ଭୀମଙ୍କୁ କେମିତି ମିଳିଥିଲା ୧୦,୦୦୦ ହାତୀ ର ବଳ |

bheem

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ପୁରାଣ ଏବଂ ଗ୍ରନ୍ଥ ମଧ୍ୟରୁ ଅନେକ ମୋହାବୀର ଏବଂ ବଳଶାଳି ବ୍ୟକ୍ତି ମାନଙ୍କ ଚରିତ୍ର ବିସୟରେ ଜାଣିଥିବେ । ତେବେ ଆଜି ଆମେ ସେହିଭଳି ଜଣେ ମୋହାନ ବୀର ଏବଂ ବଳଶାଳି ବ୍ୟକ୍ତି ବିସୟରେ ଜାଣିବା । ସେହି ମୋହାବୀରଙ୍କ ନାମ ଭୀମ ଅଟେ ଯାହାଙ୍କ ବଳ ୧୦,୦୦୦ ହାତୀ ସହିତ ସମାନ । କିନ୍ତୁ ଆପଣ ମାନେ ଏହା କେବେ ଭାବିଛନ୍ତି ଏହିଁ ୧୦,୦୦୦ ହାତୀର ବଳ ତାଙ୍କ ମଧ୍ୟରେ ଆସିଲା କେଉଠୁ ତେବେ ଚାଲନ୍ତୁ ଜାଣିବା ସେହି ବସୟରେ । ରାଜା ପାଣ୍ଡୁ ଏବଂ ଦେବୀ କୁନ୍ତିଙ୍କର 5ଚି ପୁତ୍ର ଥିଲେ ଯାହାଙ୍କୁ ଆମେ ପଞ୍ଚୁ ପାଣ୍ଡବ ହିସାବରେ ଜାଣିଛେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛି ମୋହା ବଳଶାଳି ଭୀମ ଏହିଁ ପାଞ୍ଚ ଭାଇଙ୍କୁ ପାଣ୍ଡୁଙ୍କ ପୁତ୍ର ଭବରେ ଲୋକେ ଜାଣିଛନ୍ତି । କିନ୍ତୁ ପ୍ରକୃତରେ ଏମାନେ ଅଲଗା ଅଲଗା ଦେବତାଙ୍କର ପୁତ୍ର ଅଟନ୍ତି । ଯେଉ ଭଳି ଭାବରେ ଯୁଧିଷ୍ଟିର ଧର୍ମ ରାଜଙ୍କର ପୁତ୍ର ସେଥିପାଇଁ ତାଙ୍କୁ ଧର୍ମ ରାଜ ଯୁଧିଷ୍ଟିର ବୋଲି କୁହାଯାଏ ଅର୍ଜୁନ ଇନ୍ଦ୍ର ଦେବଙ୍କ ପୁତ୍ର ଏବଂ ନକୁଳ ଓ ସହଦେବ ଅସିନି କୁମାରଙ୍କ ପୁତ୍ର ଅଟନ୍ତି ସେହିଭଳି ମୋହା ବଳଶାଳି ଭୀମ ପବନ ଦେବଙ୍କ ପୁତ୍ର ।bhima

ତୁଳସି ଦୁଇ ପତ୍ରରୁ ବାସିଲା ଭଳି ଭୀମଙ୍କର ବୀରୋତ ତାଙ୍କର ପିଲା ବେଳରୁ ହିଁ ଜଣା ପଡିଯାିଇ ଥିଲା । ଦୀନେ ପଞ୍ଚୁ ପାଣ୍ଡବ ଓ କୈରବ ମାନେ ସାଙ୍ଗ ହୋଇ ଖେଳୁଥିଲେ କିନ୍ତୁ ଭୀମ ସବୁବେଳେ କୈରବ ମାନଙ୍କୁ ଖେଳରେ ହରାଇ ଦେଉଥିଲେ ଏବଂ ହଇରାଣ ମଧ୍ୟ କରୁଥିଲେ । ଏଥିପାଇଁ କୈରବ ଗୋଟିଏ ଉପାୟ ଚିନ୍ତା କଲେ ସେମାନେ ଦୀନେ ପାଣ୍ଡବ ମାନେ ନଇରେ ସ୍ନନ କରୁଥିବା ସମୟରେ ଦୃଯ୍ୟଧନ ଭୀମଙ୍କ ଖାଦ୍ୟରେ ବିଷ ମିସାଇ ଦେଇଥିଲେ ଭୀମ ସେ ଖାଦ୍ୟକୁ ଖାଇଲା ପରେ ବେହୁସ୍ ହୋଇଁଯାଇଁ ଥିଲେ ଭୀମ ବେହୁସ୍ ହୋଇ ସାରିଲା ପରେ ଦୃଯ୍ୟଧନ ଭୀମଙ୍କୁ ଏକ ଶିକୁଳିରେ ବାନ୍ଧୀ ନଇକୁ ଫିଙ୍ଗୀ ଦେଇଥିଲେ ଭୀମ ଯାଇଁ ନାଗ ଲୋକରେ ପଡିଥିଲେ । ଏହା ପରେ ନାଗ ଲୋକର ସର୍ପ ମାନେ ତାଙ୍କୁ ମାରିବା ପାଇଁ ବାରମ ମ୍ବାର ଦଙ୍ଗସନ କରିଥିଲେ ନାଗ ମାନଙ୍କର ଦଙ୍ଗସନ ଦ୍ୱାରା ତାଙ୍କ ଦେହରେ ଥିବା ବିଷ କଟି ଯାଇଁଥିଲା ଏବଂ ଭୀମ ସୁସ୍ଥ ହୋଇ ଯାଇଁଥିଲେ । ତାପରେ ନିଜ ଚତୃପ୍ରାସରେ ଥିବା ସାପ ମାନଙ୍କୁ ଦେଖି ସେମାନଙ୍କ ସହ ଲଢେଇ କରିବା ଆରମ୍ଭ କରିଦେଲେ ସେହି ଲଢେଇ ମଧ୍ୟରେ ଅନେକ ସାପ ମରିଗଲେ ଏବଂ ଆଉ ବାକିତକ ନାଗ ମାନେ ନାଗଲୋକର ଦେବତା ବାଶୁକୀଙ୍କ ପାଖକୁ ଯାଇଁ ଭୀମଙ୍କ ବିସୟରେ ସବୁ କଥା କହିଲେ ।bheem

ଏହା ପରେ ନାଗ ଦେବତା ବାଶୁକୀ ଏବଂ ତାଙ୍କର ଦୁଇଁଜଣ ସାଙ୍ଗ ମିସି ତାଙ୍କ ପାଖକୁ ଆସିଲେ ନାଗଦେବ ବାଶୁକୀଙ୍କ ଦୁଇ ସାଙ୍ଗ ମଧ୍ୟରେ ଆରିଏକ ନାମକ ଜମେ ନାଗ ଥିଲେ ଜିଏକି ଭୀମଙ୍କର ଅଜାଙ୍କ ଅଜା ଥିଲେ ସେ ଭୀମଙ୍କ ଦେଖି ଚିହ୍ନି ପାରିଲେ । ଏବଂ ବାଶୁକୀଙ୍କୁ ଅନୁରୋଧ କରି ତାଙ୍କ ସୁସ୍ଥ କରିବା ପାଇଁ କହିଥିଲେ ଏହାପରେ ନାଗଦେବ ବାଶୁକୀ ଭୀମଙ୍କୁ ଏକ ଯାଦୁ ଭରି ପାତ୍ରର ପାଣି ପିଆଇଥିଲେ ସେ ପାଣିରେ ୧୦,୦୦୦ ହାତୀ ର ବଳ ରହିଥିଲା ସେହି ପାଣିକୁ ପିଇଲା ପରେ ଭୀମଙ୍କ ବଳ ୧୦,୦୦୦ ହାତୀ ର ବଳ ସହିତ ସମାନ ହୋଇଗଲା । ତେବେ ଆଜି ଆପଣ ମାନେ ଜାଣିଲେତ ଭୀମଙ୍କ ମଧ୍ୟରେ ୧୦,୦୦୦ ହାତୀ ର ବଳ କେଉଠୁ ଏଂବ କିପରି ଆସିଲା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *