ଦରମା ପାଇବା ପରେ ମଧ୍ୟ ରହୁନି ଟଙ୍କା ! ତେବେ ଗଣେଶ ଚତୁର୍ଥୀରେ ଆପଣାନ୍ତୁ ଏହି ଉପାୟ !

gggaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଲ ଦରମା ପରେ ବି ରହୁ ନାହିଁ ଟଙ୍କା ତେବେ ଏହି ଗଣେଷ ଚତୁର୍ଥି ରେ ଆପଣାନ୍ତୁ ଏହି ଉପାୟ ଭଲ ରୋଜଗାର ପରେ ବି ଆପଣ ମାନଙ୍କ ପାଖରେ ଯଦି ଟଙ୍କା ର ଅଭାବ ଦେଖିବା ପାଇଁ ମିଳୁଛି । ତେବେ ଏହି ଗଣେଷ ଚତୁର୍ଥି ଏହାର ସମାଧାନ ହୋଇ ଯିବ । ଗଣପତି ଙ୍କ ସଠିକ୍ ଭାବେ ପୂଜା କରିବା ଦ୍ୱାରା ସୁଖ ଶାନ୍ତି ବଜାଇ ରହି ଥାଏ ଏପରି ମଧ୍ୟ କୁହା ଯାଏ କି ଜାହାଙ୍କ ଉପରେ ତାଙ୍କର ପ୍ରଭାବ ରହି ଥାଏ ତାଙ୍କର ସମସ୍ତ ସମସ୍ୟା ଦୂର ହୋଇ ଥାଏ । କେବଳ ସେହିଥି ପାଇଁ ଗଣେଷ ଙ୍କୁ ବିଘ୍ନ ବିନାଶକ ବୋଲି କୁହା ଯାଏ ।

gannn

ଆପଣ ମାନେ ଜାଣି ଆଉ ଗୋଟିଏ ଦିନ ପରେ ଗଣେଷ ଚତୁର୍ଥି ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ଗଣେଷ ପୂଜା ଦ୍ୱାରା କେମିତି ସଫଳତା ହାସଲ କରି ହୁଏ ସେହି ବିଷୟ ରେ କହିବୁ । ଆଉ ଏହି ଉପାୟ କୁ ନିଶ୍ଚିତ ଭାବେ ଗଣେଷ ଚତୁର୍ଥି ଦିନ କରନ୍ତୁ । ଭଗବାନ ଗଣେଷ ଙ୍କୁ ସିନ୍ଦୁର ଅନେକ ପସନ୍ଦ ତେଣୁୂ ପୂଜା କରିବା ସମୟ ରେ ଆପଣ ମାନେ ତାଙ୍କୁ ସିନ୍ଦୁର ସଭୋନଂ ରକ୍ତ ସଭୋକ୍ ସୁଖ ବର୍ଦ୍ଧକଂ ସୁମନ୍ଧଙ୍ଗ୍ କାମନ୍ଦଙ୍ଗ୍ ଚେପ୍ ସିନ୍ଦୁରଂ ଓଁ ଗଣେପତାୟ ନମଃ ବୋଲି କହି ଗଣେଷ ଙ୍କ ମୁଣ୍ଡ ରେ ସିନ୍ଦର ଲଗାନ୍ତୁ ଦେଖିବେ ଆପଣ ମାନଙ୍କ ଜିବନ ରେ ଚାଲି ଥିବା ସବୁ ଦୁଖଃ ସଂମ୍ପର୍ଣ୍ଣ ଭାବେ ନାଶଶ ହେବା ସହିତ ଆପଣ ମାନଙ୍କ ଜିବନ ରେ କେବେ ଧନ ହାନୀ ହେବାର ଦେଖା ଦେବ ନାହିଁ ।

gane

ସେମିତି ରେ ଆପଣ ମାନଙ୍କ ଜିବନ ର ସବୁ ସମସ୍ୟା କୁ ଦୂର କରିବା ପାଇଁ ଚାହୁଁ ଥିଲେ ଆପଣ ମାନେ ଦୈନ ଦିନ ଗଣେଷ ଙ୍କ ପୂଜା କରନ୍ତୁ । ସେହି ପରି ଆର୍ଥିକ ସମସ୍ୟା କୁ ଦୂର କରିବା ପାଇଁ ଗଣେଷ ଙ୍କ ପାଖରେ ରାଶି ଲଡୁ ଦୂବ ଗାଈ ର ସୁଦ୍ଧ କ୍ଷୀର ଭୋଗ ଭାବେ ଚଢାନ୍ତୁ । ତେବେ ଦେଖିବେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ସୁଖ ଶାନ୍ତି ର ପ୍ରାପ୍ତି ହେବ ।

ସେହି ପରି ପୂଜା କରିବା ସମୟ ରେ ଆପଣ ମାନେ ମନେ ରଖିବେ ପୂଜା ବିଧି ର ସଂମ୍ପର୍ଣ୍ଣ ରୂପେ ପାଳନ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *