ପ୍ରଥମଥର ଦେଖନ୍ତୁ ଆଲବମ୍ କୁଇନ୍ ଦୀପା ସାହୁଙ୍କ ପରିବାରରେ କିଏ କିଏ ଅଛନ୍ତି ?

deepa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଉ ନାହାଁନ୍ତିି ଆଲବମ୍ କୁଇନ୍ ଦିପା ସାହୁ । ଗତ କାଲି ତାଙ୍କର ପର ଲୋକ ହୋଇଛି । ଦିପା ସାହୁ କେବଳ 35 ବର୍ଷ ବୟସ ରେ ତାଙ୍କର ପର ଲୋକ ହୋଇଛି । ଜୁନ୍ 20 ତାରିଖ ରେ ଗୁରୁତ୍ୱର ହୋଇ ସେ ହସ୍ପିଟାଲ ରେ ଭର୍ତ୍ତି ହୋଇ ଥିଲେ । ସେହି ପରି ଆପଣ ମାନଙ୍କକୁ ସୂଚନା ଦେବା ପାଇଁ ଚାହିଁବୁ କି ଦିର୍ଘ 6 ବର୍ଷ ଧରି ସେ ଜରାୟୁ କର୍କଟ ରୋଗ ରେ ପୀଡିତ ରହି ଥିଲେ । ଏବଂ ଗତ କାଲି ତାଙ୍କର ମଲ୍ଟିି ଅର୍ଗାନ୍ ପେନ୍ ହେବାରୁ ସେ ଜିବନ ଯୁଦ୍ଧ ରେ ହାରି ଜାଇଛନ୍ତି । ବର୍ତମାନ ସମୟ ରେ ତାଙ୍କ ବିୟୋଗ ରେ ସାରା ଓଡ଼ିଶା ବାସୀ ମାନେ ସ୍ଥବ୍ଧ ହୋଇ ସାରିଛନ୍ତି । 1985 ମସିହା ରେ ଢେଙ୍କାନାଳ ରେ ଜନ୍ମ ହୋଇ ଥିଲେ ଦିପା ସାହୁ ।deepa sahoo

ଛୋଟ ବେଳ ରୁ ସେ ଅଭିନୟ ପ୍ରତି ଆକର୍ଶିତ ହୋଇ ଥିବା ବେଳେ ତାଙ୍କର ଘର ଲୋକ ମାନେ ବିରୋଧ କରୁ ଥିଲେ । କିନ୍ତୁ ସେହି ମଧ୍ୟ ରେ ଦିପା ଓଡିଶୀ ସିଖୁ ଥିଲେ । ଏବଂ ସେ କଣ୍ଠ ଶୀଳ୍ପୀ ଶକ୍ତିମିଶ୍ର ଙ୍କ ଜରିଆରେ ।ଆଲବମ୍ ରେ ଏଣ୍ଟ୍ରୀ କରି ଥିଲେ । ହଜାର ହଜାର ସଂଖ୍ୟା ରେ ତାଙ୍କର ଅଭିନିତ ଆଲବମ୍ ଲୋକ ମାନଙ୍କ ହୃଦୟୟ କୁ ଛୁିୁଇଁ ପାରି ଥିଲା । ଏବଂ ଫିଲ୍ମ ର କଥା କହିଲେ ସେ ନାରୀ ଆଖି ରେ ନିଆଁ ଚଳଚିତ୍ର ରେ ପ୍ରଥମେ ଅଭିନୟ କରି ଥିଲେ ।deepa

ଏବଂ ପରେ ସେ ଧାରାବାହୀକ ବଡ ଘ ବଡ ଗୁମର କଥା ରେ ସେ ଏକ ଭିନ୍ନ ରୂପେ ଦେଖିବା ପାଇଁ ମିଳି ଥିବା ବେଳେ ମହେନ୍ଦ୍ର ନାଥ୍ ଦତ୍ତ ଙ୍କୁ ସେ ବିବାହ କରି ଥିଲେ । ଏବଂ ତାଙ୍କର ବର୍ତମାନ ସମୟ ରେ ଗୋଟିଏ 11 ବର୍ଷ ର ଝିଅ ରହିଛି । ତାଙ୍କର ଅମର ଆତ୍ମା ପାଇଁ ସଦଗତି କାମନା କରୁଛୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *