ବଡ ହୋଇଗଲେଣି ଏହି ଛୋଟ ଷ୍ଟାର ଗୁଡିକ , ଏବେ ଦେଖିବାକୁ ହୋଇ ସାରିଛନ୍ତି ବହୁତ ସୁନ୍ଦର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବି ବହୁକ ସମୟ ରେ କିଛି ଟିଭଇ ସିରିଏଲ ଏବଂ ଫିଲ୍ମ ଦେଖି ଥିବେ ଯେଉଁ ଥିରେ ସଂମ୍ପର୍ଣ୍ଣ ସୋ ଟି ରେ କେବଳ ଚାଇଲ୍ଡ କଳାକାର ମାନେ ହିଁ କାମ କରି ଥାନ୍ତି । ହେଲେ ସେହି କଳାକାର ମାନେ ଆଜିର ଦିନ ରେ ବହୁତ ପରିବର୍ତନ ହୋଇ ସାରିଛନ୍ତି । ଏମାନେ ଆପଣ ମାନଙ୍କୁ ପିଲା ଦିନେ ବହୁତ ପସନ୍ଦ ଆସି ଥିଲେ । ହେଲେ ଆମେ ଆଜି କହିବୁ ଏମାନେ କେମିତି ଦେଖା ଜାଉଛନ୍ତି । ତେବେ ଆସନ୍ତୁ କଲର୍ସ ଟିଭି ର କିଛି ଚାଇଲ୍ଡ ଏକ୍କଟ ମାନଙ୍କ ବିଷୟ ରେ କହିବୁ । ଝନ୍ନକ୍ ସୁକ୍ଲା ସିରିଏଲ କରିସ୍ମା କେ କରିସ୍ମା ରେ ରୋବର୍ଟ ର ଅଭିନୟ କରି ଥିଲେ । ଏବଂ ସେ ଫିଲ୍ମ କାଲ ହୋ ନା ହୋ ରେ ପ୍ରିତି ଜିଣ୍ଟା ଙ୍କ ଛୋଟ ଭଉଣୀ ଭାବେ ଅଭିନୟ କରି ଥିଲେ । ହେଲେ ସେହି ସମୟ ରେ ସେ ବହୁତ ଛୋଟ ପିଲା ନଜର ଆସୁ ଥିଲେ । ହେଲେ ଆଜି ସେ 24 ବର୍ଷ ର ହୋଇ ସାରିଛନ୍ତି । ଏବଂ ବହୁତ ସୁନ୍ଦର ବି ନଜର ଆସୁଛନ୍ତି ।ahsaas channa

ସେହି ପରି ଏହସାସ୍ ଚନ୍ନା ଙ୍କ କଥା କହିବା ତେବେ ସେ ଟିଭି ସିରିଏଲ ମାନଙ୍କ ରେ ଏହସାସ୍ ଚନ୍ନା ବହୁତ ପପୁଲାରୀ ଟି ହାସଲ କରି ଥିଲେ । ହେଲେ ଆଜିର ସମୟ ରେ ସେ ବହୁତ ସୁନ୍ଦର ଏବଂ ଚାୱମିଂ ନଜର ଆସୁଛନ୍ତି । ଏବଂ ସେ ବହୁତ ଫିଲ୍ମ ଏବଂ ସିରିଏଲ ରେ କାମ କରୁ ଥିବା ବେଳେ ବହୁତ ସମୟ ରେ ସେ ପୁଅ ରୋଲ କରୁ ଥିଲେ ଆଜି 18 ବର୍ଷ ର ହୋଇ ସାରିଛନ୍ତି । ସେହି ପରି ଜୟା ଆପ୍ରୋଚ୍ ଙ୍କ କଥା କହିବା ତେବେ ସେ 25 ବର୍ଷ ର ହୋଇ ସାରି ଥିବା ବେଳେ ଏକ୍ସପୋଜ୍ ରେ ନିଜର ଡେଭ୍ୟୁ ବି କରି ସାରିଛନ୍ତି । ସେହି ପରି ସୋନ ପରୀ ର ଫୃଟୀ ମାନେ ତନ୍ବୀ ହେଗଡେ ବି ଆଜି ବହୁତ ବଡ ହୋଇ ସାରିଛନ୍ତି । ଆଜି ସେ 27 ବର୍ଷ ର ହୋଇ ସାରିଛନ୍ତି ।malvika raaj

ସେହି ପରି ବନ୍ଧୁଗଣ କଭି ଖୁସୀ କଭି ଗମ୍ ଫିଲ୍ମ ରେ କରିନା ଙ୍କ ପିଲା ବେଳ କରି ଥିବା ମାଲ୍ବିକା ରାଜ୍ ବହୁତ ସୁନ୍ଦର ଦେଖା ଜାଉ ଥିଲେ। ହେଲେ ଆଜି ସେ ବଡ ହେବା ସହିତ ସବୁ ସମୟ ରେ ନିଜର ବୋଲ୍ଡ ଫୋଟ ପାଇଁ ଚର୍ଚା ରେ ରହି ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *