ଅଧିକ ଧାତୁ ନଷ୍ଟ କରିଛନ୍ତି କି ? କେମିତି ଭରଣ କରିବେ ଏବେ ହିଁ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେ ମଣିଷ ହେଉ ବ ମେସିନ ସମସ୍ତଙ୍କର ଗୋଟିଏ working life ରହିଥାଏ ଯେ କୌଣସି ବି ଜିନିଷ କୁ ଅନାବଶ୍ୟକ କାମରେ ଲଗାଇବା ପ୍ରକୃତି ବିରଧୀ ଅଟେ । ଠିକ ସେହିପରି ନିଜର ଶରୀରର କାମୁକତାର ଏବଂ ବିର୍ଯ୍ୟଶକ୍ତି ର ଯେତେବେଳେ ବାରମ୍ବାର ଦୁରୁପଯୋଗ କରାଯାଏ । ଶେଷରେ ଗୋଟିଏ ସମୟ ଆସିଥାଏ ଵ୍ୟକ୍ତିକୁ ଧାତୁ ରୋଗ ହେଇଯାଏ । ଧାତୁ ରୋଗର ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । ଯେପରି ଅଳ୍ପ କିଛି ଉତେଜନାରେ ମଦ୍ୟବିରପାତ ହବା ଯାହାକୁ ଶିଘ୍ରପତନ କହନ୍ତି ବିର୍ୟଶକ୍ତି ର କ୍ଷମତା ବା କ୍ଷମତା ହ୍ରାସ ହେବ ଲିଙ୍ଗ ତେଢା ହୋଇଯିବ ଗୋଟିଏ ସାପ୍ତାହରେ ବାରମ୍ବାର ସପ୍ନଦୋଷ ହେବା ଚବିଶ ଘଣ୍ଟା ।sillping

କେବଳ ସମ୍ଭାଗ ଏବଂ ହସ୍ତମଥୁନ କରିବାର ବିଚାର ଆସିବା ସୁନ୍ଦର ସୁନ୍ଦର ଶରୀର ଧୀରେ ଧୀରେ କୁଶ୍ଚିତ ହେବା ଦୁର୍ବଳ ହେବା ଶରୀର ଏବଂ ମୁହଁରୁ ଦୁର୍ଗନ୍ଧ ଆସିବା ମୁଣ୍ଡ ବୁଲେଇବା ଯଦି ଆପଣଙ୍କର ମଧ୍ୟ ଏପରି ସମସ୍ୟା ଅଛି ଏବଂ ଆପଣ ଏହି ସମସ୍ୟାରୁ ମୁକ୍ତ ହବାକୁ ଚାହୁଁଛନ୍ତି ଏବଂ ଭବିଷ୍ୟତରେ ଏପରି ସମସ୍ୟା ନହେବା ପାଇଁ ଚିନ୍ତା କରୁଛନ୍ତି ଏବଂ ସାବଧାନ ରହିବାକୁ ବିଚାର କରୁଛନ୍ତି ତାହେଲେ ଆପଣଙ୍କୁ ଏବେଠାରୁ ଅଣ୍ଟା ଭିଡି ବାକୁ ହେବ ଓ ସାବଧାନ ରହିବାକୁ ହେବ । ଏବଂ ଆମେ କହୁଥିବା କଥାକୁ ଆପଣଙ୍କୁ ମାନିବାକୁ ହେବ ଆସନ୍ତୁ ଜାଣିବା ସେହି ସମାଧାନର ଉପାୟ । ନମ୍ବର 1-ଆପଣ ପ୍ରତି ଦିନ ରାତି ୧୦ ଟା ମଧ୍ୟରେ ଶୋଇ ଯାଉନ୍ତୁ ଏବଂ ଶୋଇବା ପୂର୍ବରୁ ଯେକୌଣସି ଆଧ୍ୟାତ୍ମିକ ବହି ପଢନ୍ତୁ ବହି ପଢିବା ଦ୍ୱାରା ମନରେ ପବିତ୍ର ଧରଣା ପଡିଥାଏ ।yoga

ଉପାୟ ନମ୍ବର 2-ଆପଣଙ୍କୁ ତିନି ମାସ ପର୍ୟ୍ଯନ୍ତ ସପ୍ନ ଦୋଷ /ଧାତୁ ରୋଗ ଠାରୁ ନିଜ ଧ୍ୟାନ କୁ ଦୁରେଇ ରଖନ୍ତୁ ଅର୍ଥାତ ଏପରି ବିଚାର କରନ୍ତୁ ନାହିଁ ପ୍ରତେକ ମଣିଷର କିଛି ଆକର୍ଷଣ ଶକ୍ତି ରହିଥାଏ । ଏବଂ ବେସି ସମୟ କାର୍ଯ୍ୟ ରେ ଲୀନ ରୁହନ୍ତୁ ଏପରି କିଛି ମାସ କରିବା ଦ୍ୱାରା ଆପଣଙ୍କ ଜୀବନରୁ ବିର୍ଯ୍ୟଶକ୍ତି ଧୀରେ ଧୀରେ କମିବାକୁ ଲାଗିବ । ଉପାୟ ନମ୍ବର 3- ଯେପରି ଆପଣ ସବୁଦିନ ସକାଳେ ବ୍ରସ କରନ୍ତି ସେହିପରି ଆପଣ ପ୍ରତେକ ଦିନ ସକାଳେ ଯୋଗାର ଅଭ୍ୟାସ କରନ୍ତୁ ଯୋଗ କରିବା ଦ୍ୱାରା ସବୁ ପ୍ରକାର ରୋଗ ଭଲ ହେଇଯାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *