ବର୍ଷାରେ ଭାସିବ ଏହି 13 ଟି ଜିଲ୍ଲା , ଆଗାମୀ 4 ଦିନ ଯାଏ ପ୍ରବଳ ଛେଚିବ ବର୍ଷା

raaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ।ବନ୍ଧୁଗଣ ଉତ୍ତର ବୋଙ୍ଗପ ସାଗରରେ ଆଉ  ଏକ ଲଘୁଚାପ ସୃଷ୍ଟି 9 ଏବଂ 10 ତାରିଖ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରରହିଛି । ତେବେ ଏହି ବିଷୟ ରେ ସଂଂମ୍ପର୍ଣ୍ଣ ଭାବେ ଆସନ୍ତୁ ଜାଣି ନେବା । ଆସନ୍ତା 9 ତାରିଖ ରେ ଉତ୍ତର ବୋଙ୍ଗୋପ ସସାଗର ରେ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାର ରେ 9 ଠାରୁ 12 ତାରିଖ ଯାଏ ପ୍ରବଳ ରୁ ଅତିି ପ୍ରବଳ ବର୍ଷା ହେବାର ବହୁତ ସମ୍ଭାବନା ରହିଛି ବୋଲି ପାଣି ପାଗ ବିଷେଷଜ୍ଞ୍ୟ ମାନେ ଦର୍ଶାଇଛନ୍ତି ।

rain

ତେବେ ପାଣି ପାଗ ବିଭାବ ର ସୂଚନା ଅନୁସାରେ ଦକ୍ଷିଣ ଓଡ଼ିଶା ରେ କିଛି ଜିଲ୍ଲା ମାନଙ୍କ ରେ ଏହି ଲଘୁଚାପ କାରଣ ରୁ ବର୍ଷା ହେବାର ରହିଛି । ଆଞ୍ଚଳିକ ପାଣି ପାଗ ବିଜ୍ଞ୍ୟାନ କେନ୍ଦ୍ର ବିଶେଷଜ୍ଞ୍ୟ HR ବିଶ୍ୱାସ କହିଛନ୍ତି । ଏହି 9 ତାରିଖ ଦିନ ବଲାଙ୍ଗୀର ବୌଦ୍ଧ , କଳାହାଣ୍ଡୀ କନ୍ଧମାଳ ଏବଂ ସୋନପୁର ରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବାର ରହିଛି ।

ସେହି ପରି ଭାବେ ନୂଆ ପଡା , ନବରଙ୍ଗପୁର , ଏବଂ ସୋନପୁର , କୋରାପୁଟ୍ , ଗଞାମ୍ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୋେହି ପରି ଭାବେ 10 ତାରିଖ ରେ ଗଞାମମ୍ ଗଜପତି ,କନ୍ଧମାଳ , କଳାହାଣ୍ଡୀ , ବଲଙ୍ଗୀର ନୂଆ ପଡା , ଏବଂ ନବରଙ୍ଗ ପୁର ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅପର ପକ୍ଷ ରେ ଗତ 4 ତାରିଖ ରେ ସୃଷ୍ଟି ହୋଇ ଥିବା ଲଘୁଚାପ ବର୍ତମାନ ସମୟରେ ଉତ୍ତର ପ୍ରଦେଶ ମୂହାଁ ହୋଇ ଜାଇଛି । ଏହାର ପ୍ରଭାବ ଏବେ ରାଜ୍ୟ ର ସୀମା ରେ ରହିବ ନାହିଁ ।

ହେଲେ ମୈଶୁମୀ ର ଚ୍ରମ୍ପ ସବୁ ସ୍ଥାନ ରେ ରହିଛି । ତେଣୁ ଏହାର ପ୍ରଭାବ ରେ ରାଜ୍ୟ ର କିଛି କିଛି ସ୍ଥାନ ରେ ହ୍ଲାକା ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *