ଅନଲାଇନ୍ ରେ ପାଠ ପଢିବା ପାଇଁ ହାଇସ୍କୁଲ ଛାତ୍ର ଙ୍କୁ ମିଳିବ ମାଗଣାରେ ସ୍ମାର୍ଟ ଫୋନ୍ ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ଅନଲାଇନ୍ ରେ ପାଠ ପଢିବା ପାଇଁ ହାଇସ୍କୁଲ ଛାତ୍ର ଙ୍କୁ ମିଳିବ ସ୍ମାର୍ଟ ଫୋନ୍ । ଏବେ ମାଗଣା ରେ ପୋନ୍ ଜଗେଇବେ ସରକାର । ଏହି ନ୍ୟଜ୍ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବା ଭଳି ନ୍ୟୁଜ୍ ଅଟେ । ଏବଂ ଏଠାରେ ଇଣ୍ଟ୍ରେଷ୍ଟିଂ ଖବର ଟି ହେଲା କେବଳ ଛାତ୍ରୀ ମାନଙ୍କୁ ଏଠାରେ କେବଳ ହିଁ ସ୍ମାର୍ଟ ଫୋନ୍ ମିଳିବା ପାଇଁ ଯାଉଛି । ତେବେ କେମିତି ମିଳିବ ଆମେ ଆଗକୁ ଆପଣ ମାନଙ୍କୁ କହିବୁ । ହେଲେ ଏଠାରେ ଛାତ୍ର ମାନଙ୍କୁ କଣ ପାଇଁ ମିଳିବ ନାହିଁ ପ୍ରଶ୍ନ ଉଠୁଛି । ଏଠାରେ ଆମେ ଏହି ଖବର ଟି ମିଛ କହୁ ନାହୁଁ ବରଂ ଏହା ପ୍ରମେୟ ନ୍ୟୁଜ୍ ରେ ଆଜି ପବ୍ଲିସ୍ କରା ଜାଇ ଥିବାର ଦେଖିବା ପାଇଁ ମିଳିଛି । ଏବଂ ଗୋଟିଏ ନୁହେଁ ବରଂ 50 ହଜାର ସ୍ମାର୍ଟ ଫୋନ୍ ଯୋଗେଇବେ ।mobile

ଆପଣ ମାନେ ଜାଣି ଥିବେ ଏହି ଲକଡାଉନ୍ ରେ ସମସ୍ତେ ପ୍ରାୟ ମୋବାଇଲ ଜରିଆରେ ପାଠ ପଢୁଛନ୍ତି । ଏହି ସବୁ କୁ ନେଇ ବର୍ତମାନ ସମୟ ରେ ରାଜ୍ୟ ସରକାର ଙ୍କର ଦୃଷ୍ଟି ଖୋଲିଛି ବୋଧ ହୁଏ । ସେହିଥି ପାଇଁ ସେ ଏହି କଥା ଟି କହିଛନ୍ତି । ତେବେ ଅନଲାଇନ୍ ରେ ପାଠ ପଢିବା ସକାସେ ନବମ ଏବଂ ଦଶମ ଶ୍ରେଣୀ ର ପିଲା ମାନଙ୍କୁ ପଞାବ୍ ମୂଖ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ବିଷୟ ରେ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେମମିତି ରେ ଆମେ ଆପଣ ମାନଙ୍କୁ ଏହି କଥା କହିବାର କାରଣ ହେଲା ଏହି ଦିନ ରେ ଅନଲାଇନ୍ ପାଠ ପଢାକୁ ନେଇ ଗୁରୁତ୍ୱ ଦିଆ ଜାଉ ଥିବା ବେଳେ ଆମ ରାଜ୍ୟ ରେ ବି ପିଲା ମାନଙ୍କ ପାଖରେ ଏହି ସୁବିଧା ନାହିଁ ।school

ଏମିତି ରେ ବାପା ମାଆ ଙ୍କ କଥା କହିବା ତେବେ ବହୁତ ଏମିତି ବି ଲୋକ ଆଜିର ଦିନ ରେ ଆମ ରାଜ୍ୟ ରେ ରହିଛନ୍ତି ଯେଉଁ ମାନଙ୍କ ପାଖରେ ମୋବାଇଲ ନାହିଁ ତଥା କି ପେଡ୍ ମୋବାଇଲ ର ବ୍ୟବହାର କରୁଛନ୍ତି ତେବେ ସେମାନେ କେମିତି ପଢିବେ ସେହି ସବୁ କୁ ନେଇ ପ୍ରଶ୍ନ ଉଠୁଛି । ତେବେ ଏହି ଉପରେ ଆପଣ ମାନଙ୍କ ମତା ମତ କଣ ରହିଛି ଆମକୁ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *