( ପବିତ୍ର ଜନ୍ମାଷ୍ଟମୀ ) 11 ଅଗଷ୍ଟରେ ଏହିଁ 5ଟି ରାଶି କୋଟିପତି ହେବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପବିତ୍ର ଜନ୍ମାଷ୍ଟମୀ ରେ ପ୍ରଭୁ ଶ୍ରୀକୃଷ୍ଣ ଏହି ଛୋଅ ଗୋଟି ରାଶି ଉପରେ କୃପା ବର୍ଷା କରିବେ । ବହୁତ ଦିନ ର ଅଭିଳାଶ ପୂରଣ ହେବ ତେବେ ଭାାଦ୍ରବ ମାସର କୃଷ୍ଣ ପକ୍ଷ ର ଅଷ୍ଟମୀ ତିଥି ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ଠାରୁ ଏହି ରାଶି ମାନେ ହେବେ ମାଲା ମାଲ୍ । ଏହି ଜନ୍ମାଷ୍ଟମୀ ସକାଳ 9.07 ମିନିଟ୍ ରୁ ଆରମ୍ଭ ହୋଇ ପର ଦିନ ସକାଳ 11.17 ମିନିଟ୍ ଯାଏ ରହିବ । ଏହି ଜନ୍ମାଷ୍ଟମୀ ଦିନ ଠାରୁ 6 ଟି ରାଶି ହେବେ ମାଲା ମାଲ୍ । ତେବେ ଆସନ୍ତୁ ସେହି ରୀଶି ମାନଙ୍କ ବିଷୟ ରେ ଜାଣି ନେବା । ପ୍ରଥମ ରାଶି ମେଷ ରାଶି ଶ୍ରୀକୃଷ୍ଣ ଙ୍କର ଏହି ରାଶି ଉପରେ ଜନ୍ମାଷ୍ଟମୀ ପର ଠାରୁ ବିଷେଶ କୃପା ହେବାକୁ ଯାଉଛି । ଏହି ରାଶି ର ଲୋକ ଙ୍କୁ ସଫଳତା ହାସଲ ଏହି ଦିନ ରେ ହେବ ।krishna

ଏମାନେ କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ସେହି ପରି ଦୁଇ ରେ ରହିଛି ମିଥୁନ ରାଶି ଏହି ଦିନ ରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କର ବିଷେଶ କୃପା ଏହି ରାଶି ର ଲୋକ ମାନଙ୍କ ଉପରେ ହେବାକୁ ଯାଉଛି । ଏମାନେ ବ୍ୟବସାୟ କ୍ଷେତ୍ର ରେ ଏହି ଦିନ ରେ ଲାଭ ବାନ୍ ହେବେ ପରିବାର ଆବଶ୍ୟକତା ତଥା ସ୍ତ୍ରୀ ର ଆବଶ୍ୟକତା କୁ ଆପଣ ପୂରଣ କରିବେ । ବିଦ୍ୟାର୍ଥି ଙ୍କର ଭଲ ପାଠପଢା ରେ ମନ ଲାଗିବ । କନ୍ୟା ରାଶି । କନ୍ୟା ରାଶି ର ଲୋକ ଙ୍କୁ ଶ୍ରୀକୃଷ୍ଣ ଙ୍କ ବିଷେଶ କୃପା ମିଳିଛି । ଅଧିନସ୍ଥ ଲୋକ ମାନଙ୍କ ପୂଜା ସହଯୋଗ ପ୍ରାପ୍ତି ହେବ । ଘରେ ଲାଗି ରହି ଥିବା ବାଦ ବିବାଦ ଏହି ଦିନ ରେ ଦୂରେଇ ଯିବ । ଧନୁ ରାଶି ।krishna

ଏହି ରାଶି ଙ୍କ ଉପରେ ଶ୍ରୀକୃଷ୍ଣ ଙ୍କ ବିଷେଶ କୃପା ରହିଛି । ଚାକିରୀ କ୍ଷେତ୍ର ରେ ଆପଣ ଉନ୍ନତି ହାସଲ କରିବେ । ନୂତନ ଦାୟୁତ୍ୱ ମାନ ହାତ କୁ ନେଇ ପାରନ୍ତି । ଆପଣ ମାନଙ୍କ ହସ ଖୁସୀ ରେ ଜିବନ ଅତିବାହୀତ ହେବ । ସିହଂ ରାଶି । ଏମାନଙ୍କୁ ବି ଶ୍ରୀକୃଷ୍ଣ ଙ୍କ କୃପା ପ୍ରାପ୍ତି ହେବ ଆପଣ ମାନେ କରି ଥିବା ପରିଶ୍ରମ ର ଆପଣ ମାନେ ସଠିକ୍ ଫଳ ପାଇବେ । ଏହି କାରଣ ରୁ ବି ଆପଣଙ୍କ ଜିବନ ରେ ହସ ଖୁସୀ ର ଆଗମନ ହେବାକୁ ଯାଉଛି । କାର୍ଯ୍ୟ କ୍ଷେତ୍ର ରେ ଲାଗି ଥିବା ସବୁ ସମସ୍ୟା ଦୂର ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *