କୌଣସି ହିରୋଇନଠୁ ବି କମ ନୁହଁନ୍ତି ହିମେଶ ରଶମିଆଁ ଙ୍କ ଦ୍ୱୀତିୟ ସ୍ତ୍ରୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡର ଫେମସ୍ ଅଭିନେତା ଏବଂ ସିଙ୍ଗର ହିମେସ୍ ରସ୍ମିଆ ଏହି ନିକଟ ରେ ନିଜର ଜନ୍ମ ଦିନ ପାଳନ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ସେ ବହୁତ ଗୁଡିଏ ଫୋଟ ଏବଂ ଭିଡ଼ିଓ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରି ଥିବାର ବି ଦେଖିବା ପାଇଁ ମିଳି ଥିଲେ । ସେହି ପରି ଭିଡ଼ିଓ ରେ ହିମେସ୍ ନିଜର ୱାଇଫ୍ ସୋନିଆ କୋପୁର ଙ୍କ ସହିତ କେସ୍ କଟ୍ କରୁ ଥିବାର ବି ନଜର ଆସିି ଥିଲେ । ଏହି ଭିଡ଼ିଓ ରେ ସେମାନେ ନିଜ ନିଜ ସହିତ କଥା ବାର୍ତ୍ତା କରୁ ଥିବାର ଦେଖିବା ପାଇଁ ମିଳୁଛନ୍ତି ।ଏବଂ ସେହି ପରି ଭାବେ ଭିଡ଼ିଓ ରେ ସେମାନେ ଏହି କଥା ବି କହିଛନ୍ତି କି ହିମେସ୍ ଙ୍କ ଜନ୍ମ ଦିନ ର କେକ୍ କୁ ସୋନିଆ ହିଁ କଟ୍ କରିଛନ୍ତି ବୋଲି । ଏବଂ ସେମିତି ବେଳେ ତତାଙ୍କର ସୁନନ୍ଦର ସ୍ତ୍ରୀ ଏମିତି କହୁଛନ୍ତି କି କାରଣ ସେମାନେ ଦୁହେଁଁ ଜଣେ ହିଁ ଅଟନ୍ତତି ।himesh

ସେହିଥି ପାଇଁ ସେ କାଟନ୍ତୁ ବା ମୁଁ ଦୁଇଟି ଜଜାକ ସମାନ ହିଁ ଅଟେ । ସେହି ପରି ଆପଣ ମାନଙ୍କୁ କହି ଦେବୁ କି ଏମାନେ ହନିମୋନ୍ ଜାଇ ଥଥିବା ସମୟ ରେ ବି ଏମାନଙ୍କ ଭିଡ଼ିଓଓ ବହୁତ ପରିମାଣ ରେ ଭାଇରଲ ହୋଇ ଥିଲା । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ହିମେସ୍ ଙ୍କ ସୁନ୍ଦରୀ ୱାଇଫ୍ ସୋନିଆ ଙ୍କ ବିଷୟ ରେ କିଛି କଥା ଜାହା ଆପଣ ମାନଙ୍କୁ ବି ଜଣା ନ ଥିବ । ସେମିତି ରେ ଆପଣ ମାନଙ୍କୁ କହି ଦେବୁ କି ହିମେସ୍ ଙ୍କ ୱାଇଫ୍ ସୋନିଆ ତାାଙ୍କ ଠାରୁ 10 ବର୍ଷ ର ଛୋଟ ଅଟନ୍ତି । ସେହିଥି ପାଇଁ ଏମାନଙ୍କ ରିଲେସନ ସିପ୍ ବି ବର୍ତମାନ ସମୟ ରେ ବହୁତ ଷ୍ଟ୍ରଙ୍ଗ ଅଟେ ଏବଂ ସେମାନେ ବର୍ତମାନ ସମୟ ରେ ଗୁଜୁରାଟୀ ଫିଲ୍ମ ରୁ ହିଁ ବିଲଙ୍ଗ କରନ୍ତି । ସେମିତି ରେ ହିମେସ୍ ପୂର୍ବ ମଧ୍ୟ ବିବାହ କରିଛନ୍ତି । କିନ୍ତୁ ତାହା ଭାଙ୍ଗି ଜାଇ ଥିଲା ।wife

ହିମେସ୍ 21 ବର୍ଷ ବୟସ ରେ କୋମଲ ଙ୍କୁ ବିବାହ କରି ଥିଲେ ସେମାନଙ୍କ ଗୋଟିଏ ପୁଅ ବି ରହିଛି । ଜାହାର ନାମ ହେଲା ସୱୟଂ ହେଲେ ସେପ୍ଟେମ୍ବର 2016 ରେ ଏହି କୋପଲ ନିଜ ନିଜ ମଧଧ୍ୟ ରେ ଅଲଗା ହୋଇ ଜାଇ ଥିଲେ । ଜାହା ପରେ ପରେ ହିମେସ୍ ନିଜର ଲଙ୍ଗ ଟାଇମ୍ ଗାର୍ଲ ଫ୍ରେଣ୍ଡ ସୋନିଆ କୋପୁର ଙ୍କ ସହିତ 2018 ରେ ବିବାହ କରି ନେଇ ଥିଲେ । ଏବଂ ଏହି କୋପଲ ଆସୁ ଥିବା ଦିନ ମାନଙ୍କ ରେ ବହୁତ ଗୁଡଡିଏ ଫୋଟ କୁ ସେୟାର କରି ଥାନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *