କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି – ଭୟଙ୍କର କଥା ଜାଣନ୍ତୁ |

money

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୀବନରେ କେବେ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ । ବାଟରେ ଚାଲୁଥିବା ବେଳେ ଭିଡ ମଧ୍ୟରେ ଠଙ୍କା ପଡିଥିବାର କେବଳ ଆପଣଙ୍କୁ କାହାକି ଦେଖାଯାଏ । ଏମିତି ଘଟଣା ଘଟିବା ଆପଣଙ୍କ ପାଇଁ ଶୁଭ ନା ଅଶୁଭ ତେବେ ଚାଲନ୍ତୁ ଜାଣିବା । କେବେ କେବେ ବାଟରୁ ପାଉଥେବା ଟଙ୍କାର ଖୁସି ବ୍ରଣ୍ନନା ହୋଇପାରି ନଥାଏ । ଟଙ୍କା ପ୍ରତେକ ବ୍ୟକ୍ତିର ଆସା ଇଛା ଏବଂ ଆବଶ୍ୟକତା କୁ ପରଣ କରିଥାଏ । ଏବଂ ଏହି କଳିଯୁଗରେ ଟଙ୍କା ଠାରୁ ବଳବାନ ଆଉ କିଛି ନଥାଏ । ସେହି ଟଙ୍କା ବାଟରୁ ପାଇବା ଆପଣଙ୍କ ପାଇଁ ଶୁଭ ନା ଅଶୁଭ । କେତକ ଲୋକ ପାଉଥିବା ଟଙ୍କାକୁ ନିଜର ବ୍ୟବହାରରେ ଖର୍ଚ କରୁଥିବା ବେଳେ କେତେକ ଲୋକ ଗରିବକୁ ଦାନ ନଚେତ୍ ଧାର୍ମିକ କାମରେ ଲଗେଇ ଥାନ୍ତି ।money

କିନ୍ତୁ ଯତିଶ୍ର ଶାସ୍ତ୍ର ଅନୁସାରେ ପାଉଥିବା ବାଟର ଟଙ୍କା ଆପଣଙ୍କୁ ବହୁତ କିଛି କହିଥାଏ । ଶକ୍ତି ସତା ଆଧାତ୍ମସର ପ୍ରତିକ । ଯତିଶ୍ର ଶାସ୍ତ୍ର ଅନୁସାରେ ବାଟରୁ ପାଉଥିବା ଟଙ୍କା ଶୁଭ ହୋଇଥାଏ । କାରଣ ପାଇଥିବା ଟଙ୍କାରେ ଙଜାଇ ଦେବା ବ୍ୟକ୍ତିର ଉୃଝା ଆପଣ ପାଇବା ଦ୍ୱାରା ଆପଣଙ୍କର ପାଖକୁ ଆସିଥାଏ । ଯତିଶ୍ର ଶାସ୍ତ୍ର ଅନୁସାରେ ଟଙ୍କା ହାତକୁ ହାତ ପୃବପୁରୁସ ମାନଙ୍କର ସଂକ୍ରତ୍ମକ ଉୃଝା ବା ଶୁଭ ପ୍ରଭାବ ସଂଗ୍ରୀହିତ ହୋଇ ରହିଥାଏ । ସେହି ଟଙ୍କା ଆପଣ ବାଟରୁ ପାଇବା ଦ୍ୱାରା ଆପଣଙ୍କ ପାଖକୁ ପ୍ରତେକ ସେହି ଶଭ ପ୍ରଭାବ ଏବଂ ସଂକ୍ରାତ୍ମ ଉୃଝା ଆପଣଙ୍କ ନିକଟକୁ ଆସିଯାଏ ।money

ମାନ୍ୟତା ଅନୁସାରେ ଟଙ୍କାର ସାମଧ୍ୟ ପର ଲୋକଙ୍କ ସହିତ ଯୋଡିତ ରହିଛି । କୁହାଯାଏ ପର ଲୋକଙ୍କର ଶକ୍ତି ପଡିଥିବା ଟଙ୍କା ମଧ୍ୟରେ ରହିଥାେ । ଏହା ଆପଣଙ୍କର ଆତ୍ମ ବିଶ୍ୱସ କୁ ବଢିଥାଏ । ଏବଂ କରୁଥିବା କାର୍ଯ୍ୟର ଆସୁଥିବା ଶୁଭ ଫଳର ପୃବ ସୁଚନା ଦେଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *