ଜାଣନ୍ତୁ ରବିବାର ରେ କାହିଁକି ହୁଏ ଛୁଟି ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସପ୍ତାହ ର ଛଅ ଦିନ ପରେ ହିଁ ଆସି ଥାଏ ରବିବାର ଏବଂ ସେହି ଦିନ ସମସ୍ତେ ଖୁସୀ ରେ ରହି ଥାନ୍ତି । କାରଣ ସେହି ଦିନ ସ୍କୁଲ କଲେଜ୍ ଅଫିସ୍ ସବୁ କିଛି ବନ୍ଦ ରହି ଥାଏ । ତେବେ କଣ ଆପଣ ମାନେ କେବେ ଭାବିଛନ୍ତି କି ରବିବାର ଦିନ ହିଁ କଣ ପାଇଁ ଛୁଟି ହୋଇ ଥାଏ । ତେବେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଏହାର ଐତିହାସୀକ କାରଣ ରହିଛି । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଯାଉଛୁ । ତେବେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ସେଷ ଯାଏ ପଢନ୍ତୁ । ଆପଣ ମାନେ ଜାଣି ଥିବେ ଆମକୁ ଇଂରେଜ୍ ମାନେ 200 ବର୍ଷ ଯାଏ ଶାସନ କରି ଥିଲେ । ଏବଂ ସେହି ସମୟ ରେ ସମସ୍ତ ନିୟମ ବ୍ରିଟିସ୍ ସରକାର ଙ୍କ ଅନୁସାରେ ହିଁ ହେଉ ଥିଲା ।britishe

ସେହି ସମୟ ରେ ଭାରତ ର ଲୋକ ମାନେ ବ୍ରିଟିସ୍ ସରକାର ଙ୍କ ପାଖରେ ସବୁ ଦିନ କାମ କରୁ ଥିଲେ । ଏବଂ ସେହି ସମୟ ର ଜଣେ ବ୍ୟକ୍ତି ଙ୍କ ପାଇଁ ଆମ ରବିବାର ଛୁଟି ରହୁଛି । ସେହି ସମୟ ରେ ଶ୍ରୀ ନାରାୟଣ ନେତାଜୀ ଲୋଖଣ୍ଡେ ଶ୍ରମିକ ମାନଙ୍କର ନେତା ରହି ଥିଲେ । ସେହି ସମୟ ରେ ସେ ଇଂରେଜ୍ ମାନଙ୍କ ପାଖରେ ସପ୍ତାହିକ ଛୁଟି ପାଇଁ ପ୍ରସ୍ତାବ ରଖିଲେ । ଏବଂ ସେ କହିଲେ କି ରହିବାର ହେଉଛି ଖଣ୍ଡବା ଙ୍କର ପୂଜା ଦିନ ତେବେ ସେହି ଦିନ ରେ ହିଁ ଛୁଟି ରଖା ଯାଉ ଏବଂ ଏହି ଦିନ ରେ ସେମାନେ ଦେଶ ପାଇଁ କିଛି କାମ ବି କରିବା ପାଇଁ ଚାହାଁନ୍ତି । ହେଲେ ଏମିତି ବେଳେ ଏହି ପ୍ରସ୍ତାବ କୁ ବ୍ରିଟିସ୍ ମାନେ ଖାରଜ୍ କଲେ ହେଲେ ତଥାପୀ ସେ ହାର୍ ମାନି ନ ଥିଲେ ।british

ପାଖା ପାଖି 7 ବର୍ଷ ଏମିତି ଆନ୍ଦୋଳନ କରିବା ପରେ 10 ଜୁନ୍ 1890 ରେ ବ୍ରିଟିସ୍ ସରକାର ଏହି ଠାରେ ରବିବାର କୁ ସାବ୍ରଜନିନ ଛୁଟି ଦିନ ଭାବେ ପରିଚିତ କରେଇଲେ । ସେହି ଦିନରୁ ଏହି ପ୍ରଥା ଚଳିତ ହୋଇ ଆସୁଛି । ତେବେ ଏହା ସପ୍ତାହ ର ସେଷ ଦିନ ହୋଇ ଥିବାର ରୁ ବି ଏହି ଦିନ କୁ ଗୋଟିଏ ପ୍ରକାରର ସାର୍ବ ଜନିିନ ଛୁଟି ଦିନ ବୋଲି ବି ଘୋଷଣା କରା ଜାଇ ଥାଏ । ତେବେ ଆପଣ ମାନେ ବି ଏହି ବିଷୟ ରେ ଆଗରୁ ଜାଣି ନ ଥିବେ ଯଦି ଜାଣି ଥିଲେ ଆମକୁ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *