ପାକିସ୍ତାନ ଟେଲିଭିଜନରେ ଉଡିଲା ଭାରତୀୟ ତିରଙ୍ଗା , ଆସିଲା ଭାରତର ପାଦ ତଳକୁ

pak3

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାକ୍ ଟିଭି ରେ ଉଡିଲା ତିରଙ୍ଗା ହ୍ୟକ୍ ହେଲା ପାକିସ୍ତାନୀ ନ୍ୟୁଜ୍ ଚେନ୍ନାଲ । ଲାଇଭ୍ ଷ୍ଟ୍ରୀମଂ ରେ ହ୍ୟକର୍ସ ଲେଖିଲେ ହେପି ଇଣ୍ଡିପେଣ୍ଡେନ୍ସ ଡେ । ପାକିସ୍ତାନ ଟିଭି ରେ ଉଡିଲା ଭାରତୀୟ ତିରଙ୍ଗା ଲାଇଭ୍ ସୋ ଚାଲୁ ଥିବା ବେଳେ ହ୍ୟକ୍ ହୋଇ ଗଲା ଚେନ୍ନାଲ ତେବେ ଏହି ଚେନ୍ନାଲ କୁ ଭାରତୀୟ ହ୍ୟକର ମାନେ ହ୍ୟକ୍ କରି ଥିବାର ଏହି ପାକିସ୍ତାନୀ ଟିଭଇ ଚେନ୍ନାଲ କହିଛି । କେବଳ ସେତିକି ନୁହେଁ ବରଂ ଲାଇଭ୍ ଷ୍ଟ୍ରିମିଂ ଚାଲି ଥିବା ବେଳେ ଭାରତୀୟ ତିରଙ୍ଗା ସହିତ ହେପି ଇଣ୍ଡିଫେଣ୍ଡନ୍ସ ଡେ ବୋଲି ଲେଖା ହୋଇ ଥିଲେ ହ୍ୟକର୍ସ ଜାହାର ଫୋଟ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

pak

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ କି ଗତ ରବିବାର ଦିନ ପାକିସ୍ତାନ ଟିଭଇ ଚେନ୍ନାଲ ଡନ୍ ଟିଭି ରେ ପ୍ରସାରଣ ସମୟ ରେ ଏହି ଚେନ୍ନାଲ ଟି ହଠାତ୍ ବନ୍ଦ ହୋଇ ଜାଇ ଥିଲା ଏବଂ ବନ୍ଦ ହେବାର କିଛି ସମୟ ମଧ୍ୟ ରେ ଟିଭି ସ୍କ୍ରୀନ୍ ରେ ଭାରତ ର ଧ୍ୱଜା ଫର ଫର ହୋଇ ଉଡି ଥିଲା । କେବଳ ଏତିକି ନୁହେଁ ବରଂ ଟିଭି ପରଦାରେ ବଡ ବଡ ଅକ୍ଷର ରେ ନଜର ଆସି ଥିଲା ଏବଂ ଇଣ୍ଡିପେଣ୍ଡେନ୍ସ ଡେ ବିଷୟ ରେ

pak2

ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ବିଷୟ ରେ ବର୍ତମାନ ସମୟ ରେ ବିବାଦ ହେଉ ଥିବା ବେଳେ ଆଗାମୀ ସମୟ ରେ ଅଗଷ୍ଟ 15 ରହି ଥିବାରୁ ଏହାକୁ ନେଇ ବିବାଦ ହେଉଛି କି ଏମିତି କିଏ ଏବଂ କଣ ପାିଁ କରିଛି । ତେବେ ଆପଣ ମାନେ କଣ ଭାବୁଛନ୍ତି ଏହାକୁ କିଏ ଏବଂ କଣ ପାଇଁ କରି ଥିବ ବୋଲି କମେଣ୍ଟ ନିଶ୍ଚିତ ଭାବେ କରିବେ । ସେମିତି ରେ ବର୍ତମାନ ସମୟ ରେ ଏହି ଘଟଣା ର ସଂମ୍ପର୍ଣ୍ଣ ବିଷୟ ବସ୍ତୁ କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଚର୍ଚ୍ଚା ହେବାରେ ଲାଗିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *