡ଼ିଶା ରେ ସୁପର ଡୁପର ହିଟ୍ ହୋଇ ଥାଏ । ସେହି ପରି 2014 ରେ ଅନୁଭବ ମହାନ୍ତି ଇଲେକ୍ସନ ରେ ପାଦ ଦେଇ ଥିଲେ ସେ ଜଣେ ରାଜ୍ୟ ସଭା MP ଭାବେ ମନୋନିତ ହୋଇ ଥିଲେ । ସେହି ପରି ଭାବେ 2019 ରେ କେନ୍ଦ୍ରା ପଡା କୋଣ୍ଟିଚେନ୍ସ ରୁ ଲୋକସଭା ର MP ଭାବେ ମନନିତ ହୋଇ ଥିଲେ।

anubh

ଓଲିଉଡ ରେ ଯେତେ ହିରୋ ରହିଛନ୍ତି ସମସ୍ତ ଠାରୁ ସବୁଠୁ ଅଧିକ ଟଙ୍କୀ ନେଇ ଥାନ୍ତି ଗୋଟିଏ ଫିଲ୍ମ କରିବା ପାଇଁ ଅନୁଭବ ମହାନ୍ତି । କାରଣ ଅନୁଭବ ଙ୍କ ସବୁଠୁ ଅଧିକ ପେନ୍ସ ରହିଛନ୍ତି ଓଡ଼ିଶା ରେ । ସେ ଗୋଟିଏ ଫିଲ୍ମ କରିବା ପାଇଁ 25 ଲକ୍ଷ ରୁ 30 ଲକ୍ଷ ମଧ୍ୟ ରେ ନେଇ ଥାନ୍ତି । ଇଲେକ୍ସନ ରେ ପାଦ ଦେବା ପର ଠାରୁ ସେ ବେଶୀ ଫିଲ୍ମ କରି ପାରୁ ନାହାଁନ୍ତି । ଏବେ ସେ ଗୋଟିଏ ବର୍ଷ ରେ ହିଁ ଗୋଟିଏ ଫିଲ୍ମ କରି ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *