କଳିଯୁଗରେ ଜନ୍ମହେଲେ ଭଗବାନ ଗଣେଷ !ଜାହା ମାଗିବ ସବୁ ମିଳିବ ? କେବଳ ଥରୁଟିଏ ପଢି ଦିଅନ୍ତୁ ଏହି ଖବର

ganeshaa

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରେ ସବୁଠାରୁ ଖୁସୀ ର ଦିନ ହୋଇ ଥାଏ ଯେତେ ବେଳେ ଘରେ ଗୋଟିଏ ଶିଶୁ ଟିଏ ଜନ୍ମ ନେଇ ଥାଏ । ଏବଂ ଜଳନ୍ଧ ରେ ଗୋଟିଏ ପରିବାର ବି ଅପେକ୍ଷା କରି ଥିଲା କି ଘର କୁ ଆସିବ ନୂଆ କୁଣିଆ 2010 ର କଥା ଯେତେ ବେଳେ ଘରେ ଶିଶୁ ପୁତ୍ର ଟିଏ ଜନ୍ମ ନେଲା ଦେଖିବା ଲୋକ ମାନଙ୍କ ଆଖି ଖୋଲା ରହି ଗଲା । କାରଣ ଏହି ଶିଶୁ ଟି ଦେଖିବା ପାଇଁ ସାମାନ୍ୟ ନ ଥିଲା । ଶରୀର ଠାରୁ ବଡ ମୁଣ୍ଡ ଟଣା ଟଣା ଦୁଇ ଆଖି ଏବଂ ହାତୀ ପରି ମୁହଁ ରହି ଥିଲା

gan3

ଏହି ବାଳକ କୈଣସି ସାଧାରଣ ମଣିଷ ନ ଥିଲା । ଏବଂ ଏହି ପିଲା କୁ ଦେଖିବା ପାଇଁ କାହିଁ କେତେ ଦୂର ରୁ ଲୋକ ମାନଙ୍କ ସୁଅ ଛୁଟିବାରେ ଲାଗିଲା । ଲୋକ ଙ୍କ ବିଶ୍ୱାସ ରହି ଥିଲା କି ଏହି ପିଲା ଟି ଅବିକଳ ଗଣେଷ ଙ୍କ ପରି ଦେଖା ଯାଉଛି । ଏମିତି ରେ ଲୋକ ମାନେ ପିଲା କୁ ଦେଖିବା ମାତ୍ରେ ସେହି ପିଲା ପାଖରେ ନିଜର ମାନଶୀକ କରିବା ଆରମ୍ଭ କରି ଦେଲେ ପରେ ସେହି ଲୋକ ମାନଙ୍କର ସବୁ ସମସ୍ୟା ମଧ୍ୟ ଧିରେ ଧିରେ ଦୂରେଇ ହୋଇ ଗଲା ।

ବର୍ତମାନ ସମୟ ରେ ବି ସ୍ଥାନୀୟ ଲୋକ ମାନଙ୍କ ପାଇଁ ଚାଲି ବୁଲି ପାରୁ ଥିବା ଗଣେଷ ପରେ ଧିରେ ଧିରେ ଲୋକ ମାନେ ସେହି ପିଲା ର ପୂଜା କରିବା ପାଇଁ ଲାଗି ପଡିଲେ । ଏବଂ ପରେ ବାପା ବି ଖୁସୀ ହୋଇ ପୁଅ ର ନାମ ଦେଲେ ଗଜାନନ୍ନ । ବାପା ଏହି କଥା ବି କହି ଥାନ୍ତି ଯେବେ ବି ଗଜାନନ୍ନ କୁ ବାହାର କୁ ନେଇ ଜାଇ ଥାନ୍ତି ତେବେ ଲୋକ ମାନେ ଜୟ ଗଣେଷ ଆସିଲେ । ଏମିତି ରେ ପିଲା କୁ ଦେଖି ଦେଲେ ଲୋକ ମାନେ ବହୁତ ପରିମାଣ ରେ ଖୁସୀ ମଧ୍ୟ ହୋଇ ଯାଉ ଥିଲେ । ସେମିତି ରେ ସ୍ଥାନୀୟ ଲୋକ ମାନଙ୍କର କହିବା କଥା କି ପିଲା କୁ ଦେଖିବା ପରେ ଜାହା ଆଜି ଯାଏ ସେମାନେ ମନସ୍କାମନା କରି ଥାନ୍ତି ସେମାନଙ୍କ ସେହି ମନସ୍କାମନା ପୂର୍ଣ୍ଣ ହୋଇଛି ।

gane2

ହେଲେ ଡାକ୍ତର ଙ୍କ କହିବା ଅନୁସାରେ ଏହା ଏକ ପ୍ରକାରର ରୋଗ ଅଟେ ଯେଉଁଠି ଏହି ପିଲା ର ମୁଣ୍ତ ଶରାର ଠାରୁ ବଡ ହୋଇଛି । ହେଲେ ପରିବାର ଲୋକ ମାନେ ଏହାକୁ ବରଦାନ ଭାବୁଛନ୍ତି । ଗଜାନନ୍ନ ସ୍କୁଲ ଯାଏ ଏବଂ ସେହି ଠାରେ ସବୁ ପିଲା ମାନେ ତାଙ୍କୁ ଗଜାନନ୍ନ ହିଁ ମାନନ୍ତି । ଏମିତି କ୍ଷେତ୍ର ରେ ଅନେକ ଚିକିତ୍ସା କ୍ଷେତ୍ର ଗଜାନନ୍ନ କି ନିଜର ସଠିଖ୍ ରୂପ ଦେବାକୁ କହି ଥିବା ବେଳେ ହେଲେ ପରିବାର ଲୋକ ଏବଂ ଗଜାନନ୍ନ ଏମିତି ହିଁ ଖୁସୀ ରହିଛି ବୋଲି କହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *