ଏ ହେଉଛନ୍ତି ରାଜପାଲ ଜାଦବଙ୍କ ସ୍ତ୍ରୀ , ଦେଖିବାକୁ ସାକ୍ଷାତ ପରି ଭଳି

RAJA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ରାଜ ପାଳ ୟାଦବ୍ ଗୋଟିଏ ଏମିତି ନାମ ଅଟେ ଜାହାଙ୍କ ବିନା କମେଡି ଫିଲ୍ମ ଅଧା ବୋଲି ମନା ଯାଏ । ଫିଲ୍ମ ରେ ନିଜର ମଜାକିଆ ଅନ୍ଦାଜ୍ ରେ ଲୋକ ମାନଙ୍କୁ ହୃଦୟ ରେ ନିଜର ଗୋଟିଏ ଖାସ୍ ଜାଗା ସେ ବନେଇଛନ୍ତି । କମେଡି କ୍ଷେତ୍ର ରେ ସେ ନିଜର ଅଲଗା ହିଁ ପରିଚୟ ସୃଷ୍ଟି କରିଛନ୍ତି । ଆପଣ ମାନଙ୍କୁ ସୂଚନା ଦେବୁ କି ସେ ସଂମ୍ପର୍ଣ୍ଣ 150 ଟି ଫିଲ୍ମ ରୁ ଅଧିକ ଫିଲ୍ମ ରେ କାମ କରିଛନ୍ତି ।

rajj

ରାଜ ପାଳ ୟାଦବ୍ ଆଜି ତାଙ୍କ ଜିବନ ରେ ଯେତେ ସବୁ ମୁକାମ୍ କୁ ଛୁଇଁଛନ୍ତି ତାହା ବର୍ତମାନ ସମୟ ର କେହିବି କଳାକାର ଛୁଇଁ ପାରି ନାହିଁ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ରାଜ ପାଳ ୟାଦବ୍ ଙ୍କ ପରିବାର ତାଙ୍କର ସ୍ତ୍ରୀ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ରାଜ ପାଳ ୟାଦବ୍ ଙ୍କ ଜନ୍ମ 16 ମାର୍ଚ୍ଚ 1971 କୁ ଉତ୍ତର ପ୍ରଦେଶ ର ସାହାଜାହାଁ ପୁର ରେ ହୋଇ ଥିଲା । ତାଙ୍କର ପତ୍ନୀ ଙ୍କ ନାମ ରାଧା ଯାଦବ୍ ଅଟେ । ଜାହାକୁ ବହୁତ ଥର ଫଙ୍ଗସନ୍ ରେ ଦେଖା ଜାଇ ସାରିଛି ।

ସେ ଏହି ଲାଇଫ୍ ଲାଇନ୍ ରୁ ବହୁତ ଦୂର ରେ ରହିବା ପସନ୍ଦ କରନ୍ତି । ସେମିତି ରେ ଗୋଟିଏ ଦଶକ ପୂର୍ବ ରୁ ତାଙ୍କ ପତ୍ନୀ ଙ୍କ ସହିତ ରାଜ ପାଳ ୟାଦବ୍ ଙ୍କ ଦେଖା କାନାଡା ରେ ହୋଇ ଥିଲା । ଏବଂ ପରେ ସେମାନଙ୍କ ମିଳା ମିଶା ସାଙ୍ଗ ଭାବେ ପରିଣତ ହୋଇ ସାରି ଥିଲା । ଏବଂ ପରେ ପରେ ସେମାନେ ବହୁତ ସମୟ ଯାଏ ବହୁତ ପାଖକୁ ଆସି ଗଲେ । ହେଲେ କିଛି ସମୟ ପରେ ସୁଟିଂ ସରିବା ପରେ ସେମାନେ ପଳେଇ ଜାଇ ଥିଲେ । ହେଲେ ସେ ରାଧା ଙ୍କ ହୃଦୟ ରେ ବହୁତ ଖାସ୍ ଜାଗା ବନେଇ ଥିଲେ । ଏବଂ ସେଷ ରେ ରାଧା କୁ ନିଜର ପ୍ରେମ ଭାରତ ଫେରେଇ ଆଣିଲା । ଏବଂ ପରେ ସେମାନେ 2003 ରେ ବବାହ କରି ନେଇ ଥିଲେ ।

rajpalla

ଏବଂ ପରେ ସେମାନେ ଗୋଟିଏ ସାଙ୍ଗରେ ରହିବା ପାଇଁ ପ୍ରତିଜ୍ଞ୍ୟା କରି ନେଲେ । ବର୍ତମାନ ସମୟରେ ତାଙ୍କର ଗୋଟିଏ ଝିଅ ରହିଛି ଏବଂ ସେ ତାଙ୍କ ଝିଅ କୁ ବହୁତ ଭଲ ପାଆନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *