ଆମେ ଯେତେ ଯେତେ ବଡ ହେଉଛେ ସେତେ ସେତେ ଆଶ୍ଚର୍ଯ୍ୟ ଓ ଚକିତ କଲା ଭଳି ଘଟଣା ଆମ ନିତି ଦିନିଆ ଜିବନରେ ଶୁଣିବାକୁ ପାଉଛେ , ଏହି 2020 ବର୍ଷ ସତେ ଜେମିତି ପୃଥିବି ପାଇଁ ଅଭି ଶାପ ହୋଇ ଉଭା ହୋଇଛି , 2020 ବର୍ଷରେ ଏମିତି କିଛି ଘଟିନି ଜାହା ଆମ ମାନଙ୍କ ପାଇଁ ଖୁସି ଆଣି ଦେବ , ବର୍ଷ ଆରମ୍ଭରୁ ଚୀନରୁ ସୃଷିଟ କରୋନାର ତାଣ୍ଡବ ଆଉ ତା ପରେ ପରେ ବଡ ବଡ ଫିଲ୍ମ ଷ୍ଟାର ମାନଙ୍କର ମୃତ୍ୟୁ ସତେ ଜେମିତି ପୁରା ବିଶ୍ୱ କୁ ଚକିତ କରି ରଖିଛି , ବିଙ୍ଗାନର ଦୃତ ଅଭିବୃଦ୍ଧି ହୋଇଥିଲେ ବି ମଣିଷ କରୋନା ଦାଉରୁ ନିଜକୁ ରକ୍ଷା କରି ପାରୁନି , କରୋନା ପାଇଁ ସାରା ଭାରତ ଏବେ ଲକ ଡାଉନରେ ଥିଲା ବେଳେ , ବଲିଉଡରୁ ଆସିଛି ଏକ ଦୁଃଖଦ ଖବର
ଏହି ବର୍ଷ ଫିଲ୍ମ ଜଗତ ପାଇଁ କିଛି ଖାସ୍ ସମୟ ନୁହେଁ , କାରଣ ଏବେ ବର୍ଷର ଆରମ୍ଭରୁ କେଉଁ ନା କେଉଁ କଳାକାରଙ୍କ ମୃତ୍ୟୁର ଖବର ଆସୁଛି , ଆପଣଙ୍କୁ କହିଦେବୁ କି ବଲିଉଡ୍ ଓ ପଲିଉଡ୍ ଫିଲ୍ମ ରେ ଭଲ ଅଭିନୟ କରିଥିବା ହରମେଲ୍ ପନ୍ନୁ ଗତ ରାତିରେ ନିଧନ ହୋଇଗଲା, ଯେଉଁ ସମୟରେ ସେ ସହରର ଏକ୍ ଘରେ ଥିଲେ, ସୁଚନା ମୁତାବିକ ହରମେଲ୍ ପନ୍ନୁ ମହାନଗର ଲୁଧିଆନା ଗୁରୁନାନପୁରାରେ ରହୁଥିଲେ ।
ଆପଣଙ୍କୁ କହିଦେବୁ କି ପନ୍ନୁଙ୍କ ବୟସ ୭୦ ବର୍ଷର ହୋଇଯାଇଥିଲା, ଓ ସେ ବହୁତ ମାସ ହେଲା ରୋଗାଗ୍ରସ୍ତ ଥିଲେ, କହିଦେବୁ କି ତାଙ୍କର ଅନ୍ତିମ ସଂସ୍କାର ସିଭିଲ୍ ଲାଇନ୍ସ ସ୍ଥିତ ଶ୍ମଶାନ ଘାଟରେ ଦ୍ୱିପହର ସମୟ କରାଯାଇଥିଲା , ପ୍ରାଅ ଦେଢ ଦଶକ ପୁର୍ବରୁ ଫିଲ୍ମ ପର୍ଦାରେ ସକ୍ରିୟ ଥିଲେ, ସୁଚନା ମୁତାବିକ ସେ ବଲିଉଡ୍ କଳାକାର ଅମିତାଭ ବଚ୍ଚନଙ୍କ ସହ୍ କାମ କରିଥିଲେ, ଶତ୍ରୁଘ୍ନ ସିହ୍ନାଙ୍କ ଛଡା ବହୁତ ଅଭିନେତଙ୍କ ସହ କାମ କରିଥିଲେ, ଅଧିକାଂଶ ପଞ୍ଜାବୀ ଫିଲ୍ମରେ ସେ ଖଳନାୟକ ଭୁମିକା ନିଭାଇଥାନ୍ତି ,
ପନ୍ନୁ ବଲିଉଡ୍ ରେ ମହାନ୍ ଅଭିନେତାଙ୍କ ସହ କାମ କରିଛନ୍ତି , ସେ ଅମିତାହ ବଚ୍ଚନ ଶତ୍ରୁଘ୍ନ ସିହ୍ନାଙ୍କ ସହ ବହୁତ ଦିଗଜ୍ କଳାକାରଙ୍କ ସହ ଚର୍ଚିତ ରହିଥିଲେ, ଅଧିକାଂଶ ଫିଲ୍ମରେ ସେ ଖଳନାୟକ ଭୁମିକାରେ ନଜର ଆସୁଥିଲେ, କହିଦେବୁ କି ପନୁ ପରିବାରର ବୟସ୍କ ମା ବାପା ଓ ଛୋଟ ଭାଇ ଅଛନ୍ତି । ତେବେ ଏହି ଭଳି ପ୍ରତିଟି ଖବର ସର୍ବ ପ୍ରଥମେ ପଢିବା ପାଇଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ